Browsing Tag

rahul gandhi

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ଜାତୀୟ ସଙ୍ଗୀତ ଜାଗାରେ ବାଜିଲା ନେପାଳର ରାଷ୍ଟ୍ରଗୀତ! ଟ୍ରୋଲ କରି ବିଜେପି…

ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ମହାରାଷ୍ଟ୍ରର ଓ୍ଵାସିମ୍‌ରେ ପହଞ୍ଚିଛି। ବୁଧବାର ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ଜାତୀୟ ସଙ୍ଗୀତ ଜାଗାରେ ବାଜିଛି ନେପାଳ ଜାତୀୟ ସଙ୍ଗୀତ, ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭୁଲ୍‌ ପାଇଁ ବିଜେପି ନେତାମାନେ ରାହୁଲ…

ଛୋଟ ପିଲା ସହିତ ପୁସ୍‌ଅପ୍‌ ଚ୍ୟାଲେଞ୍ଜ କଲେ ରାହୁଲ ଗାନ୍ଧୀ, ଭିଡିଓ ଭାଇରଲ

ଭାରତ ଯୋଡ଼ୋ ଯାତ୍ରାରେ ବାହାରିଛି କଂଗ୍ରେସ। ଆଉ ଏହି ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଛୋଟ ପିଲା ସହିତ କରିଛନ୍ତି ପୁସ୍‌ଅପ୍‌ ଚ୍ୟାଲେଞ୍ଜ। କର୍ଣ୍ଣାଟକରେ ଭାରତ ଯୋଡ଼ୋ ଯାତ୍ରା’ ସମୟରେ ଜଣେ ଛୋଟ ପିଲାସହିତ ଏହି ଚ୍ୟାଲେଞ୍ଜ କରିଛନ୍ତି। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।…

ବାହା ହେବେ କି ରାହୁଲ ଗାନ୍ଧୀ? ତାମିଲନାଡ଼ୁରେ ମିଳିଛି ପ୍ରସ୍ତାବ

ତାମିଲନାଡ଼ୁ: ବାହା ହେବେ କି ରାହୁଲ ଗାନ୍ଧୀ ? ତାମିଲନାଡ଼ୁରେ ମିଳିଛି ପ୍ରସ୍ତାବ । ଭାରତ ଯୋଡ଼ୋ ଯାତ୍ରାର ତୃତୀୟ ଦିନରେ ରାହୁଲଙ୍କୁ ମିଳିଛି ବିବାହ ପ୍ରସ୍ତାବ । ତେବେ କୌଣସି ଝିଅ ଏହି ପ୍ରସ୍ତାବ ଦେଇ ନାହାନ୍ତି । ତାମିଲନାଡ଼ୁରୁ କନ୍ୟା ଗ୍ରହଣ କରିବାକୁ ଜଣେ ବୟସ୍କା ମହିଳା ଏହି ପ୍ରସ୍ତାବ…

ଭାରତ ଯୋଡ଼ୋ ଯାତ୍ରାରେ ୪୨ ହଜାର ଟଙ୍କାର ଟି-ଶାର୍ଟ ପିନ୍ଧିଥିଲେ ରାହୁଲ ଗାନ୍ଧୀ! କଡ଼ା ସମାଲୋଚନା କରି ଏମିତି ଟ୍ଵିଟ୍‌…

ଭାରତ ଯୋଡ଼ୋ ଯାତ୍ରାରେ ବାହାରିଛି କଂଗ୍ରେସ। ଏଥିରେ ସାମିଲ ହୋଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜ ପୋଷାକକୁ ନେଇ ବିଜେପି ଟାର୍ଗେଟକୁ ଆସିଛନ୍ତି। ଏହି ଯାତ୍ରା ସମୟରେ ରାହୁଲ ପିନ୍ଧିଥିବା ଟି-ଶାର୍ଟର ଫଟୋ ଟ୍ୱିଟ୍ କରି ବିଜେପି ତାଙ୍କୁ କଡ଼ା ସମାଲୋଚନା କରିଛି। ବିଜେପିର ଟ୍ୱିଟର…

