ଈଶ୍ବରଙ୍କ ବିଚିତ୍ର ଲୀଳାର ଶିକାର ଶିଶୁ, ପିଲା ଦେହରେ ଦୁଇ ଗୁପ୍ତାଙ୍ଗ ଗୋଟେ କିଡନୀ
ପୋଲସରା : ବାପା ମାଆଙ୍କର ଗୋଟିଏ ବୋଲି ପୁଅ । ପୁଅ ଜନ୍ମ ହେଇଥିବାରୁ ସମସ୍ତେ ଭାରି ଖୁସି ଥିଲେ । ଆଉ ଗେହ୍ଲାରେ ପୁଅ ନାଁ ଦେଇଥିଲେ ସଞ୍ଚିତ୍ । ହେଲେ ଏ ଖିଲିଖିଲି ହସୁଥିବା ସଞ୍ଚିତକୁ କିନ୍ତୁ ଭଗବାନ ମା ପେଟରୁ ବିଚିତ୍ର କରି ଗଢ଼ିଥିଲେ । ଯାହାକୁ ଦେଖି ବାପା ମାଆଙ୍କ ପୁଅ ହେବା ଖୁସି ମଉଳି…