Browsing Tag

rahul gandhi

ଆଜି ସାରା ଦେଶରେ ବିଜେପିର ଆନ୍ଦୋଳନ, ରାଫେଲ ନେଇ ରାହୁଲଙ୍କ ମନ୍ତବ୍ୟର ପ୍ରତିବାଦ

ନୂଆଦିଲ୍ଲୀ:ଆଜି ସାରା ଦେଶରେ ଆନ୍ଦୋଳନ କରିବ ବିଜେପି । ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଲିଙ୍କ୍ କରି ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟର ପ୍ରତିବାଦ କରାଯିବ । ରାଫେଲ ମାମଲାରେ ସୁପ୍ରିମକୋର୍ଟ ରିଟ୍ ପିଟିସନ୍ ଖାରଜ କରିଦେବା ପରେ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି କରୁଛି…

କେନ୍ଦ୍ର ସରକାର ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର କରିନେବା ପରେ ଏମିତି ଟ୍ଵିଟ୍‌ କଲେ ରାହୁଲ ଗାନ୍ଧି ।

A big thank you to all my brothers & sisters in the SPG who worked tirelessly to protect me & my family over the years. Thank you for your dedication, your constant support & for a journey filled with affection & learning.…

‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ସମାଲୋଚନା କଲେ ରାହୁଲ

ନୂଆଦିଲ୍ଲୀ: ଆମେରିକାରେ ଆୟୋଜିତ ହେଉଥିବା ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମାଲୋଚନା କରିଛନ୍ତି। ଆଜି କେନ୍ଦ୍ର ସରକାରଙ୍କ ଦ୍ଵାରା କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରାଯିବା ନିଷ୍ପତ୍ତିକୁ ରାହୁଲ୍ ହାଓଡି କାର୍ଯ୍ୟକ୍ରମ ସହ ଯୋଡ଼ିଛନ୍ତି। ସେ…

ସୁରକ୍ଷା ବ୍ୟବସ୍ଥାକୁ ପାର କରି ଜଣେ ବ୍ୟକ୍ତି ରାହୁଲ ଗାନ୍ଧୀଙ୍କୁ କଲେ କିସ୍‌, ଦେଖନ୍ତୁ ଭିଡିଓ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ସମୟରେ ନିଜର ଚାରି ଦିନିଆ ଗସ୍ତରେ କେରଳରେ ଅଛନ୍ତି। ବୁଧବାର ଦିନ ନିଜର ସଂସଦୀୟ କ୍ଷେତ୍ର ଓ୍ଵାୟନାଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ଏକ ବଡ ଭୂଲ ସାମ୍ନାକୁ ଆସିଛି। ଯାତ୍ରା ସମୟରେ ଅନେକ ଗାଡି ଏବଂ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।…

ଆଉ ସଂସଦରେ ଶୁଭିବନି ଜେଟଲୀଙ୍କ ସ୍ବର, କୋହ ଭରା ଚିଠିଲେଖି ଜେଟଲୀଙ୍କ ସ୍ତ୍ରୀଙ୍କୁ ସାନ୍ତ୍ବନା ଦେଲେ ରାହୁଲ ଗାନ୍ଧୀ

ଅରୁଣ ଜେଟ୍‌ଲୀଙ୍କ ପତ୍ନୀ ସଂଗୀତା ଜେଟ୍‌ଲୀଙ୍କୁ ଚିଠି ଲେଖି ଦୁଃଖ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ। ଲେଖିଛନ୍ତି, ସଂସଦରେ ଆଉ ତାଙ୍କର ସ୍ୱର ଶୁଭିବନି, କିନ୍ତୁ ତାଙ୍କ ଉପସ୍ଥିତି ଚିର ଦିନ ମନେ ରହିବ। ୪ ଦଶନ୍ଧିର ଉଜ୍ୱଳ କ୍ୟାରିଅର ଭିତରେ ସେ ରାଜନୀତିରେ ଛାପ ଛାଡ଼ି ଯାଇଛନ୍ତି। ଆଜି ସକାଳୁ…

ଆଜି ଜମ୍ମୁ-କଶ୍ମୀର ଗସ୍ତ କରିବେ ରାହୁଲ ଗାନ୍ଧି ଓ ଅନ୍ୟ ବିରୋଧୀ ଦଳର ନେତା

ନୂଆଦିଲ୍ଲୀ (କେନ୍ୟୁଜ୍) : ଆଜି ଜମ୍ମୁ କଶ୍ମୀର ଗସ୍ତ କରିବେ ରାହୁଲ ଗାନ୍ଧି ଓ ଅନ୍ୟ ବିରୋଧୀ ଦଳର ୯ ନେତା। କଂଗ୍ରେସ ସହ, ସିପିଏମ୍, ସିପିଆଇ, ଆରଜେଡି, ଏନସିପି, ଟିଏମସି ଏବଂ ଡିଏମକେର ନେତାମାନେ ଶ୍ରୀନଗର ଯିବାକୁ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସରୁ ରାହୁଲଙ୍କ ସହ ଗୁଲାମନବୀ ଆଜାଦ ଓ…