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ, କନ୍ୟାକୁମାରୀରୁ ପତାକା ଦେଖାଇ ଶୁଭାରମ୍ଭ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : କଂଗ୍ରେସର ସବୁଠାରୁ ଲମ୍ବା ମାର୍ଚ୍ଚ ଭାରତ ଯୋଡୋ ଯାତ୍ରା ଆରମ୍ଭ। ଅପରାହ୍‌ଣରେ ତାମିଲନାଡୁର କନ୍ୟାକୁମାରୀ ଠାରୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି ରାହୁଲ ଗାନ୍ଧି। କାଲି ସକାଳୁ ଆରମ୍ଭ ହେବ ପଦଯାତ୍ରା। ଦରଦାମ ବୃଦ୍ଧି, ମୁଦ୍ରାସ୍ଫିତୀ, ବେକାରୀ ସମସ୍ୟା ଆଦି…

ଆଜିଠାରୁ କଂଗ୍ରେସ ଆରମ୍ଭ କରିବ ‘ଭାରତ ଯୋଡୋ ଯାତ୍ରା’: ୧୨ ଟି ରାଜ୍ୟ ପରିଦର୍ଶନ କରିବେ ରାହୁଲ ଗାନ୍ଧୀ,…

ଆଜିଠାରୁ ଆରମ୍ଭ ହେବ ' ଭାରତ ଯୋଡୋ ଯାତ୍ରା '। କନ୍ୟାକୁମାରୀରେ ଏକ ମେଗା ରାଲିରେ କଂଗ୍ରେସ ଏହାର ୩,୫୭୦ କିଲୋମିଟର ଲମ୍ବା 'ଭାରତ ଯୋଡୋ ଯାତ୍ରା' ଆରମ୍ଭ କରିବ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ଚେନ୍ନାଇରେ ପହଞ୍ଚିଛନ୍ତି। ଏଠାରେ ସେ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ସମାଦୀ ସକାଳେ…

ରାଜରାସ୍ତାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ: ରାହୁଲ ଗାନ୍ଧୀଙ୍କ ପରେ ପ୍ରିୟଙ୍କାଙ୍କୁ ବି ଉଠାଇନେଲା ପୋଲିସ

ଅଲ୍‌ ଇଣ୍ଡିଆ କଂଗ୍ରେସ ପାର୍ଟି ପକ୍ଷରୁ ଦରଦାମ୍‌ ବୃଦ୍ଧି, ଜିଏସ୍‌ଟି ଓ କେନ୍ଦ୍ର ସରକାରଙ୍କ ମାରଣ ନୀତି ବିରୋଧରେ ଶୁକ୍ରବାର ରାସ୍ତାରେ ସଂସଦ ଯାଏଁ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତି ମଧ୍ୟରେ ରାହୁଲ ଗାନ୍ଧୀଙ୍କ ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଦିଲ୍ଲୀ ପୋଲିସ ଟେକି ନେଇଛି। ସମସ୍ତ…

ନ୍ୟାସନାଲ ହେରାଲ୍ଡ ମାମଲା : ରାହୁଲ ଗାନ୍ଧୀ ଦେଲେ ଧମକ, ଚାପ ପକାଇ ବିରୋଧୀଙ୍କ ସ୍ୱରକୁ ଚପାଇ ପାରିବେନି ମୋଦି

