Browsing Tag

rahul gandhi

କଂଗ୍ରେସ ଦଳର ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ, ଆଉ ସବୁ ପାଣିର ଗାର : ସୁରେଶ ରାଉତରାୟ

(କେନ୍ୟୁଜ):  ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟି ଭୁବନେଶ୍ୱର ଫେରିଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । ଫେରିଲା ପରେ ଗଣମାଧ୍ୟମଙ୍କୁ ସୁର କହିଛନ୍ତି ଜୟପୁର ସେମିନାର ସାରିବା ପରେ ମେ ୨୦ ତାରିଖ ଭିତରେ ପିସିସି ପରିବର୍ତନ ହେବ । ବୈଠକରେ ରାହୁଲ ସମସ୍ତଙ୍କ ପରାମର୍ଶ ନେଇଛନ୍ତି । ମାକ୍ସ…

ସଂଗଠନକୁ ସୁଦୃଢ଼ କରିବା ରାଜ୍ୟ କଂଗ୍ରେସରେ କସରତ,ଆସନ୍ତାକାଲି ରାହୁଲ ଓ ସୋନିଆଙ୍କୁ ଭେଟି କରିବେ ମାନସ ମନ୍ଥନ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ଗଲେ କଂଗ୍ରେସ ବିଧାୟକ। କେବଳ ନଅ ବିଧାୟକ ନୁହଁ ପୂର୍ବତନ ପିସିସି ସଭାପତି ଓ ବରିଷ୍ଠ ନେତା ଦିଲ୍ଲୀ ଯାଇଛନ୍ତି। ଆସନ୍ତାକାଲି ରାହୁଲ ଓ ସୋନିଆଙ୍କୁ ଭେଟିବେ । ପିସିସି ସଭାପତି, ବିଧାୟକ ଦଳ ନେତା ପରିବର୍ତ୍ତନ ସହ ୨୦୨୪ ପୂର୍ବରୁ ସଂଗଠନ ସୁଦୃଢ ପାଇଁ ହେବ…

ରାହୁଲ ଗାନ୍ଧୀଙ୍କ କାଠମାଣ୍ଡୁ ଗସ୍ତକୁ ନେଇ ଏବେ ବିଜେପି-କଂଗ୍ରେସ ଭିତିରେ ଟ୍ଵିଟ ଯୁଦ୍ଧ

ରାହୁଲ ଗାନ୍ଧୀଙ୍କ କାଠମାଣ୍ଡୁ ଗସ୍ତକୁ ନେଇ ଏବେ ବିଜେପି-କଂଗ୍ରେସ ଭିତିରେ ଟ୍ଵିଟ ଯୁଦ୍ଧ । ରାହୁଲ କାଠମାଣ୍ଡୁର ଏକ ନାଇଟ କ୍ଲବରେ କିଛି ସମୟ ବିତାଉଥିବାର ଏକ ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ବିଜେପିର ଅମିତ ମାଲବ୍ୟା ଓ ଅନ୍ୟ ନେତା କହିଛନ୍ତି, ମୁମ୍ବାଇରେ ଆକ୍ରମଣ ହୋଇଥିବା ବେଳେ…

ନେପାଳ ପବ୍‌ରେ ପାର୍ଟି କରୁଛନ୍ତି ରାହୁଲ ଗାନ୍ଧୀ, ଭିଡିଓ ଭାଇରାଲ ହେବା ପରେ ବିଜେପି କଲା ଟାର୍ଗେଟ୍‌

ନୂଆଦିଲ୍ଲୀ: ପବ୍‌ରେ ରାହୁଲ ଗାନ୍ଧୀ। ନେପାଳ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ପବ୍‌ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ରାହୁଲ ପବ୍‌ରେ ପାର୍ଟି କରୁଥିବା ଦେଖାଯାଇଛି। ଏହି ଭିଡିଓକୁ ନେଇ ଏବେ ବିଜେପି କଂଗ୍ରେସକୁ ଘେରିଛି। ନେପାଳ…

ଦେଶରେ ୫ଟି ରାଜ୍ୟରୁ ହାରିବା ପରେ ଆସିଲା ରାହୁଲ ଗାନ୍ଧୀଙ୍କ ବଡ ବୟାନ; ଟ୍ୱିଟ କରି କହିଲେ ଏମିତି କଥା

ନୂଆଦିଲ୍ଲୀ : ଦେଶରେ ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ସକାଳୁ ଆସିବାରେ ଲାଗିଛି । ଏଭଳି ପରିସ୍ଥିତିରେ କେଉଁଠାରେ ସୁଖର ବାତାବରଣ ରହିଥିବା ବେଳେ ଅନ୍ୟ କେଉଁଠାରେ ପାର୍ଟି ଅଫିସରୁ ଦୁଃଖଦ ଖବର ଶୁଣିବାକୁ ମିଳୁଛି। ଏହାରି ମଧ୍ୟରେ ସ୍ପଷ୍ଟ ହୋଇଯାଇଛି କି ୫ ଟି ଯାକ ରାଜ୍ୟରେ ଲୋକମାନେ…

ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ମାରପିଟ୍ ! ତୁରନ୍ତ ଉଦ୍ଧାର ପାଇଁ ସରକାରଙ୍କୁ ଅପିଲ୍ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣର ଖବର ସାମ୍ନାକୁ ଆସିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହା ସହ ଜଡିତ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ବିଶେଷ କରି ୟୁକ୍ରେନରେ ଫସିରହିଥିବା…

