Browsing Tag

rahul gandhi

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଘୋଷିତ ଜରୁରୀକାଳୀନ ପରିସ୍ଥିତିକୁ ଭୁଲ ବୋଲି କହିଲେ ରାହୁଲ,…

ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏବେ ପୁଣି ଏକ ମନ୍ତବ୍ଯ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆମେରିକାର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ଏକ ଭର୍ଚୁଆଲ ପ୍ରୋଗ୍ରାମରେ ସାମିଲ ହୋଇ ବିଶ୍ବବିଦ୍ୟାଳୟର ପ୍ରଫେସର ଓ ଭାରତର ପୂର୍ବତନ ଆର୍ଥିକ…

୫୦ ବର୍ଷରେ ବି ପୂରା ଫିଟ୍‌ ଅଛନ୍ତି ରାହୁଲ ଗାନ୍ଧୀ, ୯ ସେକେଣ୍ଡରେ ମାରିଲେ ୧୩ ଥର ପୁଶଅପ୍‌

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ତାମିଲନାଡ଼ୁ ଗସ୍ତରେ ଅଛନ୍ତି। ସୋମବାର ରାହୁଲ କନ୍ୟାକୁମାରୀରେ ରୋଡ୍‌ ଶୋ’ କରିଥିଲେ। କିନ୍ତୁ ଏ ଅବସରରେ ସେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ। କନ୍ୟାକୁମାରୀରେ ରାହୁଲ ଗାନ୍ଧୀ ଯୁବ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଏହି ଗସ୍ତରେ ରାହୁଲ ଜଣେ ଛାତ୍ର…

ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ନେତା, କୃଷି ଆଇନ ଉଚ୍ଛେଦ ନିମନ୍ତେ କଲେ ଅନୁରୋଧ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କୁ ଭେଟି କୃଷି ଆଇନ ଉଚ୍ଛେଦ ନିମନ୍ତେ ଅନୁରୋଧ କଲେ କଂଗ୍ରେସ ନେତା । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ଏହି ଆଇନ ବିରୋଧରେ ଗତ ୩ମାସରେ ସଂଗୃହୀତ ୨୦ ନିୟୁତ ଦସ୍ତଖତ ସମ୍ବଳିତ ଏକ ସ୍କାରକପତ୍ର ପ୍ରଦାନ କରିଛନ୍ତି…

୧୪୪ ଧାରା ଭଙ୍ଗ କରିଥିବାରୁ ରାହୁଲ ଗାନ୍ଧି ଓ  ପ୍ରିୟଙ୍କା ଗାନ୍ଧିଙ୍କ ସହିତ ୨୦୩ କଂଗ୍ରେସ କର୍ମୀଙ୍କ ନାଁରେ ଥାନାରେ…

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ଓ  ପ୍ରିୟଙ୍କା ଗାନ୍ଧିଙ୍କ ସହିତ ୨୦୩ କଂଗ୍ରେସ କର୍ମୀଙ୍କ ନାଁରେ ଥାନାରେ ମାମଲା। ଗ୍ରେଟର ନୋଏଡ଼ାର ଇକୋଟେକ୍‌ ପୋଲିସ୍ ଷ୍ଟେସନ୍‌ରେ ଏମାନଙ୍କ ନାମରେ   ମାମଲା  ଦାଏର ହୋଇଛି। ଆଜି ରାହୁଲ ଗାନ୍ଧି ଯାଇଥିବା ସ୍ଥାନରେ  ୧୪୪ ଧାରା ଲାଗୁ ହୋଇଥିଲା। ଏହାକୁ…

କରୋନା ସଂକଟର ନୁହେଁ ସଲ୍ୟୁସନ୍‌, କେବଳ ଲକଡାଉନ୍‌ ଦ୍ୱାରା ଏହି ଯୁଦ୍ଧକୁ ଜିତି ହେବ ନାହିଁ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ । କେବଳ ଏକ ପଜ୍‌ ବଟନ୍‌ । କରୋନା ସଂକଟର ନୁହେଁ ସଲ୍ୟୁସନ୍‌ । କେବଳ ଲକଡାଉନ୍‌ ଦ୍ୱାରା ଏହି ଯୁଦ୍ଧକୁ ଜିତି ହେବ ନାହିଁ । ଟେଷ୍ଟିଂ ହିଁ ପ୍ରମୁଖ ଅସ୍ତ୍ର । କୋଭିଡ୍‌-୧୯ ଉପରେ ଏକ ପ୍ରେସମିଟରେ ଏହି କଥା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି,…

