Below header
Browsing Tag

raid

ନକଲି ସାର୍ଟିଫିକେଟ ତିଆରି ଅଭିଯୋଗରେ ରାଉରକେଲା ବାସନ୍ତୀ କଲୋନୀର ଏକ କମ୍ପ୍ୟୁଟର ଦୋକାନ ଉପରେ ଚଢାଉ

ରାଉଲକେଲା(କେନ୍ଯୁଜ୍): ନକଲି ଡିଏଲ, ଆଧାର କାର୍ଡ, ଭୋଟର କାର୍ଡ ଓ ମାଟ୍ରିକ ସାର୍ଟିଫିକେଟ ତିଆରି ଅଭିଯୋଗରେ ରାଉରକେଲାର ବାସନ୍ତୀ କଲୋନୀର ଏକ କମ୍ପ୍ୟୁଟର ଦୋକାନ ଉପରେ ଚଢାଉ । ଉଦିତନଗର ଥାନା ପୋଲିସ ଚଢାଉ କରିଥିଲା । ଚଢାଉରେ ବହୁ ପରିମାଣର ନକଲି ଡିଏଲ, ନକଲି ଆଧାର କାର୍ଡ, ନକଲି ଭୋଟର…

ଭିଜିଲାନ୍ସ ଜାଲରେ ପଦ୍ମପୁର ଚକ୍ଷୁ ବିଭାଗର ଟେକ୍ନିସିଆନ୍

ବରଗଡ(କେନ୍ଯୁଜ୍) : ଭିଜିଲାନ୍ସ ଜାଲରେ ପଦ୍ମପୁର ଚକ୍ଷୁ ବିଭାଗର ଟେକ୍ନିସିଆନ । ଆୟବର୍ହିଭୁତ ସମ୍ପତ୍ତି ଠୁଲ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ଡାକ୍ତରଖାନାରେ କାର୍ଯ୍ୟରତ ଚକ୍ଷୁବିଭାଗ ଟେକ୍ନିସିଆନ କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ । ସେ ପଦ୍ମପୁର ଡାକ୍ତରଖାନାର…

କଟକ: କମିଶନରେଟ୍‌ ପୋଲିସ୍ ପକ୍ଷରୁ ବାଲିଘାଟରେ ରେଡ୍‌, ୧୭ଟି ଟ୍ରକ୍ ଜବତ ସହ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା…

କଟକ(କେନ୍ଯୁଜ୍): ବାଲିଘାଟରେ ରେଡ୍‌। କମିଶନରେଟ୍‌ ପୋଲିସର ଚଢ଼ାଉ କରି ୧୭ଟି ଟ୍ରକ ଜବତ କରିଛି। ବେଆଇନ ବାଲି ଉଠାଣ ଅଭିଯୋଗରେ ଚଢ଼ାଉ କରାଯାଇଛି। ବେଆଇନ ଚାଲାଣ ଅଭିଯୋଗରେ ୧୭ଟି ଟ୍ରକ ଜବତ କରାଯିବା ସହ ୧୭ ଜଣଙ୍କୁ ଅଟକ ରଖାଯାଇଛି। ଏଥିସହ ସଦର ତହସିଲ୍‌ ପକ୍ଷରୁ ୫ ଲକ୍ଷରୁ ଉର୍ଦ୍ଧ୍ୱ…

ଭିଜିଲାନ୍ସ ଜାଲରେ TDCC ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି, କାର୍ ଭିତରୁ ଜବତ ହେଲା ୧୯ଲକ୍ଷ ଟଙ୍କା

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ TDCC ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି। ୧୯ଲକ୍ଷ ଟଙ୍କା ନେଇ କାରରେ ଘରକୁ ଯାଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍‌ସ ଟିମ୍‌ ତାଙ୍କ ପିଛା କରିଥିଲା। ଟୋଲ୍‌ ପ୍ଲାଜାରେ ଅଟକାଇ ଯାଞ୍ଚ କରିବା ପରେ ଗାଡିରୁ ଟଙ୍କା ଜବତ କରାଯାଇଥିଲା। ୨୦୧୮ରୁ…

କରୋନା କଟକଣାରେ ଲୁଚାଛପାରେ ଚାଲିଥିଲା ୧୫ଶହ ଲୋକଙ୍କ ପାଇଁ ବାହାଘର ଭୋଜି, ମାଡି ବସିଲା ପ୍ରଶାସନ

