Browsing Tag

puri sankaracharjya

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ RSS ମୁଖ୍ୟ ମୋହନ ଭାଗବତ, ରାଷ୍ଟ୍ର ଗଠନ ସମ୍ପର୍କରେ ଦୀର୍ଘ ସମୟ ଧରି ହୋଇଥିଲା…

ପୁରୀ(କେନ୍ୟୁଜ୍):  ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୋହନ ଭାଗବତ।  ପୁରୀ ଗୋବର୍ଦ୍ଧନ ମଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ମହାରାଜାଙ୍କ ସହ ରାଷ୍ଟ୍ର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର କୋଠରୀରେ ଆଲୋଚନା କରାଯାଇଥିଲା । ଆଧ୍ୟାତ୍ମିକ…

ପୁରୀର ସର୍ବପୁରାତନ ଶଙ୍କରାନନ୍ଦ ମଠ ଧ୍ୱଂସାଭିମୁଖୀ, ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ

ପୁରୀ: ପୁରୀର ସର୍ବପୁରାତନ ଶଙ୍କରାନନ୍ଦ ମଠ ଧ୍ୱଂସାଭିମୁଖୀ । ମଠର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ । ଏନେଇ ମଠ ପରିସରରେ ଆୟୋଜିତ ଐତିହ୍ୟ ସୁରକ୍ଷା ଆଲୋଚନାରେ ଯୋଗ ଦେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏହି ପରାମର୍ଶ ଦେଇଛନ୍ତି । ଶ୍ରୀକ୍ଷେତ୍ରରେ ପୂର୍ବରୁ…

ଶ୍ରୀମନ୍ଦିର ଖୋଲିବାକୁ ଶଙ୍କରାଚାର୍ଯ୍ୟଙ୍କ ଅନୁରୋଧ, ଜାରି କଲେ ଏକ ଭିଡିଓ ବାର୍ତ୍ତା

ପୁରୀ: ରାଜ୍ୟରେ କେବେ ଖୋଲିବ ମନ୍ଦିର। କୋଭିଡ୍‌ କଟକଣା ପାଇଁ ସମସ୍ତ ମନ୍ଦିର ବନ୍ଦ ରହିଛି। ଫଳରେ ଜୀବନ ଜୀବିକା ହରାଇଥିବା ପୂଜକ ଓ ସେବାୟତଙ୍କ ସମସ୍ୟା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଏକ ଭିଡିଓ ବାର୍ତ୍ତା ଜାରି କରି ମନ୍ଦିର ସେବକ…

ରଥଯାତ୍ରା ଆୟୋଜନକୁ ନେଇ ସସପେନ୍ସ :ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ପ୍ରଶାସକ ଓ ଜିଲ୍ଲାପାଳ, ଆଜି ବସୁଛି…

ପୁରୀ: ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପରେ ପଡିବ କି କରୋନା ଛାଇ। ଆୟୋଜନକୁ ନେଇ ଜାରି ରହିଛି ସସପେନ୍ସ । ଏନେଇ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଏବଂ ଜିଲ୍ଲାପାଳ । ଆଗକୁ ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ଏବଂ ରଥଯାତ୍ରା ଆସୁଛି । ଆଉ ଗୋଟିଏ ଦିନ ପରେ ପଡୁଛି ଅକ୍ଷୟ…

ହୋମ୍‌ କ୍ୱାରେଣ୍ଟାଇନରେ ଜଗତଗୁରୁୁ ଶଙ୍କରାଚାର୍ଯ୍ୟ, କରୋନା ଭାଇରସ୍‌କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପକୁ କଲେ…

ପୁରୀ: ହୋମ୍‌ କ୍ୱାରେଣ୍ଟାଇନରେ ଜଗତଗୁରୁୁ ଶଙ୍କରାଚାର୍ଯ୍ୟ । କରୋନା ଭାଇରସ୍‌କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ପ୍ରଶଂସା କରିଛନ୍ତି ଶଙ୍କରାଚାର୍ଯ୍ୟ । କେବଳ ମଣିଷ ନୁହଁନ୍ତି ପଶୁପକ୍ଷୀ ମଧ୍ୟ ସଙ୍କଟରେ ରହିଥିବା କହିଛନ୍ତି । ଏଭଳି ସ୍ଥିତିରେ ବିଭୀଷିକା…

ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ୧୫ ତାରିଖର…

ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଲେ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଡକ୍ଟର ସାମନ୍ତ ରାଜ୍ୟ ଓ ପୁରୀର ସାମ୍ପ୍ରତିକ ସ୍ଥିତି ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ୧୫ ତାରିଖର କିସ୍‌ ଆସିବାକୁ…

“ମୋ ମାର୍ଗଦର୍ଶନରେ ମନ୍ଦିର ପରିଚାଳନା ହେବା ଆବଶ୍ୟକ”, କହିଲେ ଶଙ୍କରାଚାର୍ଯ୍ୟ

ଅତୀତରେ ପୁରୀ ଶ୍ରୀମନ୍ଦିର ପରିଚାଳନାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଭୂମିକା ଥିଲା ପ୍ରମୁଖ। ଧର୍ମସ୍ଥଳୀର ବ୍ୟବସ୍ଥା ଅନୁଯାୟୀ ଧର୍ମଗୁରୁ ହିଁ ଧର୍ମାନୁଷ୍ଠାନର ପରିଚାଳନା ମୁଖ୍ୟ ହେବା ଆବଶ୍ୟକ। ସରକାର ଓ ପ୍ରଶାସନ କେବଳ ସହଯୋଗ କରିବା ଆବଶ୍ୟକ। ଶ୍ରୀମନ୍ଦିର ପରିଚାଳନାରରେ…

ଶ୍ରୀମନ୍ଦିର ଭଳି ଧର୍ମାନୁଷ୍ଠାନର ସରକାର ପରିଚାଳନା କରୁଥିବା ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ପରେ ଆରମ୍ଭ ହୋଇଛି ନୂଆ…

ପୁରୀ(କେନ୍ୟୁଜ୍): ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ପୁରୀ ଶ୍ରୀମନ୍ଦିର ଭଳି ଧର୍ମାନୁଷ୍ଠାନର ସରକାର ପରିଚାଳନା କରୁଥିବା ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ପରେ ଏନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ମାମଲାରେ ଶଙ୍କରାଚାର୍ଯ୍ୟ ପକ୍ଷଭୁକ୍ତ ହୋଇଥିବାରୁ…