Below header
Browsing Tag

puri temple

ଶ୍ରୀମନ୍ଦିର ଦ୍ୱାରରେ ରୁପା ଚାଦର ଲାଗିବା କାମ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ବେହରଣ ଦ୍ୱାର ପରିବର୍ତ୍ତନ

ପୁରୀ (କେନ୍ଯୁଜ୍): ପୁରୀ ଶ୍ରୀମନ୍ଦିର ବେହରଣ ଦ୍ୱାରକୁ ରୂପା ଚାଦର ଲାଗିବା କାମ ଆରମ୍ଭ ହୋଇଛି। ଏଥିପାଇଁ ବର୍ମା ଟିକ୍‌ରେ ନିର୍ମିତ ଦ୍ୱାର ସହ ମୁମ୍ବାଇରୁ ଆସିଥିବା ଷ୍ଟିଲ ଫ୍ରେମ୍‌ ଶ୍ରୀମନ୍ଦିରକୁ ନିଆଯାଇଛି। ସେପଟେ ରୂପା ଚାଦରରେ ଆଛାଦିତ ହେବାକୁ ଥିବା ଦ୍ୱାର ବି ଲଗାଇବା ଆରମ୍ଭ ହୋଇଛି।…

ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତସେବା, ଆଜି ଷଷ୍ଠ ଦିନରେ ମହାପ୍ରଭୁଙ୍କୁ ଲାଗି ହେବ ଓଷ

ପୁରୀ(କେନ୍ଯୁଜ୍): ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତସେବା । ଆଜି ଷଷ୍ଠ ଦିନରେ ମହାପ୍ରଭୁଙ୍କୁ ଓଷ ବା ଔଷଧ ଲାଗି କରାଯିବ। ଗତକାଲି ଅନବସର ପଞ୍ଚମୀ ତିଥିରେ ଶ୍ରୀବିଗ୍ରହଙ୍କୁ ଫୁଲୁରୀ ତେଲ ଲାଗି କରାଯାଇଥିଲା। ଫୁଲୁରୀ ତେଲ ଓ ଓଷ ଲାଗି ପରେ ଜ୍ୱରରେ ପୀଡିତ ଥିବା ମହାପ୍ରଭୁ ସୁସ୍ଥ…

ଶ୍ରୀମନ୍ଦିରରେ ୨ ଅଣ ସେବାୟତ ପ୍ରବେଶ ନେଇ ଅସନ୍ତୋଷ

ରୀ(କେ ନ୍ୟୁଜ): ପୁରୀ ଶ୍ରୀମନ୍ଦିରରେ ୨ ଜଣ ଅଣ ସେବାୟତ ପ୍ରବେଶ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହି ୨ ଜଣ ଅଣ ସେବାୟତ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ମନ୍ଦିରରେ ପ୍ରବେଶ କରିଥିଲେ । ସୁରକ୍ଷାକର୍ମୀ ଓ ଜେଟିପି ମୁତୟନ ଥିଲେ ବି କେହି ଅଟକାଇ ନଥିବା ଅଭିଯୋଗ ହୋଇଛି । ଦକ୍ଷିଣ…

ଆଜି ଜ୍ୱରାକ୍ରାନ୍ତ ଶ୍ରୀଜୀଉଙ୍କ ପୀଡା ଲାଘବ ପାଇଁ ଲାଗି ହେବ ଫୁଲୁରୀ ତେଲ

ପୁରୀ(କେନ୍ଯୁଜ୍): ଆଜି ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ । ଜ୍ୱରାକ୍ରାନ୍ତ ଶ୍ରୀଜୀଉଙ୍କ ପୀଡା ଲାଘବ ପାଇଁ ଆଜି ବଡ ଓଡ଼ିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିବା ଫୁଲୁରୀ ତେଲ ଲାଗି କରିବେ ଦଇତାପତି ସେବାୟତ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେଲେ ମହାପ୍ରଭୁଙ୍କ ଜ୍ୱର ଜନିତ…

ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା, ଆଜି ୧୦ଟା ରାତିରୁ ପୁରୀରେ ଜାରି ହେବ ୧୪୪ ଧାରା

ପୁରୀ(କେନ୍ଯୁଜ୍): ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ସ୍ନାନବେଦୀକୁ ବିଜେ କରିବେ ଶ୍ରୀଜୀଉ । ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ସ୍ନାନଯାତ୍ରା ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଆଜି ରାତି ଗୋଟାଏରୁ ଆରମ୍ଭ ହେବ ଶ୍ରୀଜୀଉଙ୍କ ପହଣ୍ଡି । ଧାଡି ପହଣ୍ଡିରେ…

ପୁରୀ: ଶ୍ରୀମନ୍ଦିର ଚାରି ଦ୍ୱାର ହେବ ରୂପାଛାଉଣୀ, ଇଞ୍ଜିନିୟର ଓ ସେବାୟତଙ୍କୁ ନେଇ ଗଠିତ ହେଇଛି ଦୁଇଟି କମିଟି