ବ୍ରହ୍ମପୁର: କରୋନା କଟକଣାରେ ଲୁଚାଛପା ଚାଲିଥିବା ବାହାଘର ଭୋଜି । ମାଡି ବସିଲା ପ୍ରଶାସନ । ବାହାଘର ପାଇଁ କେବଳ ୫୦ ଲୋକଙ୍କ ଅନୁମତି ରହିଛି । ହେଲେ ବାହାଘରରେ ଡକାଯାଇଥିଲା ଦେଢ଼ ହଜାର ଲୋକ । ଏଥିପାଇଁ ଚାଲିଥିଲା ରୋଷେଇ । ହେଲେ ଠିକ ସମୟରେ ଖବର ପାଇ ଗାଁରେ ପହଁଚିଥିଲା । କଟକଣା ଉଲ୍ଲଂଘନ…

ମିଳିତ ଭାବେ ରେଡ୍‌ କରିବେ ପୋଲିସ ଓ ଡ୍ରଗ୍‌ସ କଣ୍ଟ୍ରୋଲର: କୋଭିଡ୍‌ ଔଷଧ ଏବଂ ଅନ୍ୟ ଜରୁରୀ ସାମଗ୍ରୀର କଳାବଜାର…

କେନ୍ଯୁଜ୍: କୋଭିଡ୍‌ ଔଷଧ ଏବଂ ଏସମ୍ପର୍କିତ ଅନ୍ୟ ଜରୁରୀ ସାମଗ୍ରୀର କଳାବଜାର ରୋକିବାକୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ । ପୋଲିସ ଓ ଡ୍ରଗ୍‌ସ କଣ୍ଟ୍ରୋଲର ଉଭୟ ମିଳିତ ଭାବେ ରେଡ୍‌ କରିବେ । ଜଏଣ୍ଟ ଫ୍ଲାଇଂ ସ୍କ୍ଵାଡ୍‌, ସର୍ଭିଲାନ୍‌ସ ଟିମ୍‌, କ୍ରାଇମ୍‌ ବ୍ରାଞ୍ଚରେ ସ୍ପେସାଲ ଟାକ୍‌ସ ଫୋର୍ସ…

କଟକ କାନପୁର ପଥର ଖାଦାନ ଉପରେ ଭିଜିଲାନ୍ସ ଚଢଉ: ଗୋଟିଏ ଜେସିବି, ୭ଟି ପାଓ୍ଵାର ଟ୍ରିଲର ସମତେ ବିଭିନ୍ନ ଯନ୍ତ୍ରାଂଶ ଜବତ

ଚୌଦ୍ବାର: କାନପୁର ପଥର ଖାଦାନ ଉପରେ ଭିଜିଲାନ୍ସ ଚଢଉ । ଗୋଟିଏ ଜେସିବି, ୭ଟି ପାଓ୍ଵାର ଟ୍ରିଲର ସମତେ ବିଭିନ୍ନ ଯନ୍ତ୍ରାଂଶ ଜବତ ହୋଇଛି । କଟକ ବନଖଣ୍ଡ ଡାଳିଯୋଡା ବନାଞ୍ଚଳ ଟାଙ୍ଗୀ ଥାନା ଛଘରିଆ ଆଦିବାସୀ ସାହିଠାରେ ଥିବା ପଥର ଖାଦାନରେ ଚଢଉ ହୋଇଛି । ଗତକାଲି ବିଳମ୍ବିତ ରାତିରେ କଟକ…

କୁଚିଣ୍ଡା ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢାଉ, ୪୪ଟି ଦୋକାନରୁ ୮ହଜାର ୪ଶହ ଟଙ୍କା ଜରିମାନ ଆଦାୟ

କୁଚିଣ୍ଡା : ଖାଦ୍ୟ ଓ ମାଦକ ଦ୍ରବ୍ୟ ଦୋକାନ ଉପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢାଉ । କୁଚିଣ୍ଡା ଥାନା ଅଞ୍ଚଳରେ ଥିବା ବିଭିନ୍ନ ଦୋକାନରେ ଚଢାଉ କରାଯାଇଛି । ଚଢଉ ବେଳେ ୪୪ଟି ଦୋକାନରୁ ୮ହଜାର ୪ଶହ ଟଙ୍କା ଜରିମାନ ଆଦାୟ କରାଯାଇଛି । ୭ଟି ହୋଟେଲରେ ଚଢାଉ କରାଯାଇ ୨ ହଜାର ୮ଶହ ଟଙ୍କା…

ବଲାଙ୍ଗୀର ୱେସ୍କୋ ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍, ସୁନା ବିସ୍କୁଟ ସହ ନଗଦ ୧୬ ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର : ଆକାଉଣ୍ଟାଣ୍ଟଙ୍କ ଘରୁ ସୁନା ବିସ୍କୁଟ ଜବତ । ଭିଜିଲାନ୍ସ ଜାଲରେ ବଲାଙ୍ଗୀର ୱେସ୍କୋ ଆକାଉଣ୍ଟାଣ୍ଟ । ୱେସ୍କୋ ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଚଢାଉ ବେଳେ ସୁନା ବିସ୍କୁଟ ସହ ନଗଦ ୧୬ ଲକ୍ଷ ଟଙ୍କା ଜବତ ହୋଇଛି ।

ଜଟଣୀ ତହସିଲର ବିଭିନ୍ନ ଅଞ୍ଚଳରେ ବେଆଇନ୍ ପଥର,ବାଲି ଓ ମୋରମ ଚୋରା ଚାଲାଣ ବେଳେ ଚଢାଉ, ୨୦ଟି ଗାଡି ଜବତ

ଜଟଣୀ: ବେଆଇନ ପଥର,ବାଲି ଓ ମୋରମ ଚୋରା ଚାଲାଣ ବେଳେ ଚଢାଉ। ଜଟଣୀ ତହସିଲର ବିଭିନ୍ନ ଅଞ୍ଚଳର ଚଢାଉ କରି ବେଆଇନ ଚୋରା ଚାଲାଣ ହେଉଥିବା ଲଘୁଜ ଖଣିଜ ପଦାର୍ଥ ନେଉଥିବା ୨୦ଟି ଗାଡିକୁ ଜବତ କରାଯାଇଛି। ଜଟଣୀ ତହସିଲ ଅଧୀନ ପିତାପଲ୍ଲୀ, ଗଙ୍ଗପଡ଼ା ଓ ଜଟଣୀ ଆଖପାଖ ଅଞ୍ଚଳରେ ୩ଟି ଟିମ୍‌ ଗଠନ କରି…

କଟକ ବାହ୍ମଣପଡା ଗାଁରେ ବେଆଇନ୍‌ ଜର୍ଦ୍ଦା କମ୍ପାନି ଉପରେ ଚଢାଉ : ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଯନ୍ତ୍ରାଂଶ ଜବତ, ୯…

ଚୌଦ୍ବାର : କଟକ ଜିଲ୍ଲା ଟାଙ୍ଗୀ ଥାନା ନପଙ୍ଗ ପଞ୍ଚାୟତ ବାହ୍ମଣପଡା ଗାଁରେ ବେଆଇନ୍‌ ଜର୍ଦ୍ଦା କମ୍ପାନି ଉପରେ ଚଢାଉ। ଏହି ସମୟରେ ୯ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଏକ ଘରେ ବେଆଇନ୍‌ ଜର୍ଦ୍ଦା କମ୍ପାନୀ ଚାଲିଥିଲା । ବିଶେଷ ସୁତ୍ରରୁ ଖବର ପାଇ ବିଳମ୍ବିତ ରାତୀରେ ଟାଙ୍ଗୀ…

ଲକ୍‌ଡାଉନରେ ରାଜଧାନୀରେ ଖୁଲମଖୋଲା ଚୋରା ମଦ କାରବାର: କଟକ ରୋଡ଼ରେ ଥିବା ରେନ୍‌ ବାର୍‌ରେ ଚଢାଉ, ଲକ୍ଷାଧିକ ଟଙ୍କାର ମଦ…

ଭୁବନେଶ୍ବର: ଲକ୍‌ଡାଉନରେ ରାଜଧାନୀରେ ଖୁଲମଖୋଲା ଚୋରା ମଦ କାରବାର । କଟକ ରୋଡ଼ରେ ଥିବା ରେନ୍‌ ବାର୍‌ରେ ଚାଲିଥିବା ଏହି ଚୋରା କାରବାର। ଏନେଇ ଖବର ପାଇବାପରେ ଚଢାଉ କରିଥିଲା କମିଶନରେଟ୍‌ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ମଦ ଜବତ ହୋଇଛି । ବିଭିନ୍ନ ଦାମୀ…