Browsing Tag

pramod bhagat

ପାରାଲିମ୍ପିକ୍ସରେ ଓଡ଼ିଆ ପୁଅଙ୍କ କମାଲ୍: ବ୍ୟାଡମିଣ୍ଟନ୍ ଫାଇନାଲରେ ପ୍ରମୋଦ ଭଗତ

ଟୋକିଓ: ପାରାଲିମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ କମାଲ । ପାରାଲିମ୍ପିକ୍ସରେ ପଦକ ନିଶ୍ଚିତ କଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନରେ ଫାଇନାଲକୁ ଗଲେ ପ୍ରମୋଦ ଭଗତ। ସେମି ଫାଇନାଲରେ ଜାପାନର ଫୁଜିହାରାଙ୍କୁ ହରାଇଲେ। ଅପରାହ୍ନ ୩ଟାରେ ଗୋଲ୍ଡ ମେଡାଲ ପାଇଁ ଖେଳିବେ ପ୍ରମୋଦ ।…

ଟୋକିଓ ପାରା ଅଲିମ୍ପିକ୍ସ : ବ୍ୟାଡ୍‍ମିଣ୍ଟନ୍‍ ସେମିଫାଇନାଲରେ ପ୍ରମୋଦ ଭଗତ

ଟୋକିଓ: ଓଡ଼ିଆ ତାରକା ପ୍ରମୋଦ ଭଗତ ଟୋକିଓ ପାରାଲିମ୍ପିକ୍ସ ପୁରୁଷ ଏକକ ବ୍ୟାଡମିଣ୍ଟନର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏବୁଧବାର ନିଜ ଦ୍ବିତୀୟ ଗ୍ରୁପ୍-ଏ’ ମ୍ୟାଚ୍‌ରେ ୟୁକ୍ରେନର ଆଲେକଜାଣ୍ଡାର ଚିରକୋଭଙ୍କୁ ୨୧-୧୨, ୨୧-୯ରେ ପରାସ୍ତ କରି ଏସ୍‌ଏଲ୍-୩ ବର୍ଗର ଶ୍ରେଷ୍ଠ ୪ ଖେଳାଳିଙ୍କ…

ଓଡ଼ିଆ ପୁଅ ତଥା ବିଶ୍ୱ ମାନ୍ୟତାର ଏକ ନମ୍ବର ଦିବ୍ୟାଙ୍ଗ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ମିଳିଛି ଟୋକିଓ ଟିକେଟ

ଓଡ଼ିଆ ପୁଅ ତଥା ବିଶ୍ୱ ମାନ୍ୟତାର ଏକ ନମ୍ବର ଦିବ୍ୟାଙ୍ଗ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ମିଳିଛି ଟୋକିଓ ଟିକେଟ । ଆଗାମୀ ଟୋକିଓ ପାରାଅଲିମ୍ପିକ୍ସ ପାଇଁ ଅନ୍ୟ ଦୁଇ ଜଣଙ୍କ ସହିତ ପ୍ରମୋଦ ବିଧିବଦ୍ଧ ଯୋଗ୍ୟତା ହାସଲ କରିଥିବା ବିଶ୍ୱ ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ସୂଚନା ମିଳିଛି । ପୁରୁଷ…

ଡବଲ ସ୍ୱର୍ଣ୍ଣ ପଦକ ଲାଭ କରି ଜନ୍ମମାଟି ଅତାବିରାରେ ପ୍ରମୋଦ ଭଗତ

ବରଗଡ଼(କେନ୍ୟୁଜ୍): ଓଡ଼ିଶା ମାଟିର ଗର୍ବ ଓ ଗୌରବ ପ୍ରମୋଦ ଭଗତ। ଚୀନରେ ଅନୁଷ୍ଠିତ ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ଡବଲ ସ୍ୱର୍ଣ୍ଣ ପଦକ ଲାଭ କରିବା ପରେ ଜନ୍ମମାଟି ବରଗଡ଼ ଜିଲ୍ଲାର ଅତାବିରାରେ ପହଞ୍ଚିଛନ୍ତି। ସମ୍ବଲପୁରରେ ମା ସମଲେଶ୍ୱରୀଙ୍କୁ ଦର୍ଶନ କରି ଅତାବିରାରେ…

ଚୀନରେ ଚମକିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ, ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ହାସଲ କଲେ ଡବଲ ସ୍ୱର୍ଣ୍ଣ

କେନ୍ୟୁଜ୍(ବ୍ୟୁରୋ): ଚୀନରେ ଚମକିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ପ୍ରମୋଦ ଲାଭ କରିଛନ୍ତି ୨ ସ୍ୱର୍ଣ୍ଣ ପଦକ। ପ୍ରଥମେ ସିଙ୍ଗଲସ୍‌ ଓ ପରେ ଡବଲ୍‌ସରେ ସ୍ୱର୍ଣ୍ଣପଦକ ହାସଲ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ପୂର୍ବରୁ ସ୍ୱିଜରଲାଣ୍ଡରେ…

ଗୋଲଡେନ୍ ବୟ ପ୍ରମୋଦ ଭଗତ ଏବଂ ସ୍ୱର୍ଣ୍ଣ ପଦକ ବିଜେତା ଏସ୍. ଏ. ନାରାୟଣଙ୍କୁ ସମ୍ବର୍ଦ୍ଧିତ କରି ୩୦ ଲକ୍ଷ ୯୫ ହଜାର…

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶାର ଗୋଲଡେନ୍ ବୟ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ତାଙ୍କୁ ୩୦ ଲକ୍ଷ ୯୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ…

ପ୍ରମୋଦ ଭଗତଙ୍କୁ ୩୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ

ନୂଆଦିଲ୍ଲୀ(କେନ୍ୟୁଜ୍): ବିଶ୍ୱ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ଚାମ୍ପିଅନ ପ୍ରମୋଦ ଭଗତଙ୍କୁ ୩୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ । ସ୍ୱିଜରଲ୍ୟାଣ୍ଡର ବସେଲରେ ଅନୁଷ୍ଠିତ ବିଶ୍ୱ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଉଭୟ…

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ, ମୁଖ୍ୟମନ୍ତ୍ରୀ ଜଣାଇଲେ…

ଓଡ଼ିଶାର ଗୋଲଡେନ୍‌ ବୟ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନ୍‌ କୋର୍ଟରେ ପୁଣି ଥରେ କରିସ୍ମା ଦେଖାଇଛନ୍ତି। ପାରା ବ୍ୟାଡମିଣ୍ଟନ ଓ୍ଵାର୍ଲଡ୍‌ ଚାମ୍ପିଅନସିପରେ ଜିତିଛନ୍ତି ଡବଲ୍‌ ଗୋଲ୍ଡ। ସ୍ୱିଜରଲ୍ୟାଣ୍ଡର ବସେଲରେ ଚାଲିଥିବା ବିଶ୍ୱ ପ୍ରତିଯୋଗିତାର ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ପ୍ରମୋଦ ହାତେଇଛନ୍ତି…

ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

କେନ୍ୟୁଜ୍: ଉଦିୟମାନ ଓଡ଼ିଆ ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା । ଆୟରଲାଣ୍ଡରେ ଅନୁଷ୍ଠିତ ଆଇରିସ ଆନ୍ତର୍ଜାତିକ ପାରା ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ପ୍ରମୋଦଙ୍କୁ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି…