Browsing Tag

puri srimandira

ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ ଆସିଲା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି । ଏ.ଏସ୍.ଆଇ. ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦ ସ୍ଥିତ ଏନ.ଜି.ଆର୍.ଆଇ ସହାୟତାରେ କରାଯାଇଥିଲା । ଶ୍ରୀମନ୍ଦିରର ସ୍ଥାୟିତ୍ବ ଏବଂ ସୁରକ୍ଷା…

ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ ଘଟଣା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ପୁରୀ : ସିସିଟିଭି ଫୁଟେଜରେ କଏଦ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ବକ୍ସି ପ୍ରତିହାରୀଙ୍କୁ ଆକ୍ରମଣ ଘଟଣା । ଦୁଇ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ବକ୍ସି ପ୍ରତିହାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି । ଜୀବନ ବଞ୍ଚାଇବାକୁ ଯାଇ ପାର୍କିଂସ୍ଥଳ ଠାରୁ ପଶ୍ଚିମ ଦ୍ବାର ଜୋତା ଷ୍ଟାଣ୍ଡ…

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ଆଲୋଚନା

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ଆଲୋଚନା । ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଶ୍ରୀମନ୍ଦିର ସୁରକ୍ଷା ପାଇଁ ଅଧିକ ସଂଖ୍ୟକ ଜେଟିପି ନିୟୋଜିତ ସହ ସ୍ୱତନ୍ତ୍ର…

ଶ୍ରୀମନ୍ଦିର ବ୍ୟାରିକେଡ଼ ଭିତରେ ପଶିଲା ଶିଶୁର ମୁଣ୍ଡ

ପୁରୀ : ଶ୍ରୀମନ୍ଦିର ବ୍ୟାରିକେଡ଼ ଭିତରେ ପଶିଲା ଛୋଟ ଶିଶୁର ମୁଣ୍ଡ  l ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପରିବାର ସହ ଆସିଥିଲେ   l ଭିତର ରତ୍ନ ଭଣ୍ଡାର ସର୍ଭେ କରାଯାଉଥିବା ନେଇ ଦର୍ଶନ ବନ୍ଦ ରହିଥିଲା   l ଫଳରେ ସିଂହଦ୍ୱାର ନିକଟରେ ସେ ଶିଶୁଟି  ଖେଳୁଥିଲା  l  ଶିଶୁଟି ଖେଳୁଥିବା ସମୟରେ…

ରତ୍ନଭଣ୍ଡାର ଯାଞ୍ଚର ଆଜି ହେଉଛି ଦ୍ବିତୀୟ ଦିନ, ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ଭେ ହେବ

ପୁରୀ : ରତ୍ନଭଣ୍ଡାର ଯାଞ୍ଚର ଆଜି ହେଉଛି ଦ୍ବିତୀୟ ଦିନ ।  ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ.ଆଇ ) ପକ୍ଷରୁ ଚାଲିଛି ସର୍ଭେ ।  ବୈଷୟିକ ଉପକରଣ ବ୍ୟବହାର କରାଯାଇ ଏହି ବୈଜ୍ଞାନିକ ସର୍ବେକ୍ଷଣ କରାଯାଇଛି । ଆଜି ମଧ୍ୟ ଏହି ସର୍ଭେ ଚାଲିବ ।  ସେହିପରି ବିଶେଷ ନୀତି…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ଶୃଙ୍ଖଳିତ ଦର୍ଶନ ଉପରେ ବୈଠକରେ ଆଲୋଚନା । ପରମ୍ପରା ଓ ସେବା ମଧ୍ୟରେ ବାଧା ନ ଉପୁଜିଲେ ଦର୍ଶନ ଶୃଙ୍ଖଳିତ ହେବ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ।ପରିଚାଳନା କମିଟିର ବୈଠକ ଶେଷ । ଦୀର୍ଘ ଚାରିଘଣ୍ଟାରୁ…

ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରି ଉପରେ ବାରଣ, ନଜର ରଖିବେ ସ୍ବତନ୍ତ୍ର ସୁରକ୍ଷାକର୍ମୀ

ପୁରୀ : ଶୃଙ୍ଖଳିତ ହେବ ଆନନ୍ଦବଜାର । ସୂପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ସୁରକ୍ଷାକର୍ମୀ ।  ଏଥିପାଇଁ ନିଯୁକ୍ତ ହେବେ ୨୦ ଜଣ ଦକ୍ଷ ଅବସରପ୍ରାପ୍ତ ସେନାକର୍ମୀ ।  ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ଆସନ୍ତା ୩୦ ତାରିଖ ସୁଦ୍ଧା…

ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବରେ ଲାଗିହେଲା ୫୬ ଭୋଗ, ଲାଗିଲା ଭକ୍ତଙ୍କ ଭିଡ଼

ରତ୍ନସିଂହାସନରେ ବିରାଜିତ ସପ୍ତାବରଣ ବିଗ୍ରହମାନଙ୍କ ମଧ୍ୟରୁ ଶ୍ରୀବଳଭଦ୍ର ଅନ୍ୟତମ । ଯେ କି ବଡଠାକୁର, ବଳଦେବ, ସଙ୍କର୍ଷଣ, ରେବତୀବଲ୍ଲଭ, ରାହିଣେୟ, କାମପାଳ ପ୍ରଭୃତି ନାମରେ ବିଦିତ ଓ ପୂଜିତ । ଶ୍ରୀବଳଭଦ୍ରଙ୍କର ଜନ୍ମୋତ୍ସବ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମାରେ ପାଳିତ ହୋଇଥାଏ ।…

ଆଜି ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ମହାପ୍ରଭୁଙ୍କ ବର୍ଷକାଳୀନ ରାହାସ ଉତ୍ସବ ବା ଝୁଲଣ ଯାତ୍ରା

ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବର୍ଷକାଳୀନ ରାହାସ ଉତ୍ସବ ବା ଝୁଲଣ ଯାତ୍ରା । ଆଜି ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ସହ ବାଡ଼ି ନୃସିଂହ ବିଜେ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଉତ୍ସବ ମୁଖରିତ ହୋଇଛି ଶ୍ରୀକ୍ଷେତ୍ର ଧାମ । ଶ୍ରୀ ନୃସିଂହ ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରି…

ଆଜି ଖସାପଡ଼ା ନୀତି, ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ। ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ନୀତି ପାଇଁ ଅପରାହ୍ଣ ୫ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ ଦର୍ଶନ ।  ଶ୍ରାବଣ ଶୁକ୍ଳ ପ୍ରତିପଦା ତିଥିରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ। ଦ୍ବିତୀୟ ଭୋଗମଣ୍ଡପ ପରେ ଶ୍ରୀମନ୍ଦିରରେ ଆରମ୍ଭ ହେବ…

ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା, ଜାଣନ୍ତୁ ଏହାର ପରମ୍ପରା

ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା । ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ସବୁ ଓଡିଆ ଘର ପାଇଁ ଏହା ଏକ ଜଣାଶୁଣା ପରମ୍ପରା । ଆଉ ଏହି ପରମ୍ପରାକୁ ଆହୁରି ସମୃଦ୍ଧି କରିଛି ଚିତଉ ପିଠା । ଜଗନ୍ନାଥ ସଂସ୍କୃତି ସହ ଏହା ନିବିଡ କରିଛି ପ୍ରତ୍ୟେକ…

ଭକ୍ତଙ୍କ ପାଇଁ ଆସିଥିଲା ୩୫ଟି ଇ-ବସ୍, କିନ୍ତୁ ଚାର୍ଜିଙ୍ଗ ଷ୍ଟେସନ ନଥିବାରୁ ଅଦରକାରୀ ହୋଇପଡିଛି

ପୁରୀ: ଅଦରକାରୀ ହୋଇ ପଡ଼ିରହିଛି ୩୫ଟି ଇ ବସ୍ । ଭକ୍ତଙ୍କ ସେବାରେ ଲାଗୁନି ଏହି ବ୍ୟାଟେରୀ ଚାଳିତ ବସ୍ । ପରିକ୍ରମା ପ୍ରକଳ୍ପ ସମୟରେ ଶ୍ରୀକ୍ଷେତ୍ର ଆସିଥିବା ଏହି ୩୫ ବସ୍ ଏବେ ସମଙ୍ଗ ପାର୍କିଂ ସ୍ଥଳରେ ଅଲୋଡା ହୋଇ ପଡିରହିଛି । ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତଙ୍କ ପାଇଁ ଉଦିଷ୍ଟ ଏହି ବସ…