କରୋନା ଯୁଦ୍ଧରେ ସାମିଲ ହେଲେ ସୋନିଆ ଓ ରାହୁଲ ଗାନ୍ଧୀ, ଜାଣନ୍ତୁ କଲେ କେତେ ସାହାଯ୍ୟ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାରାତ୍ମକ ଭାଇରସ ସହ ଲଢ଼ିବା ପାଇଁ ଭାରତ ସରକାର ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏଣୁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଖେଳାଳି ତଥା ରାଜନେତା ମାନେ ମଧ୍ୟ ନିଜ ସାମର୍ଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଅର୍ଥ…

ରାହୁଲଙ୍କ ବୟାନ- ‘୬ମାସ ପରେ ଯୁବପିଢ଼ି ମୋଦିଙ୍କୁ ମାଡ଼ ମାରିବେ’ ! ପ୍ରତିକ୍ରିୟାରେ ମୋଦି କହିଲେ ପିଠି ମଜବୁତ କରିବି

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ଅର୍ଥନୀତିରୁ ଆରମ୍ଭ କରି ପିଏମ୍‌କିଷାନ, ରାମ ଜନ୍ମଭୂମି, ନାଗରିକତା ଆଦି ପ୍ରସଙ୍ଗ…

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିଆରା ଅନ୍ଦାଜ, ରାୟପୁରରେ ଆୟୋଜିତ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ କଲେ…

ରାୟପୁର: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିଆରା ଅନ୍ଦାଜ । ଛତିଶଗଡ଼ ରାୟପୁରରେ ଆୟୋଜିତ ରାଷ୍ଟ୍ରୀୟ ଆଦିବାସୀ ନୃତ୍ୟ ମହୋତ୍ସବରେ କଲେ ଡ୍ୟାନ୍ସ । ବେକରେ ଢୋଲ ଓ ମୁଣ୍ଡରେ ପାରମ୍ପରିକ ମୁକୁଟ ଲଗାଇ ନାଚୁ ଥିବାର ଦେଖିବାକୁ ମିଳିଛି । ସଂଗୀତର ତାଳେ ତାଳେ ନିଜେ ବାଜା ବଜାଇ ନାଚିଥିଲେ ରାହୁଲ…

ରାହୁଲ ଗାନ୍ଧିଙ୍କ ‘ରେପ୍‌ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ ସଂସଦରେ ଝଡ଼, ଭୁଲ ମାଗିବାକୁ ଦାବି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ 'ରେପ୍‌ ଇନ୍‌ ଇଣ୍ଡିଆ' ବୟାନକୁ ନେଇ ସଂସଦରେ ଝଡ଼ । ଝାଡ଼ଖଣ୍ଡ ନିର୍ବାଚନୀ ରାଲିରେ ରାହୁଲ ଗାନ୍ଧି କହିଥିଲେ, ଭାରତ ଦୁଷ୍କର୍ମକାରୀଙ୍କ ରାଜଧାନୀ । ଏହାକୁ ନେଇ ସଂସଦରେ ବିଜେପି ମହିଳା ସାଂସଦମାନେ ହୋହାଲ୍ଲା କରିଛନ୍ତି । ରାହୁଲ ଗାନ୍ଧି ଭୁଲ୍‌…

ଝାଡ଼ଖଣ୍ଡରେ ରାହୁଲଙ୍କ ବୟାନ ପରେ ସଂସଦରେ ହୋହଲ୍ଲା, ଇସ୍ତଫା ଦାବି କଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବହୁ…

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ରାହୁଲଙ୍କ ବୟାନ ପରେ ସଂସଦରେ ହୋହଲ୍ଲା। ଲୋକସଭାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବହୁ ମହିଳା ସାଂସଦ ରାହୁଲଙ୍କ ଇସ୍ତଫା ଦାବି କରିଛନ୍ତି। ଗତକାଲି ଝାଡ଼ଖଣ୍ଡର ଏକ ନିର୍ବାଚନ ରାଲିରେ ରାହୁଲ ମେକ ଇନ ଇଣ୍ଡିଆକୁ ରେପ ଇନ ଇଣ୍ଡିଆ ସହ ତୁଳନା କରିଥିଲେ ।…

ଆଜି ସାରା ଦେଶରେ ବିଜେପିର ଆନ୍ଦୋଳନ, ରାଫେଲ ନେଇ ରାହୁଲଙ୍କ ମନ୍ତବ୍ୟର ପ୍ରତିବାଦ

ନୂଆଦିଲ୍ଲୀ:ଆଜି ସାରା ଦେଶରେ ଆନ୍ଦୋଳନ କରିବ ବିଜେପି । ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଲିଙ୍କ୍ କରି ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟର ପ୍ରତିବାଦ କରାଯିବ । ରାଫେଲ ମାମଲାରେ ସୁପ୍ରିମକୋର୍ଟ ରିଟ୍ ପିଟିସନ୍ ଖାରଜ କରିଦେବା ପରେ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି କରୁଛି…