ରେଳ ବିଭାଗ ତରଫରୁ ପାନ-ଆଧାର କାର୍ଡ ତିଆରି ପାଇଁ ଆରମ୍ଭ ହେଲା ହେଲ୍ପ ସେଣ୍ଟର, ଦିଆଯିବ ସମସ୍ତ ସୁବିଧା
ଭାରତୀୟ ରେଳ ବିଭାଗରେ କମନ ସର୍ଭିସ ସେଣ୍ଟର ଆରମ୍ଭ ହେବାକୁ ଯାଉଛି। ଏହାକୁ railwire sathi kiosk ନାମ ଦିଆଯାଇଛି। ଏଠାରେ ଯାତ୍ରୀ ମାନଙ୍କ ପାଖରେ ଆଧାର ଏବଂ ପାନ କାର୍ଡ ନଥିଲେ ରେଳ ବିଭାଗର ଏହି ସେଣ୍ଟରରେ ଖୁବ ସହଜରେ କାଡ ର୍ ବନାଇପାରିବେ।
ଦେଶର ସବୁଠୁ ଜରୁରୀ କାଗଜ ହେଉଛି ଆଧାର ଓ…