Browsing Tag

rahul gandhi

ସ୍ୱରା ଭାସ୍କର ଓ ଫହାଦ ଅହମ୍ମଦଙ୍କ ରିସେପ୍ସନ ପାର୍ଟିରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ଫଟୋ ଭାଇରାଲ ପରେ ଲୋକେ ଦେଲେ…

ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କୁ ବିବାହ କରିବା ପରେ ଗତକାଲି ଦିଲ୍ଲୀରେ ରିସେପ୍ସନ ଭୋଜି ଦେଇଥିଲେ। ତାଙ୍କ ରିସେପ୍ସନ ପାର୍ଟିରେ ବହୁ ବଲିଉଡ୍‌ ସେଲିବ୍ରିଟିଙ୍କ ସହ ରାଜନୈତିକ ଦଳର ନେତାମାନେ ମଧ୍ୟ ଯୋଗ ଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ରାହୁଲ ଗାନ୍ଧୀଙ୍କ ସହ ହାତରେ ହାତ ଛନ୍ଦି ବୁଲୁଛନ୍ତି ଏହି ପୋଲିସ ସବ୍-ଇନ୍ସପେକ୍ଟର, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ରାଜସ୍ଥାନ ପୋଲିସର ସବ୍-ଇନ୍ସପେକ୍ଟର ନୈନା କନୱାଲ ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏକ ଫଟୋ ରାହୁଲ ଗାନ୍ଧୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ନୈନା ରାହୁଲ ଗାନ୍ଧୀଙ୍କ ସହ ହାତ ମିଳାଇ ଚାଲୁଛନ୍ତି। ତେବେ ଫଟୋକୁ ନେଇ ଅନେକ କଥା କୁହାଯାଉଛି। ବାସ୍ତବରେ ଏହି ଫଟୋ…

ବଦଳିଲା ରାହୁଲ ଗାନ୍ଧିଙ୍କ ଲୁକ୍‌: ୧୭୦ ଦିନ ପରେ ଟ୍ରିମ୍‌ କଲେ ଦାଢି ଓ ନିଶ, ଲଣ୍ଡନରେ ପହଞ୍ଚିବା ପରେ ନୂଆ ଲୁକ୍‌ରେ…

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନୂଆ ଲୁକ୍‌ ସାମ୍ନାକୁ ଆସିଛି । ୧୭୦ ଦିନ ପରେ ନୂଆ ଲୁକରେ ନଜର ଆସିଛନ୍ତି ରାହୁଲ ଗାନ୍ଧି । ଭାରତ ଯୋଡୋ ଯାତ୍ରା ସଂପୂର୍ଣ୍ଣ କରିବା ପରେ ରାହୁଲ ଗାନ୍ଧି ମଙ୍ଗଳବାର ଦିନ ବ୍ରିଟେନ ପହଞ୍ଚିଛନ୍ତି । ଆଉ ଲଣ୍ଡନ ପହଞ୍ଚିବା ପରେ ରାହୁଲଙ୍କ ନୂଆ ଲୁକ୍‌ ଦେଖିବାକୁ…

ରାହୁଲ ଗାନ୍ଧୀ କରିବେ କି ବିବାହ ? ଜାଣନ୍ତୁ କେବେ ଓ କାହାକୁ କରିବେ ବିବାହ, କ’ଣ କହିଲେ ରାହୁଳ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିବାହକୁ ନେଇ ସର୍ବଦା ଚାଲିଥାଏ ଚର୍ଚ୍ଚା । ସାଧାରଣ ଲୋକ ହୁଅନ୍ତୁ ବା ଦଳୀୟ କର୍ମକର୍ତ୍ତା, ସମସ୍ତେ ପଚାରିଥାନ୍ତି ରାହୁଳ ଗାନ୍ଧୀ କେବେ ବିବାହ କରିବେ । ଏବେ ନିଜେ ରାହୁଳ ଗାନ୍ଧୀ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । ଯେବେ କେହି ପ୍ରେମ…