ନୂଆଦିଲ୍ଳୀ : ଚାପ ପକାଇ ବିରୋଧୀଙ୍କ ସ୍ୱରକୁ ଚପାଇ ଦେଇ ପାରିବେନି ମୋଦି, ଅମିତ ଶାହ । ନେସନାଲ ହେରାଲ ମାମଲାକୁ ସଂପୂର୍ଣ୍ଣ ଧମକ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । କେନ୍ଦ୍ରୀୟ ଏଜେନ୍ସୀର ଚାପ ପକାଇ ମୋଦି ଓ ଅମିତ ଶାହ ପାଟି ଚୁପ କରାଇପାରିବେନି । ସେମାନେ ଗଣତନ୍ତ୍ର ବିରୋଧରେ ଯାହା…

ରାହୁଲ ଗାନ୍ଧୀଙ୍କୁ ‘ଇଡିୟଟ୍‌’ ବୋଲି କହିଲେ ବିବେକ ଅଗ୍ନିହୋତ୍ରୀ, ମହମ୍ମଦ ଜୁବୈରଙ୍କ ସମର୍ଥନରେ କହିଥିଲେ କଂଗ୍ରେସ…

କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ସିନେ ପରଦାରେ ପ୍ରଦର୍ଶିତ କରି ‘ଦ କଶ୍ମୀର ଫାଇଲ୍ସ’ ଦର୍ଶକଙ୍କୁ ହୃଦୟ ଜିତିଥିଲା। ଏହି ଫିଲ୍ମର ନିର୍ମାତା ବିବେକ ଅଗ୍ନିହୋତ୍ରୀ ସବୁବେଳେ ବେପରୁଆ ବୟାନ ବାଜି କରିଥାନ୍ତି। ଏବେ ପୁଣିଥରେ ସେମିତି ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି ବିବେକ।…

ଆଜି ଇଡି ନିକଟରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଗୁଡ଼େଇତୁଡେଇ ଜେରା କରୁଛି ଇଡି

କେନ୍ୟୁଜ୍(ବ୍ୟୁରୋ): ନ୍ୟାସନାଲ ହେରାଲ୍‌ଡ ମନିଲଣ୍ଡରିଂ ମାମଲାରେ ଆଜି ଇଡି ନିକଟରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଲଗାତାର ୩ୟ ଦିନ ପାଇଁ ହାଜର ହେବେ ରାହୁଲ । ଗତକାଲି ଦ୍ୱିତୀୟ ଦିନରେ ରାହୁଳଙ୍କୁ ୧୦ ଘଣ୍ଟା ଧରି ଗୁଡ଼େଇତୁଡେଇ ପ୍ରଶ୍ନ କରିଛନ୍ତି ତଦନ୍ତକାରୀ ଅଧିକାରୀ ।…

ନ୍ୟାସନାଲ ହେରାଲ୍ଡ ମାମଲା : ଆଜି ପୁଣି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କୁ ଆଜି ପୁଣି ଆଜି ଜେରା କରିବ ED । ଆଜି ବି ଦଳ ବିରୋଧ କରିବ । ଗତକାଲି ରାହୁଲଙ୍କ ମାରାଥନ ଜେରା କରିଥିଲେ ଇଡି ଅଧିକାରୀ । ଦୁଇଟି ପର୍ଯ୍ୟାୟରେ ସାଢ଼େ ୮ ଘଣ୍ଟା ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାହୁଲଙ୍କୁ ଜେରା ବେଳେ ଦେଶବ୍ୟାପୀ କଂଗ୍ରେସ…

ପୁଣି ଫେରିଛି ନ୍ୟାସନାଲ୍‌ ହେରାଲ୍‌ଡ ଚର୍ଚ୍ଚା: କଂଗ୍ରେସ ଅଧ୍ୟକ୍ଷା ସାନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଇଡିର ସମନ୍‌

କେନ୍ୟୁଜ୍(ବ୍ୟୁରୋ):  ସୋନିଆ, ରାହୁଲଙ୍କୁ ଜେରା କରିବ ଇଡି। ନେସନାଲ ହେରାଲ୍‌ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍‌ । ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୮ରେ ହାଜର ହେବାକୁ କୁହାଯାଇଛି। ଜୁନ୍‌…