Below header
Browsing Tag

rahul gandhi

ଦେଶରେ ୫ଟି ରାଜ୍ୟରୁ ହାରିବା ପରେ ଆସିଲା ରାହୁଲ ଗାନ୍ଧୀଙ୍କ ବଡ ବୟାନ; ଟ୍ୱିଟ କରି କହିଲେ ଏମିତି କଥା

ନୂଆଦିଲ୍ଲୀ : ଦେଶରେ ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ସକାଳୁ ଆସିବାରେ ଲାଗିଛି । ଏଭଳି ପରିସ୍ଥିତିରେ କେଉଁଠାରେ ସୁଖର ବାତାବରଣ ରହିଥିବା ବେଳେ ଅନ୍ୟ କେଉଁଠାରେ ପାର୍ଟି ଅଫିସରୁ ଦୁଃଖଦ ଖବର ଶୁଣିବାକୁ ମିଳୁଛି। ଏହାରି ମଧ୍ୟରେ ସ୍ପଷ୍ଟ ହୋଇଯାଇଛି କି ୫ ଟି ଯାକ ରାଜ୍ୟରେ ଲୋକମାନେ…

ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ମାରପିଟ୍ ! ତୁରନ୍ତ ଉଦ୍ଧାର ପାଇଁ ସରକାରଙ୍କୁ ଅପିଲ୍ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣର ଖବର ସାମ୍ନାକୁ ଆସିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହା ସହ ଜଡିତ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ବିଶେଷ କରି ୟୁକ୍ରେନରେ ଫସିରହିଥିବା…

‘ମୋ ଭାଇ ପାଇଁ ଜୀବନ ବି ଦେଇ ପାରିବି’: ପ୍ରିୟଙ୍କା ଗାନ୍ଧୀ ଭଦ୍ରା

‘ମୁଁ ମୋ ଭାଇ ପାଇଁ ଜୀବନ ବି ଦେବାକୁ ପଛାଇବି ନାହିଁ’ ବିଜେପିର ଏକ ଆରୋପର ଏଭଳି ମୁହଁ ତୋଡ଼ ଜବାବ୍‌ ଦେଇଛନ୍ତି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରିୟଙ୍କା କହିଛନ୍ତି- ମୁଁ ମୋ ଭାଇ ପାଇଁ ଜୀବନ ଦେଇପାରିବି ଓ ସେ ମୋ ପାଇଁ ଜୀବନ ଦେଇପାରିବ। ପ୍ରକାଶ ଯେ କିଛି ଦିନ ତଳେ ଉତ୍ତର…

ଲଖିମପୁର ଯିବାକୁ ରାହୁଲ ଗାନ୍ଧିଙ୍କୁ ମିଳିଲା ଅନୁମତି, ସାଙ୍ଗରେ ଯାଉଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ

ଉତ୍ତର ପ୍ରଦେଶ ହିଂସା ପରେ ଲଖିମପୁର ଯାଇପାରିବେ ରାହୁଲ ଗାନ୍ଧି। ରାହୁଲଙ୍କ ସମେତ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ୩ ଜଣ ବି ଲଖିମପୁର ଗସ୍ତ କରିପାରିବେ। ଏ ନେଇ ଉତ୍ତରପ୍ରଦେଶ ସରକାର ଅନୁମତି ପ୍ରଦାନ କରିଛନ୍ତି। #WATCH | Congress leader Rahul Gandhi…

ଆପତ୍ତିଜନକ ପୋଷ୍ଟ କାରଣରୁ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ନେତାଙ୍କ ଟ୍ଵିଟର ଆକାଉଣ୍ଟ ହେଲା ସସ୍ପେଣ୍ଡ

ଟ୍ଵିଟର ଇଣ୍ଡିଆ ପକ୍ଷରୁ ଗୁରୁବାର କଂଗ୍ରେସର ୨୩ ନେତାଙ୍କ ଟ୍ଵିଟର ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି। ଏହି ଲିଷ୍ଟରେ ରାହୁଲ ଗାନ୍ଧୀଙ୍କ ଟ୍ଵିଟର ଆକାଉଣ୍ଟକୁ ମଧ୍ୟ ସାମିଲ କରାଯାଇଛି। ଏହା ବ୍ୟତିତ କଂଗ୍ରେସ ପାର୍ଟିର ୭ ଆକାଉଣ୍ଟାଟଙ୍କ ଉପରେ ମଧ୍ୟ ଆକ୍ସନ ନିଆଯାଇଛି। ଯେଉଁନେତା ମାନଙ୍କ…

ରାହୁଲ ଗାନ୍ଧୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଟ୍ଵିଟରରେ ସେୟାର କରିଥିଲେ ଦୁଷ୍କର୍ମ ଏବଂ ହତ୍ୟା ପୀଡ଼ିତାଙ୍କ…

