‘ବିଗ୍ ବସ୍ ହାଉସରେ ରଶ୍ମୀ ଦେଶାଇଙ୍କୁ ମିଳିଗଲା ନିଜ ମନର ସାଥୀ, ଉମର ରିଆଜଙ୍କୁ କଲେ ପ୍ରପୋଜ
ରଶ୍ମୀ ଦେଶାଇଙ୍କୁ ବିଗ୍ବସ୍ ହାଉସରେ ମିଳିଯାଇଛି ଜୀବନସାଥୀ। ରଶ୍ମୀ ଟିକେଟ ଟୁ ଫିନାଲେ ଟାସ୍କ ସମୟରେ ଉମର ରିଆଜଙ୍କୁ ପ୍ରପୋଜ କରିଛନ୍ତି। ରଶ୍ମୀ ଦେବୋଲିନା ସହିତ ଯୁକ୍ତି କରୁଥିବା ସମୟରେ ଏପରି କରିଛନ୍ତି।
ଗତ ଏପିସୋଡରେ, ଯେତେବେଳେ ଅଭିଜିତ ବିଚୁକଲେ ଦେବୋଲିନାଙ୍କୁ ତାଙ୍କ ଗାଲରେ…