Browsing Tag

puri temple

ଆଜି ପୌଷ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୁଷ୍ପାଭିଷେକ ନୀତି

ପୁରୀ(କେନ୍ଯୁଜ୍): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୁଷ୍ପାଭିଷେକ ନୀତି ଅନୁଷ୍ଠିତ ହେବ । ଆଜି ପୌଷ ପୂର୍ଣ୍ଣିମାରେ ପ୍ରଭୁ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂତନବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦି ଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ । ସେଠାରେ ବରୁଣ ପୂଜା,…

ପୁରୀର ନାମ ପରିବର୍ତ୍ତନ କରିବା ପ୍ରସଙ୍ଗ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଶ୍ରୀଜଗନ୍ନାଥ ସେନା

ପୁରୀ(କେନ୍ଯୁଜ୍): ପୁରୀର ନାମ ପରିବର୍ତ୍ତନ କରି ଶ୍ରୀଜଗନ୍ନାଥ ଧାମ ପୁରୀ କରିବା ପ୍ରସଙ୍ଗରେ ପୁରୀ ଗୋବର୍ଦ୍ଧନ ମଠର ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଶ୍ରୀଜଗନ୍ନାଥ ସେନା। ପୁରୀର ନାମ ପରିବର୍ତ୍ତନ ନୁହେଁ ଯୋଡିବା ପାଇଁ ଦାବି କରୁଥିବା କହିଛି ଶ୍ରୀଜଗନ୍ନାଥ ସେନା। ସେନାର…

ମନ୍ତ୍ର ଧ୍ବନିରେ କମ୍ପୁଛି ଶ୍ରୀକ୍ଷେତ୍ର, ୩୩ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣ ଯଜ୍ଞ କାର୍ଯ୍ୟରେ ନିୟୋଜିତ

ପୁରୀ(କେନ୍ଯୁଜ୍): ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଆରମ୍ଭ ହେବ । ଆରମ୍ଭ ହୋଇଛି ୩ ଦିନିଆ ଯଜ୍ଞ । ମନ୍ତ୍ରରେ କମ୍ପୁଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ଐଶାନ୍ୟ କୋଣ ଉତ୍ତରପାର୍ଶ୍ୱ ମଠ ନିକଟରେ ଯଜ୍ଞବେଦୀ ଓ ଭୂମିପୂଜନ ଶିଳାନ୍ୟାସ ସ୍ଥଳ କରାଯାଇଛି। ଗତକାଲି ଶ୍ରୀନଅରରେ…

ଆଜି କାର୍ତ୍ତିକମାସ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥି: ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ(କେନ୍ଯୁଜ୍): ଆଜି କାର୍ତ୍ତିକମାସ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ। ଅବକାଶ ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଏହି ବେଶ ଆରମ୍ଭ ହୋଇଥାଏ। ପୁଷ୍ପାଳକ ସେବାୟତମାନେ ଏହି ବେଶ ସମ୍ପାଦନ କରିଥାନ୍ତି। ଆଡିକିଆ…

ଶ୍ରୀମନ୍ଦିରରେ ଆଜିଠାରୁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିରରେ ଆଜିଠାରୁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା। ଏଣିକି ପଶ୍ଚିମ ଦ୍ୱାର ପଟ ଦେଇ ପ୍ରବେଶ କରିବେ ପୁରୀବାସୀ। ଏଥିପାଇଁ ସେମାନଙ୍କ ପାଇଁ ମଧ୍ୟ ଟୀକାକରଣର ୨ଟି ଡୋଜ୍‌ ସାର୍ଟିପିକେଟ୍‌ ଓ ସ୍ଥାନୀୟ ବାସିନ୍ଦା ହେବାର ପ୍ରମାଣ ପତ୍ର…

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ହେବ ନୋ ପାର୍କିଂ ଜୋନ୍‌

ପୁରୀ(କେନ୍ଯୁଜ୍):ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ହେବ ନୋ ପାର୍କିଂ ଜୋନ୍‌ । ୭୫ ମିଟର ସୁରକ୍ଷା ଜୋନ୍‌ ହେବ ନୋ ପାର୍କିଂ ଜୋନ୍‌ । ଉତ୍ତରଦ୍ୱାର ଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଏବଂ ଗ୍ରାଣ୍ଡ ସେଣ୍ଟରଠାରୁ ଜଗାବଳିଆ ଲଜ୍‌ ପର୍ଯ୍ୟନ୍ତ ଅଞ୍ଚଳରେ କୌଣସି ପ୍ରକାର ଗାଡି ପାର୍କିଂ…

