Below header
Browsing Tag

puri temple

ପ୍ରତି ସପ୍ତାହରେ ଶନିବାର ଓ ରବିବାର ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର, ନଜର ପକାନ୍ତୁ କଣ ରହିଛି କଡ଼ା କଟକଣା

ପୁରୀ(କେନ୍ୟୁଜ୍):  ପ୍ରତି ସପ୍ତାହରେ ଶନିବାର ଓ ରବିବାର ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର। ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା। ପୁରୀ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ RTPCR ନେଗେଟିଭ ରିପୋର୍ଟ ବା କୋଭିଡ ଟିକାର ଦୁଇ ଡୋଜ ନେଇଥିବା ପ୍ରମାଣପତ୍ର ବାଧ୍ୟତାମୂଳକ । ୭୨ ଘଣ୍ଟାର କୋଭିଡ…

ପୁରୀରେ ୧୨ ରାଜ୍ୟର ପର୍ଯ୍ୟଟକଙ୍କୁ କଟକଣା: ଏଣିକି ଷ୍ଟେସନରେ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଣ୍ଟିଜେନ୍‌ ଟେଷ୍ଟ…

ପୁରୀ: ପୁରୀରେ ୧୨ ରାଜ୍ୟର ପର୍ଯ୍ୟଟକଙ୍କୁ କଟକଣା । ଏଣିକି ପୁରୀ ଆସିଲେ ଷ୍ଟେସନରେ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଣ୍ଟିଜେନ୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ପଜଟିଭ୍‌ ଚିହ୍ନଟ ହେଲେ ଏମାନଙ୍କୁ ଆଇସୋଲେସନରେ ରଖାଯିବ । ହୋଟେଲ କିମ୍ବା ଧର୍ମଶାଳାରେ ରହିବାକୁ ହେଲେ ୭୨ ଘଣ୍ଟା ପୂର୍ବର…

ଆଜି ଖସାପଡ଼ା ନୀତି: ରତ୍ନସିଂହାସନ ଉପରେ ଚଢି ୪ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମ୍ପାଦନ କରିବେ ଦଇତାପତି…

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ଚଢି ୪ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସମ୍ପାଦନ କରିବେ। ଶ୍ରୀଜିଉମାନଙ୍କ ଶ୍ରୀପୟର ସୁରକ୍ଷା ଲାଗି ଏହି ଖସାପଡା ନୀତି କରାଯାଇଥାଏ। ଏହି…

ଶ୍ରୀମନ୍ଦିର ସମ୍ମୁଖ ଚପଲ ଷ୍ଟାଣ୍ଡ ବାରିକେଡରେ ଫସିଗଲା ଶିଶୁ କନ୍ଯାର ମୁଣ୍ଡ

ପୁରୀ: ଶ୍ରୀମନ୍ଦିର ସମ୍ମୁଖରେ ଘଟିଲା ଅଭାବନୀୟ ଘଟଣା। ଚପଲ ଷ୍ଟାଣ୍ଡ ନିକଟ ବାରିକେଡରେ ଫସିଗଲା ଶିଶୁ କନ୍ଯାର ମୁଣ୍ଡ। ଲୁହା ରଡ୍ ଫାଙ୍କରେ ମୁଣ୍ଡ ଭର୍ତ୍ତି କରୁଥିବାବେଳେ, ଫସିଗଲା ୪ ବର୍ଷର ଶିଶୁ କନ୍ୟା। ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ଉପସ୍ଥିତିରେ କଟରରେ ଲୁହାରଡ୍ କଟାଯିବା ପରେ…