‘ମୋ ଭାଇ ପାଇଁ ଜୀବନ ବି ଦେଇ ପାରିବି’: ପ୍ରିୟଙ୍କା ଗାନ୍ଧୀ ଭଦ୍ରା

‘ମୁଁ ମୋ ଭାଇ ପାଇଁ ଜୀବନ ବି ଦେବାକୁ ପଛାଇବି ନାହିଁ’ ବିଜେପିର ଏକ ଆରୋପର ଏଭଳି ମୁହଁ ତୋଡ଼ ଜବାବ୍‌ ଦେଇଛନ୍ତି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରିୟଙ୍କା କହିଛନ୍ତି- ମୁଁ ମୋ ଭାଇ ପାଇଁ ଜୀବନ ଦେଇପାରିବି ଓ ସେ ମୋ ପାଇଁ ଜୀବନ ଦେଇପାରିବ। ପ୍ରକାଶ ଯେ କିଛି ଦିନ ତଳେ ଉତ୍ତର…

ଲଖିମପୁର ଯିବାକୁ ରାହୁଲ ଗାନ୍ଧିଙ୍କୁ ମିଳିଲା ଅନୁମତି, ସାଙ୍ଗରେ ଯାଉଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ

ଉତ୍ତର ପ୍ରଦେଶ ହିଂସା ପରେ ଲଖିମପୁର ଯାଇପାରିବେ ରାହୁଲ ଗାନ୍ଧି। ରାହୁଲଙ୍କ ସମେତ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ୩ ଜଣ ବି ଲଖିମପୁର ଗସ୍ତ କରିପାରିବେ। ଏ ନେଇ ଉତ୍ତରପ୍ରଦେଶ ସରକାର ଅନୁମତି ପ୍ରଦାନ କରିଛନ୍ତି। #WATCH | Congress leader Rahul Gandhi…

ଆପତ୍ତିଜନକ ପୋଷ୍ଟ କାରଣରୁ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ନେତାଙ୍କ ଟ୍ଵିଟର ଆକାଉଣ୍ଟ ହେଲା ସସ୍ପେଣ୍ଡ

ଟ୍ଵିଟର ଇଣ୍ଡିଆ ପକ୍ଷରୁ ଗୁରୁବାର କଂଗ୍ରେସର ୨୩ ନେତାଙ୍କ ଟ୍ଵିଟର ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି। ଏହି ଲିଷ୍ଟରେ ରାହୁଲ ଗାନ୍ଧୀଙ୍କ ଟ୍ଵିଟର ଆକାଉଣ୍ଟକୁ ମଧ୍ୟ ସାମିଲ କରାଯାଇଛି। ଏହା ବ୍ୟତିତ କଂଗ୍ରେସ ପାର୍ଟିର ୭ ଆକାଉଣ୍ଟାଟଙ୍କ ଉପରେ ମଧ୍ୟ ଆକ୍ସନ ନିଆଯାଇଛି। ଯେଉଁନେତା ମାନଙ୍କ…

ରାହୁଲ ଗାନ୍ଧୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଟ୍ଵିଟରରେ ସେୟାର କରିଥିଲେ ଦୁଷ୍କର୍ମ ଏବଂ ହତ୍ୟା ପୀଡ଼ିତାଙ୍କ…

ନିକଟରେ ଦିଲ୍ଲୀରେ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାରକୁ ଭେଟିଥିବାର ଫଟୋ ଟ୍ଵିଟରରେ ସେୟାର କରିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ହେବ। ସୂଚନାଥାଉ କି, ରାହୁଲ ଗାନ୍ଧୀଙ୍କ ବିରୋଧରେ…

ସାଂସଦ ହୋଇନଥିଲେ ବି ଆମେଥି ପାଇଁ ୧୦,୦୦୦ ମେଡିକାଲ କିଟ୍ ପଠାଇଲେ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀ ଏବେ ଆମେଥିର ସାଂସଦ ନ ଥିଲେ ମଧ୍ୟ କରୋନା କାଳରେ ସେ ଲୋକଙ୍କ ସେବା କରିବା ଜାରି ରଖିଛନ୍ତି। ଆମେଥି ଲୋକଙ୍କ ପାଇଁ ୧୦ ହଜାର ମେଡିକାଲ କିଟ୍ ପଠାଇଛନ୍ତି ରାହୁଲ। ଏହି କିଟ୍ ହୋମ ଆଇସୋଲେସନରେ ରହୁଥିବା କରୋନା ରୋଗୀଙ୍କ କାମରେ ଆସିବ। କଂଗ୍ରେସର ଜିଲ୍ଲା ଅଧ୍ୟକ୍ଷ ପ୍ରଦୀପ…

କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ପଜିଟିଭ, ନିଜେ ଟ୍ୱିଟ୍ କରି ଦେଲେ ସୂଚନା

କଂଗ୍ରେସ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ କରୋନା ପଜିଟିଭ। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଶରୀରରେ କରୋନାର ଆଂଶିକ ଲକ୍ଷଣ ପ୍ରକାଶ ପାଇବା ପରେ ରାହୁଲ ନିଜ କରୋନା ଟେଷ୍ଟ କରାଇଥିଲେ। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି ବୋଲି ସେ କହିଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ…