Browsing Tag

rain

ଦୁନିଆର ଏକମାତ୍ର ଗାଁ ଯେଉଁଠାରେ ହୁଏନାହିଁ ବର୍ଷା, ଜାଣନ୍ତୁ କଣ ରହିଛି କାରଣ

(କେନ୍ୟୁଜ ବ୍ୟୁରୋ): ଦୁନିଆରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ବହୁତ କମ ବର୍ଷା ହୋଇଥାଏ । ଏହା ବ୍ୟତୀତ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଲଗାତାର ବର୍ଷା ହୋଇଥାଏ । ଭାରତର ମେଘାଳୟ ରାଜ୍ୟରେ ସର୍ବାଧିକ ବର୍ଷା ହେଉଥିବାର ରେକର୍ଡ କରାଯାଇଛି । କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ଅଛି…

ବର୍ଷ ଛାଡୁନି, ଆଇପିଏଲ୍‌ ଫାଇନାଲ୍‌ ହେବ କେମିତି, ଜାଣନ୍ତୁ କଣ ରହିଛି ବିକଳ୍ପ

ଅହମଦାବାଦ : ଆଇପିଏଲ୍‌୍‌ର ଶେଷ ରୋମାଞ୍ଚରେ ପ୍ରତିବନ୍ଧକ ସାଜିଛି ବର୍ଷା । ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଗ୍ରାଣ୍ଡ ଫିନାଲେ ଆରମ୍ଭ ହୋଇ ପାରିନାହିଁ । ଏମିତିକି ଏପର୍ଯ୍ୟନ୍ତ ଟସ୍‌ ପଡ଼ି ପାରି ନାହିଁ । ତେବେ ଆଇପିଏଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ସ୍ପଷ୍ଟ କରାଯାଇଛି କି…

ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ: ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଖରାର ପ୍ରକୋପ ଜାରି। ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲେ ବି ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ସମ୍ବଲପୁରରେ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ…

ଆଜି ୪ ଜିଲ୍ଲାକୁ ‘ ହିଟ୍‌ ୱେଭ୍‌’ ଆଲର୍ଟ, ଆସନ୍ତା ୧୬ ତାରିଖରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳିବ ସାମାନ୍ୟ ତ୍ରାହି । ଆସନ୍ତା ୧୬ ତାରିଖରୁ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ଆକଳନ କରିଛି। ତେବେ ୧୫ ତାରିଖ ଯାଏ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଆଜି ୪ ଜିଲ୍ଲାକୁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର,…

ଆସନ୍ତା ୨ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା : ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ଜନିତ ବର୍ଷା । ସକାଳୁ ଖରା ଗୁଳୁଗୁଳି ଅନୁଭୁତ ହେଉଥିବା ବେଳେ ଅପରାହ୍ନ ସମୟରେ ଘୋଟିଆସୁଛି କଳାହାଣ୍ଡିଆ ମେଘ । ଆସନ୍ତା ୨ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ଏହିଭଳି ବର୍ଷା ହେବ। ୧୦ ତାରିଖ ପାଇଁ କାଳବୈଶାଖୀ ଜନିତ ବର୍ଷାକୁ…

ଗୋଟିଏ ନଯାଉଣୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼ ! ୨୯ ରୁ ପୁଣି ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଗୋଟିଏ ନଯାଉଣୁ ଆଉ ଗୋଟିଏ ପଶ୍ଚିମା ଝଡ଼ ସୃଷ୍ଟି ହେଉଛି । ୨୯ରୁ ପୁଣି ଏକ ପଶ୍ଚିମା ଝଡ଼ !। ଆସନ୍ତା ୨୯ ତାରିଖ ରାତିରୁ ପୁଣି ଏକ ପଶ୍ଚିମା ଝଡ଼ ସମ୍ଭାବନା। ଏହି ଝଡ଼ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।…

ଆସନ୍ତା ଦୁଇ ଦିନ ଯାଏ ଝଡ଼ ବର୍ଷା, ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ଦୁଇ ଦିନ ଯାଏ ଝଡ଼ ବର୍ଷା ହେବ । ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡ଼ିକ ହେଲା…

ପଶ୍ଚିମା ଝଡ଼ର ପ୍ରଭାବ: ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ! ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ। ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ଚେତାବନୀ ଜାରି ରହିଛି। ଆଜି ପାଇଁ ବିଜୁଳି ଓ ଘଡ଼ଘଡ଼ି ନେଇ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କିଛି କିଛି…

ଆଜିଠୁ ରାଜ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା, ୧୨ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମାଝଡ଼ ପ୍ରଭାବରେ କାଲିଠୁ ପାଗ ମେଘୁଆ ରହିଥିବାବେଳେ ଆଜିଠୁ ବର୍ଷା ହେବା ସହ ୪୦ରୁ ୫୦ କିମି ବେଗରେ ପବନ ବି ବହିବ । ଏଭଳି ପାଗ ୧୮ ତାରିଖ ଯାଏଁ ଲାଗି ରହିବ ବୋଲି ପାଣିପାଗ…

ତାତିରୁ ମିଳିବ ତ୍ରାହି : ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ୫ ଦିନ ଧରି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳିବ ତ୍ରାହି। ଆସୁଛି ପଶ୍ଚିମା ଝଡ଼। ଆଜିଠୁ ରାଜ୍ୟରେ ୫ ଦିନ ଧରି ବର୍ଷିବ। ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଉପକୂଳ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୬, ୧୭, ୧୮ରେ ରାଜ୍ୟର ସମସ୍ତ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା…

ତାତିରୁ ମିଳିବ ମୁକ୍ତି: ହୋଲିରେ ଭିଜିବ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳିବ ମୁକ୍ତି । ହୋଲିରେ ଭିଜିବ ଓଡ଼ିଶା। କାରଣ ଆଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲା ହାଲୁକା ବର୍ଷାରେ ଓଦା ହେବ। ଏନେଇ ସୂଚନା ଦେଇଛି…

ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ, ମୌସୁମୀ ସିିଜିନରେ ଜୁନ ୧ରୁ ଆଜି ସୁଦ୍ଧା ୧୧୫୩.୩ ମିମି ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ରାଜ୍ୟରେ କମିବ ଲଘୁଚାପ ପ୍ରଭାବ। କମିବ ବର୍ଷାର ପରିମାଣ ଓ ବସ୍ତତି। ମୌସୁମୀ ସିିଜିନରେ ରାଜ୍ୟରେ ଜୁନ ୧ରୁ ଆଜି ସୁଦ୍ଧା ରେକର୍ଡ ହୋଇଛି ୧୧୫୩.୩ ମିଲିମିଟର ବର୍ଷା । ଯାହାକି ସ୍ୱାଭାବିକ ବର୍ଷା ୧୦୯୯.୯ ମିଲିମିଟର ତୁଳନାରେ ୫ ପ୍ରତିଶତ ଅଧିକ । କନ୍ଧମାଳ…