Browsing Tag

rajstan

ଟାଙ୍କିରେ ପକାଇ ୪ ଛୁଆଙ୍କ ଜୀବନ ନେଲା ମା’, ନିଜେ ବି ଜୀବନ ହାରିବା ପାଇଁ କରିଥିଲା ଚେଷ୍ଟା

ରାଜସ୍ଥାନ ବାଡ଼ମେର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମା’ ନିଜ ୪ ଛୁଆଙ୍କୁ ପାଣି ଟାଙ୍କିରେ ପକାଇବା ଭଳି ଘଟଣା ସାମ୍ନାକୁ ଆସିଛି । ପରେ ନିଜେ ବି ପାଣି ଟାଙ୍କିକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ୪ ପିଲା ପାଣିରେ ବୁଡ଼ି ସେମାନଙ୍କ ଜୀବନ ଯାଇଛି ।…

ଯୁବକ ଗିଳିଦେଲେ ଛୁଞ୍ଚି, ଲୁହା କଣ୍ଟା ଓ ନଟ-ବୋଲ୍ଟ, ମାନସିକ ସ୍ତରରେ ଦୁର୍ବଳ ହୋଇ କଲେ ଏମିତି କାଣ୍ଡ

ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ ନଖ, ଦଶଟି ଲୁହା କଣ୍ଟା, ଆଠଟି ଛୁଞ୍ଚି, ଲୁହା ର ନଟ୍‌ ବୋଲ୍ଟ ଏବଂ ଚାବି ବାହାର କରିଥିବା ଜଣା ପଡ଼ିଛି । ଏହି ଯୁବକ ଜଣଙ୍କ ହରିୟାଣାର…

ଟଙ୍କା ଲୁଟିବା ପାଇଁ ମାମୁଁ ଆକାଉଣ୍ଟକୁ ଟାର୍ଗେଟ କଲା ଭଣଜା, ଲୁଟି ନେଲା ୭୫ ଲକ୍ଷ

ଅନଲାଇନ୍‌ ଗେମର ନିଶା ଯୁବପିଢ଼ିଙ୍କୁ ଏମିତି ଲାଗିଛି ଯେ ସେମାନେ ଏଥିପାଇଁ ଅପରାଧ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଅନଲାଇନ ଗେମ ପାଇଁ ଅନେକ ଅପରାଧର ଖବର ବାରମ୍ବାର ସାମ୍ନାକୁ ଆସୁଛି । ସମାନ ଭାବେ ନିକଟରେ ଜଣେ ଯୁବକ ଏହି ଅନଲାଇନ ଗେମ ପାଇଁ ନିଜ ମାମୁଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା…

ଏହି ମନ୍ଦିରର ପ୍ରସାଦକୁ ଲୁଟ୍‌ କରନ୍ତି ଆଦିବାସୀ, ୩୫୦ ବର୍ଷ ପୁରୁଣା ପରମ୍ପରା

ଦୀପାବଳିର ପର୍ବ ସମଗ୍ର ଦେଶରେ ଧୁମଧାମରେ ପାଳିତ ହୋଇ ଶେଷ ହୋଇଛି । କିନ୍ତୁ ଦୀପାବଳିର ଏତେ ଦିନ ପରେ ମଧ୍ୟ ରାଜସ୍ଥାନ ମେଓ୍ଵାଡ଼ର ପରମ୍ପରା ଅନୁସାରେ ଏଠାରେ ଦୀପାବଳି ପର୍ବ ଏବେ ବି ପାଳିତ ହେଉଥିବାର ଦେଖାଯାଇଛି । ଦୀପାବଳି ଉପଲକ୍ଷେ ଦେଶର ପ୍ରସିିଦ୍ଧ ମନ୍ଦିର ମେଓ୍ଵାଡ଼ର କୃଷ୍ଣଧାମ ଶ୍ରୀନାଥ…

ରାଜସ୍ଥାନରେ ପୁଣି ସଂକଟରେ କଂଗ୍ରେସ, ୮୩ ବିଧାୟକ ଦେବେ ଇସ୍ତଫା

ନୂଆଦିଲ୍ଲୀ : ରାଜସ୍ଥାନ ରାଜନୀତିରେ ହାଇଡ୍ରାମା । ରାଜସ୍ଥାନ କଂଗ୍ରେସରେ ପୁଣି ଦେଖାଦେଇଛି ସଂକଟ । ଇସ୍ତଫା ଦେବେ ଗେହଲଟଙ୍କ ସମର୍ଥକ। ମୁଖ୍ୟମନ୍ତ୍ରୀ ଗେହଲଟ ଗୋଷ୍ଠୀର ୮୩ ବିଧାୟକ ଇସ୍ତଫା ଦେବେ । କଂଗ୍ରେସ ବିଧାୟକ ଦଳ ବୈଠକ ପୂର୍ବରୁ ସୃଷ୍ଟି ହୋଇଛି ବଡ଼ ସଂକଟ । ଆଜି କଂଗ୍ରେସ ବିଧାୟକ ଦଳ…

ଯେଉଁ ସମସ୍ୟାର ସମାଧାନ ସରପଞ୍ଚ କିମ୍ବା ପୋଲିସ କରିପାରିଲେନି, ନିରୀହ ପଶୁ ନିଜକୁ ନ୍ୟାୟ ଦେଇ ସମସ୍ତଙ୍କୁ କଲା…

ରାଜସ୍ଥାନର ଉଦୟପୁରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯାହା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ସମସ୍ୟାର ସମାଧାନ ଗାଁ ସରପଞ୍ଚ ଏବଂ ପୋଲିସ କରିପାରିଲେନି ସେତେବେଳେ ନିରୀହ ପଶୁଟି ନିଜକୁ ନ୍ୟାୟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଉଦୟପୁର ବଲ୍ଲଭନଗର ତହସିଲ ଖେରୋଡା…

ସାମାଜିକ ଦୂରତାର ଶିକ୍ଷା ଦେଉଛି ମୟୂର, ଯାହାକୁ ଦେଖି ମଣିଷ ମଧ୍ୟ ଶିଖିବା ଉଚିତ

କରୋନା ଭାଇରସ ସହ ଲଢ଼ିବା ପାଇଁ ଆମ ପାଖରେ ସାମାଜିକ ଦୂରତା ବ୍ୟତୀତ ଅନ୍ୟ କୋୖଣସି ବିକଳ୍ପ ନାହିଁ। ଯେପର୍ଯ୍ୟନ୍ତ ଏହି ଭାଇରସର କୌଣସି ଔଷଧ ମିଳିନାହିଁ ସେ ପର୍ଯ୍ୟନ୍ତ ଏହା ହେଉଛି ଆମର ଔଷଧ। ତଥାପି କିନ୍ତୁ ଲୋକମାନେ ସଚେତନ ନହୋଇ ଲକଡାଉନରେ ନିୟମ ଉଲ୍ଲଂଘନ କରି ନିଜ ସହ ଆଖପାଖରେ ଥିବା…

ପିଶାଚିନୀ ମା: ନିଜ ୪ ବର୍ଷର ପୁଅକୁ ପାଣି ଟାଙ୍କିରେ ବୁଡାଇ କଲା ହତ୍ୟା

ରାଜସ୍ଥାନ : ଦୁନିଆର ସବୁଠୁ ନିରାପଦ ସ୍ଥାନ ହେଉଛି ମା’ର କୋଳ। ମା’ଠାରୁ ଦୁନିଆରେ ଆଉ କେହି ନିଜର ନାହାନ୍ତି। କିନ୍ତୁ ମା’ ଏଠି ସନ୍ତାନର ଶତ୍ରୁ ପାଲଟି ଯାଉଛି। ନିଜ ଜନ୍ମକଲା ସନ୍ତାନର ଜୀବନ ନେଉଛି। ରାଜସ୍ଥାନର ଜିଲ୍ଲାର ଶିକର ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ସ୍ୱାମୀ ସ୍ତ୍ରୀଙ୍କ…

ରାଜସ୍ଥାନରେ ପ୍ରବଳ କୁଆପଥର ବର୍ଷା, ଫସଲ ନଷ୍ଟ

ରାଜସ୍ଥାନ : ମରୁଭୂମିରେ ବର୍ଷା ହେବା ଆଶ୍ଚର୍ଯ୍ୟର କଥା । କିନ୍ତୁ ଯଦି ଏହି ବର୍ଷାରେ କୁଆପଥର ପଡେ ତେବେ କ’ଣ ହେବ। ରାଜସ୍ଥାନର ଜୈସେଲମେର ଅଞ୍ଚଳରେ ଗୁରୁବାର ରାତିରେ ପ୍ରବଳ କୁଆପଥର ବର୍ଷା ହୋଇଥିଲା। ଜୈସେଲମେର ସମେତ ବଦୋରା, ସମ୍‌, ଧନାନା, ପୋଖରନ, ରାମଦେବରା, ମୋନଗଡ ଏବଂ ରାମଗଢ ସମେତ…