ନିଜ ହମ୍‌ସକଲଙ୍କୁ ଭେଟିଲେ ରାହୁଲ ଗାନ୍ଧୀ; ‘ଛୋଟା ରାହୁଲ’ ନାମରେ ଜଣାଶୁଣା ମେରଠର ଫୈଜଲ୍‌ ଚୌଧୁରୀ

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ସମୟରେ ଲୁଧିଆନାରେ ଜଣେ ବ୍ୟକ୍ତି ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏହି ବ୍ୟକ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି, ଯାହାଙ୍କ ସହିତ ଲୋକମାନେ ଭାରତ ଯୋଡ଼ୋ ଯାତ୍ରା ବେଳେ ଫଟୋ ଉଠାଉଥିବାର ନଜର ଆସିଥିଲେ। ଏବେ ବ୍ୟକ୍ତି ଜଣକ ରାହୁଲ…

କେମିତି ଏତେ ଥଣ୍ଡା ସହି ପାରୁଛନ୍ତି ରାହୁଲ? ହାଡ଼ ଭଙ୍ଗା ଶୀତରେ ହାଫ୍‌ ଟି-ସାର୍ଟରେ ବୁଲିବାକୁ ନେଇ ଚର୍ଚ୍ଚା; ଏବେ…

କେମିତି ଏତେ ଥଣ୍ଡା ସହି ପାରୁଛନ୍ତି ରାହୁଲ? ହାଡ଼ ଭଙ୍ଗା ଶୀତରେ କେମିତି ଖାଲିପାଦ ଓ ଟି-ସାର୍ଟ ପିନ୍ଧି ଚାଲି ପାରୁଛନ୍ତି? କିଏ ଏହାକୁ ନାଟକବାଜି କହୁଛି ତ କିଏ କହୁଛି ସୁପରହ୍ୟୁମାନ । କିନ୍ତୁ ଏହା ପଛରେ କିଛି ବିଜ୍ଞାନ ଅଛି କି? ହଁ ଅଛି। କେବଳ ରାହୁଲ ନୁହଁନ୍ତି, ବିଶ୍ୱର ୮୦୦ କୋଟି…

‘ଯେଉଁ ପ୍ରେମ ୟାଙ୍କଠାରୁ ମିଳିଛି, ସେହି ପ୍ରେମ ସାରା ଦେଶରେ ବାଣ୍ଟୁଛି…’; ଟ୍ଵିଟରରେ ମା’ ସୋନିଆ ଗାନ୍ଧୀଙ୍କ ସହ ଫଟୋ…

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଏବେ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରବେଶ କରି ସାରିଛି। ରାହୁଲ ଗାନ୍ଧୀ ଦିଲ୍ଲୀରେ ପହଞ୍ଚିବା ପରେ ନିଜ ମା’ ସୋନିଆ ଗାନ୍ଧୀଙ୍କ ସହ ଫଟୋ ଟ୍ଵିଟ୍‌ କରି ଇମୋସନାଲ ପୋଷ୍ଟ ଲେଖିଛନ୍ତି। ରାହୁଲଙ୍କ ନେତୃତ୍ୱରେ ତାମିଲନାଡ଼ୁର…

‘ସରକାର ଯାତ୍ରା ରଦ୍ଦ କରିବା ପାଇଁ ନୂଆ ଆଇଡିୟା ବାହାର କରିଛନ୍ତି’; କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କ…

ସାରା ଦେଶରେ କରୋନା ବୃଦ୍ଧି ମାମଲାକୁ ନଜର ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟା ‘ଭାରତ ଯୋଡ଼ୋ ଯାତ୍ରା’କୁ ସ୍ଥଗିତ କରିବା ପାଇଁ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ମଣ୍ଡଭିୟା କହିଛନ୍ତି ଯେ ଭାରତ ଯୋଡ଼ୋ ଯାତ୍ରାରେ କରୋନା ଗାଇଡ୍‌ଲାଇନ୍ସକୁ କଡ଼ାକଡ଼ି ଭାବରେ ପାଳନ କରାଯାଉ।…

ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ସହ ପାଦ ମିଳାଇଲେ RBIର ପୂର୍ବତନ ଗଭର୍ଣ୍ଣର ରାଘୁରାମ ରାଜନ; ୧୦୦ ଦିନ ନିକଟତର ହେବାକୁ…

ରାଜସ୍ଥାନର ସାୱାଇ ମାଧୋପୁରରେ ବୁଧବାର ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର ତଥା ଅର୍ଥନୀତିଜ୍ଞ ରଘୁରାମ ରାଜନ। ସେ ରାହୁଲ ଗାନ୍ଧୀଙ୍କ ସହ ପାଦ ମିଶାଇଛନ୍ତି। ରଘୁରାମ ରାଜନ ମୋଦି ସରକାରଙ୍କ ଆର୍ଥିକ ନୀତିକୁ…

ଆଜି ୨୪ କିଲୋମିଟର ନନ୍‌ଷ୍ଟପ୍‌ ଚାଲିବେ ରାହୁଲ ଗାନ୍ଧୀ, ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ରାଜସ୍ଥାନ ପହଞ୍ଚିଲେ…

ରାଜସ୍ଥାନରେ କଂଗ୍ରେସର 'ଭାରତ ଯୋଡ଼ୋ ଯାତ୍ରା' ଗୁରୁବାର ଚତୁର୍ଥ ଦିନରେ ପହଞ୍ଚିଛି। କୋଟାରେ ଭରତ ଯୋଡ଼ୋ ଯାତ୍ରା ସକାଳ ୬ଟାରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରା ରଙ୍ଗପୁର ପର୍ଯ୍ୟନ୍ତ ଯିବ। ୮ ଡିସେମ୍ବର ଅର୍ଥାତ୍‌ ଆଜି ନନ୍‌ଷ୍ଟପ ୨୪ କିଲୋମିଟର ପର୍ଯ୍ୟନ୍ତ ଚାଲିବେ ରାହୁଲ ଗାନ୍ଧୀ। ଏହାପରେ…

ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ ସେଲିବ୍ରିଟିଙ୍କୁ ଦିଆଯାଇଛି ଟଙ୍କା! ବିଜେପି ନେତାଙ୍କ…

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ଼ୋ ଯାତ୍ରା' ଚର୍ଚ୍ଚାର ବିଷୟ ହୋଇଛି। ରାହୁଲଙ୍କ ଏହି ପଦଯାତ୍ରାରେ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ ନାମୀ କଳାକାର ମଧ୍ୟ ଅଂଶଗ୍ରହଣ କରି ସାରିଛନ୍ତି। କିଛି ଦିନ ତଳେ ହିନ୍ଦୀ ସିନେମାର ଭେଟେରାନ ଅଭିନେତ୍ରୀ ପୂଜା ଭଟ୍ଟ ବି ରାହୁଲ ଗାନ୍ଧୀଙ୍କ ଏହି…

ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କୁ ବମ୍‌ରେ ଉଡ଼ାଇଦେବାକୁ ଧମକ! ମଧ୍ୟ ପ୍ରଦେଶରେ ପ୍ରବେଶ ପୂର୍ବରୁ ଇନ୍ଦୋରରେ…

‘ଭାରତ ଯୋଡ଼ୋ ଯାତ୍ରା’ ମଧ୍ୟ ପ୍ରଦେଶ ଆସିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ନାମରେ ଧମକପୂର୍ଣ୍ଣ ଚିଠି ମିଳିଛି, ଯାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଚିଠିରେ କଂଗ୍ରେସ ନେତାଙ୍କୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଇନ୍ଦୋର ପୋଲିସ ଏବେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଭାୟନାଡରୁ…