Browsing Tag

Railway Minister Ashwini Vaishnab

ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର : ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅଶ୍ବିନୀ ବୈଷ୍ଣବଙ୍କ ସହ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ। ଦର୍ଶନ ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସି…

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ବିଜେଡି ନେତା ତଥା ଓଲିଉଡ୍ ଷ୍ଟାର ଅରିନ୍ଦମ

କଟକ (କେନ୍ୟୁଜ) : ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ବିଜେଡି ନେତା ତଥା ଓଲିଉଡ୍ ଷ୍ଟାର ଅରିନ୍ଦମ ରାୟ । ଅରିନ୍ଦମ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧବଳେଶ୍ବରରେ ଭେଟିବା ଓ ରୁଦ୍ଧଦ୍ବାର ବୈଠକରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ହେବାରେ ଲାଗିଛି । କଟକର କୌଣସି ଆସନରୁ…

ନୂଆ ରଙ୍ଗରେ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ, ତ୍ରିରଙ୍ଗାରୁ ନିଆଯାଇଛି ରଙ୍ଗ

ରେଳ ବିଭାଗ ତରଫରୁ ଗୋଟିଏ ପରେ ଗୋଟିଏ ବନ୍ଦେ ଭାରତ ଟ୍ରେନ ଲଞ୍ଚ କରାଯାଉଛି । ଏହା ସହିତ ଅନେକ ଫିଡ୍‌ବ୍ୟାକକୁ ନେଇ ବନ୍ଦେ ଭାରତ ଟ୍ରେନରେ ବିଭିନ୍ନ ପରିବର୍ତ୍ତନ କରାଯାଉଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇଣ୍ଟିଗ୍ରାଲ କୋଚ ଫାକ୍ଟ୍ରି ପରିଦର୍ଶନ କରି ବନ୍ଦେ ଭାରତ ଏକ୍ସପ୍ରେସର…

କୁମ୍ଭ ମେଳା ପାଇଁ ଚାଲିବ ୮୦୦ରୁ ଅଧିକ ସ୍ପେଶାଲ ଟ୍ରେନ, ଯୋଗଦେବେ ୧୫ କୋଟିରୁ ଅଧିକ ଯାତ୍ରୀ

ବିଶ୍ୱ ପ୍ରଶିଦ୍ଧ କୁମ୍ଭ ମେଳା ପାଇଁ ଚାଲିଛି ପ୍ରସ୍ତୁତି । ଏନେଇ ଭାରତୀୟ ରେଳ ବିଭାଗ ତରଫରୁ ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । ଯାତ୍ରୀ ମାନଙ୍କ ସୁବିଧା ପାଇଁ ରେଳ ବିଭାଗ ସ୍ପେଶାଲ ଟ୍ରେନ ଚଳାଇବା ପାଇଁ ଯୋଜନା କରିଛି । ଦେଶର କୋଣ ଅନୁକୋଣରୁ ଯାତ୍ରୀଙ୍କୁ କୁମ୍ଭ…

ମୃତକଙ୍କ ପରିବାରକୁ ଦିଆଯିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି, ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କେନ୍ୟୁଜ୍(ବ୍ୟୁରୋ): ଦୁର୍ଘଟଣାସ୍ଥଳକୁ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଭୁବନେଶ୍ୱର ଓ କୋଲକାତାରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଡିଆରଏଫ, ରାଜ୍ୟ ସରକାରଙ୍କ ଉଦ୍ଧାରକାରୀ…

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ପରିବହନ ମନ୍ତ୍ରୀ : ୩ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ କଲେ…

(କେନ୍ୟୁଜ): ବନ୍ଦେ ଭାରତ ଏକ୍ସପ୍ରେସ୍‌ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଚିଠି । ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ପାଇଁ ଦାବ କରିଛନ୍ତି । ପୁରୀରୁ ହାୱଡା, ପୁରୀରୁ ରାୟପୁର ଓ ଭୁବନେଶ୍ୱରରୁ ହାଇଦ୍ରାବାଦ ବନ୍ଦେ ଭାରତ ଟ୍ରେନ ଚଳାଚଳ…

ଟ୍ରାକରେ ଗଡ଼ିଲା ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ଟ୍ରେନ, ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଉଦ୍‌ଘାଟନ କଲେ…

ଭୁବନେଶ୍ୱର (କେନ୍ୟୁଜ):  ଭୁବନେଶ୍ୱରରୁ ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ଟ୍ରେନ ରେକ ପ୍ରଚଳନର ଶୁଭାରମ୍ଭ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଟ୍ରେନ ଭୁବନେଶ୍ୱରରୁ ବିଳାସପୁର ଯାତ୍ରା କରିଛି । ବିଶେଷଭାବେ କୋଇଲା ପରିବହନ ପାଇଁ ଆଲୁମିନିୟମ ରେକ୍‌ର ବ୍ୟବହାର ହେବ ।…

ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା : ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱର ରେଳ ଷ୍ଟେସନର ନବକଳେବର ହେବ । ରେଲେଓ୍ଵ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ । ପ୍ଲାନିଂ, ଡିଜାଇନ୍‌ ସହ ଟେଣ୍ଡର କାମ ଶେଷ ହୋଇଛି । ଖୁବଶୀଘ୍ର ଭୂମି ପୂଜନ ଆରମ୍ଭ ହେବ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଆଜି ଏହାର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ।…