Below header
Browsing Tag

raid

ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO, ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ୬ଟି ସ୍ଥାନରେ କରାଯାଉଛି ରେଡ୍‌

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO । ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଗଣେଶ୍ୱର କଅଁରଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ନବରଙ୍ଗପୁର ସ୍ଥିତ ଭଡ଼ାଘର ସହ ଭୁବନେଶ୍ବର,ଗଜପତି ସମେତ ମୋଟ ୬ଟି ସ୍ଥାନରେ ରେଡ୍‌ କରାଯାଉଛି । ୧୦ଟି ଟିମ ରେଡରେ ସାମିଲ ହୋଇଛନ୍ତି । ଗତ ୩ମାସରେ…

ଇନ୍‌କମ୍‌ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଧାମରା କରଣପଲ୍ଲୀର ଶୀତଳ ସେଲ୍ସରେ ଆୟକର ଚଢ଼ାଉ

ଭଦ୍ରକ : ଭଦ୍ରକ ଧାମରା କରଣପଲ୍ଲୀରେ ଶୀତଳ ସେଲ୍ସରେ ଆୟକର ଚଢ଼ାଉ । ଇନ୍‌କମ୍‌ ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ଚଢ଼ାଉ କରିଛି । ଚଢାଉରେ ସାମିଲ ହୋଇଥିଲେ କଟକର ୩ ଜଣିଆ ଟିମ୍‌ ସହ ୧୫ ଜଣ ଅଫିସର । ଶୀତଳା ସେଲ୍ସ ଏଣ୍ଡ ସପ୍ଲାଏ ରଡ୍‌, ସିମେଣ୍ଟ ଗୋଦାମ, ଗ୍ୟାସ ଡିପୋ, ପେଟ୍ରୋଲ ପମ୍ପ…

ରାଉରକେଲା: ସେଣ୍ଟ୍ରାଲ ଏକ୍ସାଇଜ୍‌ ଡେପୁଟୀ କମିଶନର ଆସିଫ୍‌ ଜମାଲଙ୍କ ଘରେ ସିବିଆଇ ରେଡ୍‌

ରାଉରକେଲା : ସେଣ୍ଟ୍ରାଲ ଏକ୍ସାଇଜ୍‌ ଡେପୁଟୀ କମିଶନର ଆସିଫ୍‌ ଜମାଲଙ୍କ ଘରେ ସିବିଆଇ ରେଡ୍‌ । ରାଉରକେଲା ସେକ୍ଟର 6, C/81 ଘରେ ଚଢାଉ କରାଯାଇଛି । ରାଞ୍ଚିରୁ ଆସିଥିବା ଟିମ୍‌ ଚଢାଉରେ ସାମିଲ ହୋଇଛନ୍ତି । ଜମାଲ ଏହା ପୂର୍ବରୁ ମୁମ୍ବାଇରେ କଷ୍ଟମ ବିଭାଗରେ କାମ କରୁଥିବା ଜଣାପଡ଼ିଛି । କଷ୍ଟମ…

କଟକ: ଦୀପାବଳି ପୂର୍ବରୁ ବେଆଇନ ବାଣ ଗୋଦାମରେ ଚଢ଼ାଉ, ୫ ଲକ୍ଷରୁ ଅଧିକ ଟଙ୍କାର ବିସ୍ଫୋରକ ଜବତ

କଟକ(କେନ୍ୟୁଜ୍): ଦୀପାବଳି ପୂର୍ବରୁ ବେଆଇନ ବାଣ ଗୋଦାମରେ ଚଢ଼ାଉ । କଟକ ଜଗତପୁର ଥାନାର ହାତୀକଣା, ତ୍ରିଲୋଚନପୁର ଓ ଇସଲାମପୁରରେ ଚଢାଉ କରିଛି ପୋଲିସ । ୫ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି । ସେହିପରି ବାଣ ତିଆରିରେ ବ୍ୟବହୃତ ୯କେଜି ଗନ ପାଉଡର, ୪ କୋଜି ପଟାସ, ବାରୁଦ, ଲୁହାଗୁଣ୍ଡ…

ମଧ୍ୟପ୍ରଦେଶ: IT ରେଡରେ ଧରାପଡ଼ିଛି ବେଆଇନ ୨୮୧ କୋଟି ଟଙ୍କା, ରାଜନୈତିକ ଦଳକୁ ୨୦ କୋଟି ଦେଇଥିବା ସନ୍ଦେହ

