Below header
Browsing Tag

quarentine home

କ୍ୱାରେଣ୍ଟିନ୍‌ ସମୟ ଏମିତି ବିତାଉଛନ୍ତି କରୋନା ପଜିଟିଭ ଆଲିଆ ଭଟ୍ଟ, ଶେୟାର କଲେ ଫଟୋ

କରୋନା ପଜିଟିଭ ବାହାରିବା ପରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ହୋମ୍‌ କ୍ୱାରେଣ୍ଟିନ୍‌ରେ ଅଛନ୍ତି। କରୋନା ସହ ଲଢ଼ିବାରେ ସେ ସବୁ ପ୍ରକାର ସାବଧାନତା ଅବଲମ୍ବନ କରୁଛନ୍ତି। ତେବେ ଏହାରି ଭିତରେ ସେ ନିଜ ଫ୍ୟାନ୍‌ମାନଙ୍କ ସହ ନିଜର ଏକ ଫଟୋ ଶେୟାର କରିଛନ୍ତି, ଯାହାକି ଖୁବ୍‌ ଭାଇରାଲ…

ହଟସ୍ପଟ ଅଞ୍ଚଳରୁ ଫେରିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ, ସୂଚନା ଦେଲେ ବିଏମସି କମିଶନର

କେନ୍ୟୁଜ୍ (ବ୍ୟୁରୋ): ହଟସ୍ପଟ ଅଞ୍ଚଳରୁ ଫେରିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । ଆଉ ହୋମ୍‌ କ୍ୱାରେଣ୍ଟାଇନରେ ରହିବେ ନାହିଁ । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍‌ ଚୌଧୁରୀ । ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ୨୭୪ ଜଣ ପଜିଟିଭ୍‌ ଚିହ୍ନ ହୋଇଥିବା ବେଳେ ୧୩୮ ଜଣ…

ଲକ୍ ଡାଉନ୍ ଦୁଃଖ: ଭାରରେ ଦୁଇ ଛୁଆଙ୍କୁ କାନ୍ଧେଇ ସ୍ତ୍ରୀ ଏବଂ ୬ବର୍ଷର ପିଲାକୁ ଧରି ଯାଜପୁରରୁ ବାରିପଦା ଆସିଲେ…

ବାରିପଦା: କରୋନା ଲକ୍ ଡାଉନ୍ ସମସ୍ତଙ୍କ ପାଇଁ ଆଣିଦେଇଛି ଦୁଃଖ । ନିଜ ପ୍ରିୟଜନଙ୍କ ଠାରୁ ଦୁରରେ ରହି ଅଥୟ ହୋଇଉଠିଛି ମନ । ଯାହାଫଳରେ ଯେକୌଣସି ଉପାୟରେ ଲୋକେ ଭିଟାମାଟିକୁ ଫେରିବାରେ ଲାଗିଛନ୍ତି । କିଛି ଲୋକଙ୍କ ଆଶା ପୂର୍ଣ୍ଣ ହେଉଛି ତ କିଛି ଲୋକ ଜୀବନ ଯୁଦ୍ଧରେ ହାରିଯାଉଛନ୍ତି । ଏଭଳି…

ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ, କହିଲେ ସରକାରଙ୍କ ସମସ୍ତ ନିୟମ କଡାକଡି…

ଭୁବନେଶ୍ବର: ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଜ ତଥା ନିଜ ପରିବାରର ଜୀବନ ରକ୍ଷା ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡାକଡି ପାଳନ କରନ୍ତୁ । ଏହାର ଉଲଂଘନ କ୍ଷେତ୍ରରେ ସରପଞ୍ଚମାନେ ତୁରନ୍ତ…

ନିୟମ ଭାଙ୍ଗି ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି ହେଲେ ଗଜପତି ଜିଲ୍ଲାର ଜଣେ ଅଙ୍ଗନବାଡି କର୍ମୀ

ଗଜପତି : କରୋନା ମହାମାରି ସହ ଲଢେଇ କରିବା ପାଇଁ ସାରା ଭାରତ ବର୍ଷରେ ଲକଡାଉନ ଜାରି ରହିଥିବା ବେଳେ ଆମ ରାଜ୍ୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଏହି ପରିପେକ୍ଷୀରେ ଗଜପତି ଜିଲ୍ଲାରେ ମଧ୍ୟ ଲକଡାଉନ ଜାରି ରହିଛି । ତେବେ ପଡୋଶି ଆନ୍ଧ୍ରପ୍ରଦେଶ ଗଜପତି ଜିଲ୍ଲାକୁ ଲାଗି ରହିଥିବାରୁ…