Below header
Browsing Tag

puri shree mandir

ଖୋଲାହେଲା ମରିଚିକୋଟ ଛକରୁ ହୋଇଥିବା ବ୍ୟାରିକେଡ, ଏବେ ସହଜରେ ଜଗା ଦର୍ଶନ ପାଇଁ ଯାଇପାରିବେ ଶ୍ରଦ୍ଧାଳୁ

ପୁରୀ : କୋହଳ ହେଲା ବ୍ୟାରିକେଡ ବ୍ୟବସ୍ଥା । ଖୋଲାହେଲା ମରିଚିକୋଟ ଛକରୁ ହୋଇଥିବା ବ୍ୟାରିକେଡ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବ । ଆସନ୍ତା ଶ୍ରୀପଞ୍ଚମୀରେ ରଥକାଠ ଅନୁକୂଳ ହେବ। ଖୋର୍ଦ୍ଧା, ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଆସିବାକୁ ଥିବା କାଠ…

ଆଜି ତୃତୀୟ ଦିନରେ ଜଗା ଦର୍ଶନ, ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର

ପୁରୀ (କେନ୍ୟୁଜ) : ଆଜି ତୃତୀୟ ଦିନରେ ଜଗା ଦର୍ଶନ । ବ୍ୟାକୁଳ ମନରେ ଦର୍ଶନ ପାଇଁ ଚାହିଁ ରହିଥିଲେ ସମସ୍ତେ । ସର୍ବସାଧାରଣ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ବ୍ୟାକୁଳ ଭକ୍ତ ମନ । କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି କରିଥିଲେ…

ପୁରୀ ଶ୍ରୀମନ୍ଦିରରେ ଏଏସ୍‌ଆଇର ୪ ଜଣିଆ ଟିମ୍‌, ବାଇଶି ପାହାଚ ମାପଚୁପ କରିବା ସହ କରିଛନ୍ତି ମା’ ଲକ୍ଷ୍ମୀଙ୍କ ମନ୍ଦିର…

ପୁରୀ : ପୁରୀ ଶ୍ରୀମନ୍ଦିରରେ ଏଏସ୍‌ଆଇର ୪ ଜଣିଆ ଟିମ୍‌ । ଏହି ଟିମ୍‌ ବାଇଶି ପାହାଚ ମାପଚୁପ କରିବା ସହ ମା’ ଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟ ଅନୁଧ୍ୟାନ କରିଛନ୍ତି । ଅନୁଧ୍ୟାନ ଓ ମାପଚୁପ ପରେ ବାଇଶି ପାହାଚ ମରାମତି ନେଇ ଖସଡା ପ୍ରସ୍ତୁତ ହେବ । ଅନ୍ୟପଟେ ଶ୍ରୀମନ୍ଦିର ଦ୍ୱାର ରୂପା ଛାଉଣୀ…

ଆସନ୍ତା ୧୮ରୁ ଆରମ୍ଭ ହେବ ମଳ ମାସ, ଖୋଲିବ ଶ୍ରୀମନ୍ଦିର ଭିତରେ ବର୍ଷ ତମାମ ବନ୍ଦ ରହୁଥିବ ପୁରୁଷୋତ୍ତମଙ୍କ ମନ୍ଦିର

ପୁରୀ: ଆରମ୍ଭ ହେବ ମଳ ମାସ । ଆସନ୍ତା ୧୮ ତାରିଖରୁ ଏହି ମାସ ଆରମ୍ଭ ହେବାକୁ ଯାଉଛି। ଶ୍ରୀକ୍ଷେତ୍ରରେ ମଳମାସ ପୁରୁଷୋତ୍ତମ ମାସ ଭାବେ ପରିଚିତ । ଏହି ମାସର ଅନେକ ବିଶେଷତ୍ୱ ରହିଛି । ଶ୍ରୀମନ୍ଦିର ଭିତରେ ବାଟ ମଙ୍ଗଳା ମନ୍ଦିର ସମ୍ମୁଖରେ ଥିବା ପୁରୁଷୋତ୍ତମ ମନ୍ଦିର ବର୍ଷ ତମାମ ବନ୍ଦ ରହିଥାଏ…

ସୁପ୍ରିମକୋର୍ଟରେ ଆଜି ପ୍ରକାଶ ପାଇବ ଶ୍ରୀମନ୍ଦିର ସଂସ୍କାର ମାମଲାର ରାୟ

ପୁରୀ(କେନ୍ଯୁଜ୍): ସୁପ୍ରିମକୋର୍ଟରେ ଆଜି ପ୍ରକାଶ ପାଇବ ଶ୍ରୀମନ୍ଦିର ସଂସ୍କାର ମାମଲାର ରାୟ । ଦେଶର ଅନ୍ୟ ପ୍ରମୁଖ ମନ୍ଦିର ଭଳି ପୁରୀ ଶ୍ରୀମନ୍ଦିରରେ ଲାଗୁ ହୋଇପାରେ ଧାଡ଼ି ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର ସଂସ୍କାର ଓ ଶୃଙ୍ଖଳିତ ଦର୍ଶନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ। ଏନେଇ…

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମୁଖ ହେବ ଶୃଙ୍ଗାର

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି । ପହଣ୍ଡି ଓ ଘୋଷଯାତ୍ରାରେ ଆସି ମହାପ୍ରଭୁଙ୍କ ଶ୍ରୀମୁଖ ମଳିନ ପଡିଯାଇଥିବାରୁ ଆଜି ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ଏହି ଶ୍ରୀମୁଖ ଶୃଙ୍ଗାର କାର୍ଯ୍ୟ କରିବେ ଦତ୍ତମହାପାତ୍ର ସେବାୟତ । ରାତି ପ୍ରାୟ ୯ଟାରୁ ୬ଘଣ୍ଟା ଧରି ଏହି…

ଜଗନ୍ନାଥ ମନ୍ଦିର ଉପରେ ହୋଇଛି ୧୭ ବଡ଼ ଆକ୍ରମଣ, ରତ୍ନବେଦୀରୁ ୧୪୪ ବର୍ଷ ଦୂରେଇ ରହିଥିଲେ କାଳିଆ ସାଆନ୍ତ

ପାଖେଇ ଆସୁଛି ଘୋଷଯାତ୍ରା । ଆଉ କିଛି ଦିନ ପରେ ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ପ୍ରଭୁ ଶ୍ରୀ ଜଗନ୍ନାଥ । ଜଗାକୁ ଦର୍ଶନ କରିବ ଜଗତ । ତେବେ ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ଚମତ୍କାର ବିଷୟରେ ତ ସମସ୍ତେ ଜାଣନ୍ତି । ହେଲେ ଖୁବ୍ କମ୍ ଲୋକ ଜାଣନ୍ତି ଏହି ମନ୍ଦିର ଉପରେ ଅନେକ ଥର ବଡ଼ ବଡ଼ ହମଲା…

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ୧୦୮…

ପୁରୀ : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜୀଉ ।  ଜଳଲାଗି ପରେ ଦୁର୍ଲଭ ହାତୀବେଶରେ ମହାପ୍ରଭୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।  ୧୦୮ ଗରା ସୁବାସିତ…