ନିକଟରେ ଦିଲ୍ଲୀରେ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାରକୁ ଭେଟିଥିବାର ଫଟୋ ଟ୍ଵିଟରରେ ସେୟାର କରିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ହେବ। ସୂଚନାଥାଉ କି, ରାହୁଲ ଗାନ୍ଧୀଙ୍କ ବିରୋଧରେ…

ସାଂସଦ ହୋଇନଥିଲେ ବି ଆମେଥି ପାଇଁ ୧୦,୦୦୦ ମେଡିକାଲ କିଟ୍ ପଠାଇଲେ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀ ଏବେ ଆମେଥିର ସାଂସଦ ନ ଥିଲେ ମଧ୍ୟ କରୋନା କାଳରେ ସେ ଲୋକଙ୍କ ସେବା କରିବା ଜାରି ରଖିଛନ୍ତି। ଆମେଥି ଲୋକଙ୍କ ପାଇଁ ୧୦ ହଜାର ମେଡିକାଲ କିଟ୍ ପଠାଇଛନ୍ତି ରାହୁଲ। ଏହି କିଟ୍ ହୋମ ଆଇସୋଲେସନରେ ରହୁଥିବା କରୋନା ରୋଗୀଙ୍କ କାମରେ ଆସିବ। କଂଗ୍ରେସର ଜିଲ୍ଲା ଅଧ୍ୟକ୍ଷ ପ୍ରଦୀପ…

କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ପଜିଟିଭ, ନିଜେ ଟ୍ୱିଟ୍ କରି ଦେଲେ ସୂଚନା

କଂଗ୍ରେସ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ କରୋନା ପଜିଟିଭ। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଶରୀରରେ କରୋନାର ଆଂଶିକ ଲକ୍ଷଣ ପ୍ରକାଶ ପାଇବା ପରେ ରାହୁଲ ନିଜ କରୋନା ଟେଷ୍ଟ କରାଇଥିଲେ। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି ବୋଲି ସେ କହିଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ…

‘ରାହୁଲ ଗାନ୍ଧୀଙ୍କଠୁ ଦୂରେଇ ରୁହନ୍ତୁ ଯୁବତୀ, କାହିଁକି ନା ସେ…’, ଏମିତି ବିବାଦୀୟ ବୟାନ ଦେଲେ ପୂର୍ବତନ ସାଂସଦ

ନିର୍ବାଚନ ସମୟରେ ନେତାମାନଙ୍କ ମଧ୍ୟରେ ସାଧାରଣତଃ ବାକ୍‌ ଯୁଦ୍ଧ ଲାଗି ରହିଥାଏ। ପରସ୍ପର ପରସ୍ପର ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଆନ୍ତି। ଏହାରି ଭିତରେ ନେତାଙ୍କ ମୁହଁରୁ ବିଭିନ୍ନ ଆପତ୍ତିଜନକ ବୟାନ ମଧ୍ୟ ସାମ୍ନାକୁ ଆସିଥାଏ। ଏବେ ଏମିତି ହିଁ କିଛି କରିଛନ୍ତି କେରଳର ପୂର୍ବତନ ସାଂସଦ…

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଘୋଷିତ ଜରୁରୀକାଳୀନ ପରିସ୍ଥିତିକୁ ଭୁଲ ବୋଲି କହିଲେ ରାହୁଲ,…

ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏବେ ପୁଣି ଏକ ମନ୍ତବ୍ଯ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆମେରିକାର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଏକ ଭର୍ଚୁଆଲ ପ୍ରୋଗ୍ରାମରେ ସାମିଲ ହୋଇ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ଭାରତର ପୂର୍ବତନ ଆର୍ଥିକ…

୫୦ ବର୍ଷରେ ବି ପୂରା ଫିଟ୍‌ ଅଛନ୍ତି ରାହୁଲ ଗାନ୍ଧୀ, ୯ ସେକେଣ୍ଡରେ ମାରିଲେ ୧୩ ଥର ପୁଶଅପ୍‌

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ତାମିଲନାଡ଼ୁ ଗସ୍ତରେ ଅଛନ୍ତି। ସୋମବାର ରାହୁଲ କନ୍ୟାକୁମାରୀରେ ରୋଡ୍‌ ଶୋ’ କରିଥିଲେ। କିନ୍ତୁ ଏ ଅବସରରେ ସେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ। କନ୍ୟାକୁମାରୀରେ ରାହୁଲ ଗାନ୍ଧୀ ଯୁବ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଏହି ଗସ୍ତରେ ରାହୁଲ ଜଣେ ଛାତ୍ର…