Browsing Tag

ranbir alia wedding

ରିଷିକୁ ଶ୍ରଦ୍ଧାଞ୍ଜଳି ଜଣାଇ ଝିଅର ନାମ ବାଛିଛନ୍ତି ଆଲିଆ ଏବଂ ରଣବୀର, ଭାବବିହ୍ଵଳ ହେଲେ ନୀତୁ

ବଲିଉଡର ଷ୍ଟାର କପଲ ଆଲିଆ ଭଟ୍ଟ ଏବଂ ରଣବୀର କପୁର ନିକଟରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ପରେ ଷ୍ଟାର କପଲ ଲଗାତାର ନୂଆ ଅପଡେଟ୍‌ ଦେଉଛନ୍ତି। ଆଲିଆ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ମା’ ହେବାର ଡ୍ୟୁଟି ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି। ଏହାସହିତ ଫ୍ୟାନ୍ସ ଅପେକ୍ଷା କରି…

ଝିଅକୁ ପ୍ରଥମଥର କୋଳରେ ଧରି କାନ୍ଦି ପକାଇଲେ ରଣବୀର, ନିଜ ଖୁସିକୁ ସମ୍ଭାଳିପାରିଲେନି

କପୁର ପରିବାର ଏବଂ ଭଟ୍ଟ ପରିବାରରେ ଏବେ ଖୁସିର ମାହୋଲ । ନଭେମ୍ବର ୬ ତାରିଖରେ ଆଲିଆ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାକୁ ନେଇ ପରିବାର ଠାରୁ ଆରମ୍ଭ କରି ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସି ରହିଛନ୍ତି। ତେବେ ଆଲିଆ ଏବଂ ରଣବୀରଙ୍କ ଝିଅ ଦେଖିବାକୁ କିପରି ଏହାକୁ ନେଇ ସମସ୍ତଙ୍କ ମନରେ…

‘ବ୍ରହ୍ମାସ୍ତ୍ର’ରେ ଗୁରୁ ଭୂମିକାରେ ନଜର ଆସିବେ ବିଗ୍‌ ବି, ସାମ୍ନାକୁ ଆସିଲା ପ୍ରଥମ ଲୁକ୍‌

ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜକୁ ଚାହିଁ ରହିଛନ୍ତି ଫ୍ୟାନ୍ସ। ଫିଲ୍ମରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ମୌନୀ ରଏ ଏବଂ ନାଗାର୍ଜୁନ ଅକ୍କିନେନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ତିନି ଭାଗରେ ରିଲିଜ୍ ହେବ । ଫିଲ୍ମର ପ୍ରଥମ ଭାଗ ଚଳିତ ବର୍ଷ ୯ ସେପ୍ଟେମ୍ବରରେ ରିଲିଜ ହେବ…

ବ୍ରହ୍ମାସ୍ତ୍ର ପାଇଁ ରଣବୀର ଚାର୍ଜ କରିଛନ୍ତି ୩୦ କୋଟି ଟଙ୍କା, ଜାଣନ୍ତୁ ଆଉ କେଉଁ ସେଲିବ୍ରିଟି ନେଉଛନ୍ତିି କେତେ ?

ରଣବୀର କପୁର ଏବଂ ଆଲିଆ ପ୍ରଥମ ଥର ପାଇଁ ଏକାଠି ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଫିଲ୍ମକୁ ଆୟନ ମୁଖାର୍ଜୀ ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମର ବଜେଟ ୩୦୦ କୋଟି ଟଙ୍କା ରହିଛି। ଏହା ୨୦୨୨ର ସବୁଠାରୁ ଅଧିକ ବଜେଟ ଥିବା ଫିଲ୍ମ ମଧ୍ୟରେ ଅନ୍ୟତମ। ଫିଲ୍ମଟି ଏହି ସେପ୍ଟେମ୍ବରରେ ରିଲିଜ…

ବିବାହରେ ରଣବୀରଙ୍କୁ ଶାଶୁ ମା’ ଦେଲେ ୨.୫ କୋଟି ଟଙ୍କାର ଉପହାର, ଆଲିଆ ବାଣ୍ଟିଲେ ଶାଲ୍‌

ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଛନ୍ତି। ଦୁହିଁଙ୍କ ବିବାହର ଫଟୋ ଇଣ୍ଟରନେଟରେ ଭାଇରଲ ହେଉଛି। ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଥିଲେ ରଣବୀର ଏବଂ ଆଲିଆ। ରଣବୀର ବାହାଘରରେ ଆଲିଆଙ୍କୁ ଦେବା ପାଇଁ ବିଦେଶରୁ ଉପହାର ମଗାଇଥିଲେ। ବିବାହରେ ଜ୍ୱାଇଁ ରଣବୀରଙ୍କୁ…

ଆଜି ପଡିବ ରଣବୀର-ଆଲିଆଙ୍କ ହାତଗଣ୍ଠି, ଜାଣନ୍ତୁ କେତେ ବେଳେ ନେବେ ସାତ ଫେରା

କପୁର ପରିବାର ପାଇଁ ଆଜି ସବୁଠାରୁ ଖୁସିର ଦିନ। ଆଜି ଅର୍ଥାତ୍‌ ୧୪ ଏପ୍ରିଲରେ ରଣବୀର କପୁର ପ୍ରେମିକା ଆଲିଆ ଭଟ୍ଟଙ୍କ ମଥାରେ ସିନ୍ଦୁର ଭରିବେ। ବିବାହ ପାଇଁ ସବୁ ପ୍ରସ୍ତୁତି ସରିଛି। ଅତିଥି ତାଲିକା ଠାରୁ ଆରମ୍ଭ କରି ବିବାହ ସ୍ଥଳ ପର୍ଯ୍ୟନ୍ତ ସବୁକିଛି ପ୍ରସ୍ତୁତ। ଆଜି ଦୁହେଁ ଦିନ ୨ଟାରେ…

ଆଲିଆଙ୍କୁ ବିବାହ ଦିନ ସ୍ପେଶାଲ ଉପହାର ଦେବେ ରଣବୀର, ଖାସ୍‌ ଅର୍ଡର ଦେଇ ବିଦେଶରୁ ମଗାଇଛନ୍ତି

ରଣବୀର କପୁର ଏବଂ ଆଲିଆଙ୍କ ବାହାଘର ପାଇଁ ଉତ୍ସବ ଆରମ୍ଭ ହୋଇଗଲାଣି। ଦୁହିଁଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଏପଟେ ରଣବୀର ଆଲିଆଙ୍କ ପାଇଁ ବିଦେଶରୁ ଉପହାର ଅର୍ଡର କରିଛନ୍ତି। ଦୁହିଁଙ୍କ ବିବାହକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଶୁଣିବାକୁ ମିଳିଛି। ଖବର ଅନୁଯାୟୀ,…

ଭାଇରଲ ହେଉଛି ନୀତୁ କପୁର ଏବଂ ରିଷ କପୁରଙ୍କ ୱେଡିଂ କାର୍ଡ, ଏମିତି ହୋଇପାରେ ରଣବୀର ଓ ଆଲିଆଙ୍କ ବିବାହ କାର୍ଡ!

ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ରଣବୀର ଏବଂ ଆଲିଆଙ୍କର ରହିଛି। ଫ୍ୟାନ୍ସ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟ୍‌ ପର୍ଯ୍ୟନ୍ତ ସମସ୍ତେ ବିବାହକୁ ଚାହିଁ ରହିଛନ୍ତି। ଏହା ମଧ୍ୟରେ ଦୁହିଁଙ୍କ ବିବାହ ତାରିଖ ଏବଂ ଅତିଥି ତାଲିକା ସାମ୍ନାକୁ ଆସିଥିବା ବେଳେ ଏବେ ଉଭୟଙ୍କ ୱେଡିଂ କାର୍ଡକୁ ନେଇ…

କେବଳ ଭିକ୍କି-କ୍ୟାଟ୍ରିନା ନୁହେଁ, ଏହି ଡିସେମ୍ବରରେ ରଣବୀର-ଆଲିଆ ବି କରିବେ ବିବାହ! ଆରମ୍ଭ କଲେଣି ପ୍ଲାନିଂ

ବଲିଉଡ୍‌ରେ ଏବେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ବହୁ ଚର୍ଚ୍ଚିତ ସେଲିବ୍ରିଟି ଯୋଡ଼ି ଚଳିତବର୍ଷ ଶେଷ ଆଡ଼କୁ ହାତକୁ ଦି ହାତ ହେବାକୁ ଯାଉଛନ୍ତି। କିଛି ଦିନ ହେବ ଖବର ଆସୁଥିଲା ଯେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ ବିବାହ କରିବାକୁ ଯାଉଛନ୍ତି। ତେବେ ଇତି ମଧ୍ୟରେ ଆଉ ଏକ ସେଲିବ୍ରିଟି…

ଡିସେମ୍ବରରେ ବିବାହ କରିବେ ରଣବୀର-ଆଲିଆ, ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ପରିବାର

ବଲିଉଡର ସବୁଠୁ ଫେମସ ଯୋଡି ମଧ୍ୟରୁ ଗୋଟିଏ ଆଲିଆ ଭଟ୍ଟ ଓ ରଣବୀର କପୁର ଆଜିକାଲି ନିଜର ଫିଲ୍ମ ବ୍ରହ୍ମାସ୍ତ୍ରକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ସୂଚନା ଅନୁଯାୟୀ ଅନେକ ଦିନ ଧରି ଦୁହେଁ ଦୁହିଁଙ୍କୁ ଡେଟ କରିବା ପରେ ରଣବୀର ଓ ଆଲିଆ ପବିତ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।…

ରଣବୀର-ଆଲିଆଙ୍କ ବିବାହ ପ୍ରସ୍ତୁତିରେ ନିତୁ କପୁର, ସାତଫେରା ପରେ ୪୦ ବର୍ଷ ପୁରୁଣା ଘରେ ହେବ ପ୍ରଥମ ପୂଜା

ଆଲିଆ ଭଟ୍ଟ ଏବଂ ରଣବୀର କପୁର ଆଜିକାଲି ନିଜର ନୂଆ ଚଳଚ୍ଚିତ୍ର "ବ୍ରହ୍ମାସ୍ତ୍ର"ର ସୁଟିଂ କରୁଛନ୍ତି । ଗତ କିଛିଦିନ ତଳେ ସେମାନେ ଶୁଟିଂ ପାଇଁ ମନାଲି ଯାଇଥିଲେ ଯେଉଁଠାରୁ ସେମାନଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଫିଲ୍ମ ବ୍ୟତୀତ ରଣବୀର ଓ ଆଲିଆ ନିଜର ଲଭଷ୍ଟୋରୀକୁ ନେଇ ମଧ୍ୟ ଚର୍ଚ୍ଚାରେ…