ଖେଳାଳିଙ୍କୁ ଉତ୍ସାହିତ କରି ପଞ୍ଜାବ ଟିମ୍କୁ ଜିତାଇଦେଲେ ପ୍ରୀତି, ଫଟୋ ହେଉଛି ଭାଇରଲ
ଆଇପିଏଲ୍ ସିଜନରେ ଗତକାଲି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ସହିତ ଟକ୍କର ଦେଇଥିଲା ପଞ୍ଜାବ କିଙ୍ଗସ। ଏହି ମ୍ୟାଚରେ ପଞ୍ଜାବ ୪ ଓ୍ଵିକେଟ ହରାଇ ୧୮୭ ରନ୍ କରିଥିଲା। ଏହି ମ୍ୟାଚରେ ଶିଖର ଧଓ୍ଵନ ଅପରାଜିତ ରହି ୮୮ ରନ୍ କରିଥିଲେ। ଏହି ମ୍ୟାଚରେ ପଞ୍ଜାବର ମାଲିକାଣୀ ପ୍ରୀତି ଜିଣ୍ଟା ନଜର…