ପୁରୀ(କେନ୍ୟୁଜ୍):  ପ୍ରଥମେ ଶ୍ରୀମନ୍ଦିର ଚାରି ଦ୍ୱାର ହେବ ରୂପାଛାଉଣୀ । ରୂପାଦ୍ୱାର ଛାଉଣୀ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରାରମ୍ଭିକ ଭାବେ ଜୟବିଜୟ ଓ ଭୋଗମଣ୍ଡପ ଘର ପରୀକ୍ଷାମୂଳକ ଭାବେ ରୂପାଛାଉଣୀ କରାଯିବ । ଏହାର ଡିଜାଇନ ଚୁଡାନ୍ତ…

ଜୁଲାଇ ୨୫ ଯାଏଁ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର

ପୁରୀ (କେନ୍ୟୁଜ) : ଜୁଲାଇ ୨୫ ଯାଏଁ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର। ରଥଯାତ୍ରା ପରେ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି। ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡକ୍ଟର କ୍ରିଷନ କୁମାର। ଶ୍ରୀମନ୍ଦିର ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ବିନା ଭକ୍ତରେ…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ କରାଯାଉଛି ବିଶୋଧନ

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଉଛି । ଅଗ୍ନିଶମ ବାହିନୀ , ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ଚାରିଦ୍ୱାର, ବ୍ୟାରିକେଡ ଓ ଅନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଉଛି । ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ…

ପୁରୀ: ପ୍ରବଳ ବର୍ଷା ଓ ପବନରେ ଭାଙ୍ଗିଗଲା ପତିତପାବନ ବାନାର ବାଉଁଶ

ପୁରୀ: ବର୍ଷା ସାଙ୍ଗକୁ ଘଡଘଡି ଓ ପ୍ରବଳ ପବନ। ତାତିରୁ ମଳିଛି ସାମାନ୍ଯ ଆଶ୍ୱସ୍ତି। ରାଜ୍ଯର ବିଭିନ୍ନ ସ୍ଥାନରେ କାଳବୈଶାଖି ନିଜର ତାଣ୍ଡବ ଦେଖାଇଛି। ଏହି ସମୟରେ ପୁରୀରେ ମଧ୍ଯ ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିଲା। ଦ୍ୱିପ୍ରହରରେ ସନ୍ଧ୍ୟାର ଭ୍ରମ ସୃଷ୍ଟି କରିଥିଲା। ଏହି ସମୟରେ…

ପୁରୀ ଶ୍ରୀମନ୍ଦିର ଭିତରେ ଅଘଟଣ: ସେବାୟତଙ୍କ ଆକ୍ରମଣରେ ଅନ୍ୟ ଜଣେ ସେବାୟତ ଆହତ

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ଅଘଟଣ। ଜଣେ ସେବାୟତଙ୍କ ଆକ୍ରମଣରେ ଅନ୍ୟ ଜଣେ ସେବାୟତ ଆହତ ହୋଇଛନ୍ତି। ଆହତ ସେବାୟତ ହରେକୃଷ୍ଣ ସୁଆର। ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହରେକୃଷ୍ଣଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଆଜି ସକାଳେ ରୋଷଘର ନିକଟରେ ବୁଲୁ ପଣ୍ଡା ନାମକ…

ଆଜିଠୁ ଶ୍ରୀମନ୍ଦିରରେ କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣ ପାଇଁ କଡା କଟକଣା: ଏଣିକି ବାହାର କାଠରେ ମହାପ୍ରଭୁଙ୍କ ଦର୍ଶନ କରିବେ…

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ କଟକଣା । କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣପାଇଁ ପ୍ରାଶସନ ଜାରି କରିଛି SOP । SOP ଉଲ୍ଲଂଘନ କଲେ ଦଣ୍ଡ ବ୍ୟବସ୍ଥା ରହିଛି । ଏଣିକି ବାହାର କାଠରେ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ଶ୍ରୀମନ୍ଦିର ଭିତରେ ଓ ବାହାରେ ସମସ୍ତେ ମାସ୍କ ପିନ୍ଧିବେ ।…

ଆଜିଠୁ ରାତି ୮ଟା ପରେ ଭକ୍ତଙ୍କୁ ପୁରୀ ଶ୍ରୀମନ୍ଦିର ମନା

ପୁରୀ : ଆଜିଠୁ ରାତି ୮ଟା ପରେ ଭକ୍ତଙ୍କୁ ପୁରୀ ଶ୍ରୀମନ୍ଦିର ମନା । ନାଇଟ୍‌ କର୍ଫ୍ୟୁ ଆରମ୍ଭ ହେଉଥିବାରୁ ୮ଟା ପରେ ଶ୍ରୀମନ୍ଦିରକୁ ଯିବାକୁ ବାରଣ କରାଯାଇଛି। ନାଇଟ୍‌ କର୍ଫ୍ୟୁ ପାଇଁ ରାତି ୮ଟାରୁ ସ୍ୱତନ୍ତ୍ର ବ୍ୟାରିକେଡ୍‌ କରାଯିବ। ତେଣୁ ଶ୍ରୀମନ୍ଦିରରୁ ଭକ୍ତଙ୍କୁ ଖାଲି କରାଯିବ ବୋଲି…