ଅଂଶୁଘାତ ଜନିତ ମୃତ୍ୟୁ ମାମଲା, ସମସ୍ତ ମୃତଦେହର ହେବ ପୋଷ୍ଟମର୍ଟମ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡରେ ଅସ୍ବାଭାବିକ ମୃତ୍ୟୁ ଘଟଣା। ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ନିଷ୍ପତ୍ତି । ଘଟଣା ସ୍ଥଳକୁ ଯିବ ରାଜ୍ୟ ସ୍ତରୀୟ ସ୍ବାସ୍ଥ୍ୟ ବିଭାଗ ଟିମ୍। ରାଉରକେଲାରେ ଘଟିଥିବା ଅସ୍ବାଭାବିକ ମୃତ୍ୟୁ ଘଟଣାର କରିବ ତଦନ୍ତ। ରାଉରକେଲାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା…