Below header
Browsing Tag

REPUBLIC DAY

କୁହୁଡିଆ ପାଗରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ସମ୍ମାନିତ ଅତିଥି ଭାବେ ଯୋଗ ଦେଲେ…

ଭୁବନେଶ୍ୱର : ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେଡର ନେତୃତ୍ୱ ନେଇଥିଲେ ମହିଳା…

ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ପରେଡର ନେତୃତ୍ୱ ନେବେ ଯୁବ ଆଇପିଏସ ଏସ୍‌. ସୁଶ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଳ୍ପ କିଛି ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ପରେଡର ନେତୃତ୍ୱ ନେବେ…

ଆଜି ସାରା ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ, କୋଭିଡ୍‌ କଟକଣା ଭିତରେ ପାଳନ ହେବ ଉତ୍ସବ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ଏଥର କିନ୍ତୁ କୋଭିଡ୍‌ କଟକଣା ଭିତରେ ପାଳନ ହେବ ଉତ୍ସବ । ରାଷ୍ଟ୍ରପତି ଭବନରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ଯିବ ପରେଡ୍‌ । ସକାଳ ୮ଟାରେ ପତାକା ଉତ୍ତୋଳନ କରାଯିବ । ସକାଳ ୯ଟାରୁ ପରେଡ୍‌ ଆରମ୍ଭ ହୋଇ ସାଢେ ୧୧ଟାରେ ଶେଷ…

ଭୁବନେଶ୍ବରରେ ସାଧାରଣତନ୍ତ୍ର ଦିବସ ସଜବାଜ: ଏବର୍ଷ କେବଳ ବନ୍ଧୁକଧାରୀ ପୋଲିସ ପରେଡରେ ଅଂଶଗ୍ରହଣ କରିବେ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ । ଲୋୟର ପିଏମଜିରେ ଅନୁଷ୍ଠିତ ହେବ ସାଧାରଣତନ୍ତ୍ର ଉତ୍ସବ । କେବଳ ବନ୍ଧୁକଧାରୀ ପୋଲିସ ପରେଡରେ ଅଂଶଗ୍ରହଣ କରିବେ। ସ୍କୁଲ ଛାତ୍ରଛାତ୍ରୀ କିମ୍ବା ଏନସିସି କ୍ୟାଡେଟ ମାନେ ପରେଡରେ…

ସାଧାରଣତନ୍ତ୍ର ଦିବସ ପାଲଟିଲା ପ୍ରହସନ, ଦେଖିବାକୁ ମିଳିଲା ସରକାରୀ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଶୃଙ୍ଖଳିତ…

ବେଗୁନିଆ : ବେଗୁନିଆ ମିନିଷ୍ଟାଡିୟମରେ ଚାଲିଥିଲା ବ୍ଳକ୍ ସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ଯୋଗଦେଇଥିଲେ ସ୍ଥାନୀୟ ବିଧାୟକଙ୍କ ସହିତ ବହୁ ପ୍ରଶାସନିକ ଅଧିକାରୀ । ଆୟୋଜକ ଥିଲେ ଖୋଦ୍ ବେଗୁନିଆ ପ୍ରଶାସନ । ହେଲେ ଦୁଃଖର କଥା ଏହି ସାଧାରଣତନ୍ତ୍ର…

କାନାରା ବ୍ୟାଙ୍କ ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ସହ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର(କେନ୍ଯୁଜ୍): କାନାରା ବ୍ୟାଙ୍କ ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ସହ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ରିଜୋନାଲ କାର୍ଯ୍ୟାଳୟ ଠାରେ ଶ୍ରୀକାନ୍ତ ମହାପାତ୍ର ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ସମସ୍ତ…

କିଟ୍‌ ଓ କିସ୍‌ ପକ୍ଷରୁ ପାଳିତ ହୋଇଯାଇଛି ୭୧ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର (କେନ୍ୟୁଜ୍) : କିଟ୍‌ ଓ କିସ୍‌ ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କିଟ୍‌  ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଚଳିତବର୍ଷ ମୁଖ୍ୟ ଅତିଥି ଭାବେ କେପିଆର ମିଲ୍‌ ଲିମିଟେଡର ଅଧ୍ୟକ୍ଷ କେ.ପି…

ସାଧାରଣତନ୍ତ୍ର ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ବର (କେନ୍ୟୁଜ୍) : ୭୧ତମ ସାଧାରଣତନ୍ତ୍ର ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ସରକାରୀ କାର୍ଯ୍ୟାଳୟ ଗୁଡିକ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି । ବିଶେଷକରି ରାଜ୍ୟ ଲୋକସେବା ଭବନ, ବିଧାନସଭା, କମିଶନରେଟ ପୋଲିସ କାର୍ଯ୍ୟାଳୟକୁ ସଜା ଯାଇଛି । ଏହାସହ ଭୁବନେଶ୍ୱରରେ ଥିବା…

ବିଶ୍ୱର ସର୍ବବୃହତ ଲିଖିତ ସମ୍ବିଧାନ ‘ଭାରତୀୟ ସମ୍ବିଧାନ’, ଜାଣନ୍ତୁ କେବେ ଓ କିପରି ହୋଇଥିଲା ପ୍ରସ୍ତୁତ

ଭାରତ ଏହି ବର୍ଷ ୭୧ ତମ ଗଣତନ୍ତ୍ର ଦିବସ ପାଳନ କରିବ । ଦେଶ ରାଜଧାନୀ ଦିଲ୍ଲୀରେ ଏନେଇ ଜୋରଦାର ପ୍ରସ୍ତୁତି ଜାରିରହିଛି । ଦେଶର କୋଣ ଅନୁକୋଣରେ ବି ଏହାକୁ ପାଳନ କରିବା ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି  । ପ୍ରତିଟି ଭାରତୀୟ ପାଇଁ ଏହି ଦିନ ବିଶେଷ ମହତ୍ୱ ରଖେ । କିନ୍ତୁ ଏହି ପର୍ବ…

 ଗଣତନ୍ତ୍ର ଦିବସର ମହତ୍ତ୍ୱକୁ ବଢ଼ାଇଥାଏ ଏହି ସବୁ ଘଟଣା, ଏହି ଦିନ ‘ଅଶୋକ ସ୍ତମ୍ଭ’କୁ ମିଳିଥିଲା…

ଭାରତରେ ପ୍ରତିବର୍ଷ ଜାନୁଆରୀ ମାସ ୨୬ ତାରିଖକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଲାଗୁ ହୋଇଥିଲା ଭାରତର ସମ୍ବିଧାନ । ଏହି ଦିନକୁ ମନେ ରଖିବା ପାଇଁ ହିଁ ପ୍ରତିବର୍ଷ ଏହାକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଥାଏ । କିନ୍ତୁ ଭାରତ ଇତିହାସରେ ଏହି ଦିନ ଅନ୍ୟ କେତେକ କାରଣ ଯୋଗୁଁ…

ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ଲାଗି ସଂସ୍କାରସେବା ପଦକ ପାଇବେ ବିଭିନ୍ନ ରାଜ୍ୟର ଜେଲ ଅଧିକାରୀ,…

ଭୁବନେଶ୍ବର:ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ଲାଗି ଜେଲ ଅଧିକାରୀଙ୍କୁ ସଂସ୍କାରସେବା ପଦକ ପ୍ରଦାନ କରାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଓଡିଶାରୁ ୬ ଜଣଙ୍କ ସମେତ ବିଭିନ୍ନ ରାଜ୍ୟରୁ ୩୫ ଜଣ ଜେଲ ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଶାର ୩ ଜଣ ଜେଲ ଅଧିକାରୀଙ୍କୁ…

ଦିନକ ପରେ ସାଧାରଣତନ୍ତ୍ର ଦିବସ ପରେଡ୍‌, ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ଚାଲିଛି ଫୁଲ ଡ୍ରେସ୍‌ ରିହାରସାଲ

ଭୁବନେଶ୍ୱର : ଦିନକ ପରେ ସାଧାରଣତନ୍ତ୍ର ଦିବସ ପରେଡ୍‌। ସେଥିପାଇଁ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ଚାଲିଛି ଫୁଲ ଡ୍ରେସ୍‌ ରିହାରସାଲ। ପୂର୍ବରୁ ରିହାରସେଲ୍‌ରେ ଭାଗ ନେଇଥିଲେ ୫୦ ପ୍ଲାଟୁନ୍‌ ଟ୍ରାଫ୍‌ । ସକାଳ ୭ଟାରୁ ୧୦ଟା ୩୦ ମଧ୍ୟରେ ଚାଲିବ ରିହାରସାଲ। ଏହି ସମୟରେ ଗାନ୍ଧୀ…