ସମୁଦ୍ରରେ ଗାଧୋଇବା ବେଳେ ଘଟିଲା ଅଘଟଣ, କ୍ଷଣକରେ ଚାଲିଗଲା ଯୁବକର ଜୀବନ

ଜୀବନ କେତେବେଳେ କାହା ସଙ୍ଗ ଛାଡିଦିଏ ତାହା କାହାକୁ ଜଣା ନଥାଏ। ବେଳେବେଳେ ଆମ ସହ ଏମିତି ଦୁର୍ଘଟଣା ଘଟେ ଯାହାର ମୂଲ୍ୟ ସ୍ୱରୂପ ଆମ ଜୀବନ ଚାଲିଯାଏ। ମନୋରଞ୍ଜନ ପାଇଁ ଅନେକ କିଛି ଏମିତି ପନ୍ଥା ଆପଣାଇଥାନ୍ତି, ଯାହର ଫଳ ସେମାନଙ୍କୁ ମଧ୍ୟ ଜଣାନଥାଏ। ଏମିତି ଏକ ଘଟଣା ଘଟିଛି ପୁରୀ ସହରରେ।…

ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ଏନଏସଜି

ପୁରୀ : ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ବା ଏନଏସଜି । ଏଥିପାଇଁ ୩ ଜଣିଆ ଟିମ୍‌ ପୁରୀରେ ପହଞ୍ଚିଛନ୍ତି । ପୁରୀ ଏସପି ଓ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ଚତୁଃପାର୍ଶ୍ୱ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ସୁରକ୍ଷା ବ୍ୟବସ୍ଥା କିଭଳି…

ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହେବ ଅର୍ଥ ସବ୍‌ କମିଟି ବୈଠକ, ଉପସ୍ଥାପନ କରାଯିବ ୨୦୨୧ -୨୨ର ବାର୍ଷିକ…

ପୁରୀ: ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଅର୍ଥ ସବ୍‌ କମିଟି ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ଅର୍ଥ ସବ୍‌ କମିଟି ବୈଠକରେ ୨୦୨୧ -୨୨ର ବାର୍ଷିକ ବଜେଟ୍‌ ଅଟକଳ ଉପସ୍ଥାପନ କରାଯିବ ।…

ଆତଙ୍କବାଦୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର ଓ ପୁରୀ ସହର! ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଆସୁଛନ୍ତି ଏନଏସଜିର ଏକ ୫…

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବ ଏନଏସଜି l ଆସନ୍ତା ୧୮ ତାରିଖରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡର ଏକ ୫ ଜଣିଆ ଟିମ ଓଡ଼ିଶା ଆସୁଛନ୍ତି । ସେମାନେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ l ଶ୍ରୀମନ୍ଦିର ସବୁବେଳେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହୁଥିବାରୁ ଯାଞ୍ଚ…

ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା, ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କର ମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା । ଯାହାପରେ ଶ୍ରୀଜିଉଙ୍କର ହୋଇଛି ମହାସ୍ନାନ। ଫଳରେ ସକାଳ ନୀତିରେ ସାମାନ୍ୟ ବିଳମ୍ବ ହୋଇଥିଲା। ମହାସ୍ନାନ ନୀତି ସମ୍ପନ୍ନ ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଛି। ପରମ୍ପରା ଅନୁସାରେ ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମାଘ ଶୁଳ୍କ ଷଷ୍ଠ ତିଥିରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ…

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରଶାସନରେ…

ପୁରୀ: ଜଗା ଦର୍ଶନରେ ନାହିଁ ଆଉ କଟକଣା, ଏଣିକି ରବିବାରରେ ହେବ ଶ୍ରୀଜିଉ ଦର୍ଶନ

ପୁରୀ(କେନ୍ୟୁଜ୍):  ହଟିଲା କଟକଣା। ଏବେ ଅବାଧରେ ଭକ୍ତମାନେ ଦର୍ଶନ କରିପାରିବେ କାଳିଆ ଠାକୁରଙ୍କୁ। ଏଣିକି ଆଉ ରବିବାର ବନ୍ଦ ରହିବନି ଶ୍ରୀମନ୍ଦିର।  ୧୨ ତାରିଖରୁ ଆନନ୍ଦବଜାରରେ ନିୟମିତ ମିଳିବ ମହାପ୍ରସାଦ । ଦର୍ଶନ ପରେ ସପ୍ତାହର ତିନିଦିନ ରାତିରେ ଶ୍ରୀମନ୍ଦିର ହେବ ସାନିଟାଇଜ ହେବ।  ଦର୍ଶନ…