ବଳପୂର୍ବକ ଭାବେ ପ୍ରିନ୍ସିପାଲଙ୍କୁ ସିଟ୍ରୁ ହଟାଇଲେ, ଭିଡିଓ ଭାଇରାଲ୍
ଲୋକମାନେ ଆଉ ଅଫିସରେ ଏ ମହିଳାଙ୍କ ପ୍ରତି ଏଭଳି ବ୍ୟବହାର କାହିଁକି ଦେଖାଉଛନ୍ତି । ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଏଭଳି ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଗୋଟିଏ ସ୍କୁଲର କର୍ମଚାରୀଙ୍କ ସହ ଏହାର ଅଧ୍ୟକ୍ଷ ମିଳିତ ଭାବେ ଅନୁଷ୍ଠାନର ମହିଳା ପ୍ରିନ୍ସିପାଲଙ୍କୁ ଟଣାଓଟରା କରିବା ସହ…