ନା ମିଳୁଛି ସିମ୍ , ନା ମିଳୁଛି ଲୋନ୍ . . . କେହି ବୁଝିପାରୁନାହାଁନ୍ତି ଏହି ରାହୁଲ୍ ଗାନ୍ଧୀଙ୍କ ସମସ୍ୟା

ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ରାହୁଲ୍ ଗାନ୍ଧୀ । ବ୍ୟବସାୟ ପାଇଁ ମିଳୁନି ଲୋନ୍ । ଆଶ୍ଚର‌୍ୟ୍ୟ ହୁଅନ୍ତୁନି । କାରଣ ଏ ମହାଶୟ କଂଗ୍ରେସ୍ ଅକ୍ଷଧ୍ୟ ନୁହଁନ୍ତି । ଏ ହେଉଛନ୍ତି ଆମ ଦେଶରେ ଥିବା ଆଉ ଜଣେ ରାହୁଲ୍ ଗାନ୍ଧୀ । ଆମେ କହୁଛୁ ଇନ୍ଦୋରର ଅଖଣ୍ଡନଗରରେ ରହୁଥିବା ରାହୁଲଙ୍କ କଥା ।…

ଏ କ’ଣ ! ଇସ୍ତଫା ଦେବା ପରେ ଫିଲ୍ମ ଦେଖୁଛନ୍ତି ରାହୁଲ

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଏବେ ସିନେମା ଦେଖୁଛନ୍ତି ରାହୁଲ ଗାନ୍ଧୀ । ଘରେ ବସି ଟିଭିରେ ଦେଖୁ ନାହାନ୍ତି, ସିନେମା ହଲରେ ଦେଖୁଛନ୍ତି । ରାହୁଲ ସିନେମା ଦେଖୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ରାହୁଲ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଆଟିର୍କିଲ…

ଗିରଫ ପୂର୍ବରୁ ରାହୁଲଙ୍କୁ ମିଳିଲା ଜାମିନ୍, ୧୫ ହଜାର ଟଙ୍କା ମୁଚାଲିକାରେ ଦେଲେ କୋର୍ଟ

ରାହୁଲ ଗାନ୍ଧିଙ୍କୁ ମିଳିଲା ଆଗୁଆ ଜାମିନ୍ । ଆରଏସଏସ୍ ପକ୍ଷରୁ ଦାୟର ଏକ ମାମଲାରେ ତାଙ୍କୁ ଜାମିନ୍ ମିଳିଛି । ୧୫ ହଜାର ଟଙ୍କା ମୁଚାଲିକାରେ ମୁମ୍ବାଇର ଏକ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ଏହି ମାମଲାରେ ଆଜି ରାହୁଲ ଗାନ୍ଧି ମୁମ୍ବାଇର କୋର୍ଟରେ ହାଜର ହୋଇଥିଲେ । ସେ ନିର୍ଦ୍ଦୋଷ ବୋଲି…

ରାହୁଲ ଇସ୍ତଫା ଦେଇ ସାହସିକତା ଦେଖାଇଛନ୍ତି : ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ(କେନ୍ୟୁଜ୍) : କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଆଜି ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଟ୍ଵିଟ୍‌ କରି ପ୍ରିୟଙ୍କା କହିଛନ୍ତି, ରାହୁଲ ଇସ୍ତଫା ଦେଇ ସାହସିକତା ଦେଖାଇଛନ୍ତି…

ଇସ୍ତଫା ପରେ….. ଟୁଇଟରରେ ପ୍ରୋଫାଇଲ ବଦଳାଇଲେ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ସହିତ ଟୁଇଟରରେ ବି ନିଜ ଇସ୍ତଫାର ମୋହର ମାରି ଦେଇଛନ୍ତି। ରାହୁଲ ନିଜ ଟୁଇଟର ପ୍ରୋଫାଇଲରେ କଂଗ୍ରେସ ଅଧ୍ୟକ୍ଷ ହଟାଇ ଏବେ କେବଳ କଂଗ୍ରେସ ସଦସ୍ୟ ଏବଂ ସାଂସଦ ଲେଖିଛନ୍ତି। ଅନେକ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ପରାମର୍ଶ ସତ୍ତ୍ବେ ସେ ନିଜ…

 କିଏ ସମ୍ଭାଳିବେ କଂଗ୍ରେସ କମାଣ ? ରାହୁଲ କହିଲେ, ମୁଁ ଅଧ୍ୟକ୍ଷ ପଦରେ ନାହିଁ ହେଲେ ଇସ୍ତଫା ଦେଇ ସାରିଛି

କିଏ ସମ୍ଭାଳିବେ କଂଗ୍ରେସ କମାଣ? ରାହୁଲ ଗାନ୍ଧିଙ୍କ ପରେ କିଏ ହେବେ କଂଗ୍ରେସର ନୂଆ ଅଧ୍ୟକ୍ଷ? ସାଧାରଣ ନିର୍ବାଚନ ପରେ କଂଗ୍ରେସ ଶିବିରରେ ଏନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ଆଜି ରାହୁଲ ଗାନ୍ଧିଙ୍କ ଇସ୍ତଫାପତ୍ର ସାର୍ବଜନୀନ ହୋଇଛି। ଏନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ନିଜେ ରାହୁଲ। ୪…