ଦିଲ୍ଲୀର ଆୟକର ଟିମ୍ ଦ୍ବାରା ମଧ୍ୟପ୍ରଦେଶ ସହିତ ତିନୋଟି ରାଜ୍ୟରେ ପାଖାପାଖି ୫୦ଟି ଯାଗାରେ ରେଡ କରାଯାଇ ଏକ ମାମଲା ସାମ୍ନାକୁ ଆସିଛି। ଏଥିରେ ୨୮୧ କୋଟି ବେଆଇନ ଟଙ୍କା ଧରାପଡ଼ିଛି। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ (ସିବିଡିଟି) ର ମତ ଅନୁଯାୟୀ ରାଜନୀତି, ବ୍ୟବସାୟ ଏବଂ ସରକାରୀ…

ପୁରୀ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢ଼ାଉ

ପୁରୀ : ପୁରୀ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢ଼ାଉ । ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଯୋଗାଣ ବିଭାଗ ଏବଂ ମାପ ଓଜନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି । ସତ୍ୟବାଦୀ ସ୍ଥିତ ରିଆ ଗ୍ୟାସ୍‌ ଏଜେନ୍ସିରେ ଅନିୟମିତତା ଯୋଗୁଁ ମାପ ଓଜନ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ଜୟପୁର NH ଡିଭିଜନ ନିର୍ବାହୀ ଯନ୍ତ୍ରୀ : ନଗଦ ୬ ଲକ୍ଷ ଟଙ୍କା ସହ ବହୁ ଅଳଙ୍କାର ଜବତ

ଭୁବନେଶ୍ବର (କେନ୍ଯୁଜ୍ ) : ଜୟପୁର ଏନଏଚ ଡିଭିଜନର ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡାଙ୍କ ଠାରୁ ବେଆଇନ ଭାବେ ୩ ଲକ୍ଷ ୮୯ ହଜାର ୧୭୫ ଟଙ୍କା ଜବତ କରିଛି । ଭୁବନେଶ୍ୱର ଆଠ ନମ୍ବର ଡିଏଭି ସ୍କୁଲ ପାଖରେ ଭିଜିଲାନ୍ସ ତାଙ୍କୁ ଧରିଛି । ଯାହାର ସେ ହିସାବ ଦେଇପାରିନଥିଲେ । ଏହାପରେ ଭୁବନେଶ୍ୱର…

କଟକ ଭିଜିଲାନ୍ସଙ୍କ ହାତରୁ ଗିରଫ ହୋଇ ଚୌଦ୍ୱାର ଜେଲରେ ଢେଙ୍କାନାଳର କୋଟିପତି ଆରଟିଓ

କଟକ: ଚୌଦ୍ୱାର ଜେଲରେ ଢେଙ୍କାନାଳର କୋଟିପତି ଆରଟିଓ ବସନ୍ତ କୁମାର ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ କୋର୍ଟରେ ହଜାର କରାଯାଇଥିଲା। ତାଙ୍କୁ ଚୌଦ୍ୱାର ଜେଲକୁ ପଠାଯାଇଛି। ଆଜି ତାଙ୍କର ଜାମିନ ଶୁଣାଣି ହୋଇପାରେ।…

ଗ୍ୟାଙ୍ଗଷ୍ଟର ଟିଟୋ ଘରେ କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟର ଟିଟୋ ଘରେ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍। ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ମାମଲାର ତଦନ୍ତ କରିବ ଟିମ୍। ଏହାସହ ଆର୍ଥିକ କାରବାରର ମଧ୍ୟ ଖୋଳତାଡ କରାଯିବ। ବର୍ତ୍ତମାନ ଟିଟୋର ଦିଲାରପୁର ଘର ସମେତ ୬ଟି ସ୍ଥାନରେ ରେଡ ଚାଲିଛି। ଏସଟିଏଫ ଏସପି ସତ୍ୟଜିତ୍ ନାୟକଙ୍କ…

ଢେଙ୍କାନାଳ : ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ : ପୁଣି ଜଣେ ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରାଙ୍କ ଘରେ ଚଢାଉ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । କଟକରେ ୨ଟି ଓ ଭୁବନେଶ୍ୱରର ଗୋଟିଏ ସ୍ଥାନରେ…