ଶ୍ରୀମନ୍ଦିର ଗର୍ଭ ଗୃହ ଭିତରେ ପଶି ଦର୍ଶନ କଲେ ଭକ୍ତ ! ଅଟକ ରଖି ପଚରାଉଚରା

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ଗର୍ଭ ଗୃହ ଭିତରକୁ ପ୍ରବେଶ କଲେ ଭକ୍ତ। ଭିତରେ ପଶି ଦର୍ଶନ କଲେ। ମଙ୍ଗଳ ଆଳତି ନୀତି ପରେ ଧୁକୁଡି ଦ୍ୱାର ବାଟ ଦେଇ ଭିତରକୁ ପ୍ରବେଶ କଲେ ଉତ୍ତରପ୍ରଦେଶରୁ ଆସିଥିବା ଏହି ଭକ୍ତ। ଶ୍ରୀମନ୍ଦିର ଗାରଦରେ ଭକ୍ତ ଜଣଙ୍କୁ ଅଟକ ରଖି ପଚରାଉଚରା ପରେ ଛାଡି ଦିଆଯାଇଛି।…

ସାରା ରାଜ୍ୟରୁ ଉଠିଲା ସପ୍ତାହାନ୍ତ ସଟଡାଉନ୍‌, ହେଲେ ଶ୍ରୀମନ୍ଦିର ପ୍ରଶାସନର SOP ଅନୁଯାୟୀ ଶନିବାର ଓ ରବିବାର ବନ୍ଦ…

ପୁରୀ(କେନ୍ଯୁଜ୍): ସାରା ରାଜ୍ୟରୁ ଉଠିଲା ସପ୍ତାହାନ୍ତ ସଟଡାଉନ୍‌ । ଭୁବନେଶ୍ୱର, କଟକ ଓ ପୁରୀ ସହରରୁ ସଟଡାଉନ୍‌ କଟକଣା ଉଠିଛି । ଏଣିକି ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଶନିବାର ଏବଂ ରବିବାର ପୁରୀକୁ ଆସିପାରିବେ। ହୋଟେଲ , ରେସ୍ତୋରାଂ, ଲଜିଂ ଓ ଧର୍ମଶାଳା ଗୁଡିକ ଖୋଲାଯାଇଥିବାରୁ ପର୍ଯ୍ୟଟକଙ୍କ…

ଆଜି ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ: ମଙ୍ଗଳାଳତି ପରେ ଜଗମୋହନକୁ ଆସି ଦୋଳିରେ ଝୁଲିବେ ମଦନ ମୋହନ

ପୁରୀ(କେନ୍ଯୁଜ୍): ଆଜି ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ । ଗତକାଲି ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ପରେ ଆଜି ଉତ୍ସବ ମୁଖର ଶ୍ରୀମନ୍ଦିର । ରାମକୃଷ୍ଣ ଓ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଆଜି ମଙ୍ଗଳାଳତି ପରେ ଜଗମୋହନକୁ ଆସି ଦୋଳିରେ ଝୁଲିବାର ପରମ୍ପରା ରହିଛି । ମଙ୍ଗଳ ଆଳତି ପରେ ମହାଜନ…

ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ, ୧୦ ଜଣ ସଦସ୍ୟଙ୍କୁ ମନୋନୀତ କଲା ଆଇନ ବିଭାଗ

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କଲା ଆଇନ ବିଭାଗ। ମୁକ୍ତିମଣ୍ଡପ ପ୍ରତିନିଧିତ୍ୱ କରିବେ ଆଇନଜୀବୀ ଅଶୋକ ମହାପାତ୍ର। ପୂଜାମଣ୍ଡପ ନିଯୋଗ ପାଇଁ ପ୍ରତିନିଧିତ୍ୱ କରିବେ ମାଧବ ଚନ୍ଦ୍ର ପୂଜାପଣ୍ଡା। ସୁଆର ମହାସୁଆର ନିଯୋଗ…

ଆସନ୍ତାକାଲିଠୁ ଖୋଲିବ ପୁରୀ ଶ୍ରୀମନ୍ଦିର, ପ୍ରଶାସନ ପକ୍ଷରୁ ଜାରି ହେଲା SOP

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଲା ଏସଓପି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ SOP ଜାରି ହୋଇଛି। ୧୨ ଓ ୧୩ରେ ସେବାୟତ ଓ ତାଙ୍କ ପରିବାର କରିବେ ଦର୍ଶନ । ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ଦର୍ଶନ। ୧୬ରୁ ୨୦ତାରିଖ ଯାଏ ପୁରୀ ସହରବାସୀ କରିବେ ଦର୍ଶନ। ୨୩ରୁ…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଗୁପ୍ତନୀତି ସମ୍ପାଦନ କରିବେ ଦତ୍ତ ମହାପାତ୍ର ସେବକ

ପୂରୀ(କେନ୍ଯୁଜ୍): ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବାୟତ ଶ୍ରୀବିଗ୍ରହଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ। ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଦତ୍ତ ମହାପାତ୍ର ସେବକମାନେ…