Browsing Tag

retirement

Paul Kurian Retirement: ୩୦ ବର୍ଷର ସାଥୀକୁ ଶେଷ ବିଦାୟ, ବସ୍‌କୁ ଧରି କାନ୍ଦିଲେ ଡ୍ରାଇଭର

ବସକୁ ଆଉଁସିଲେ, ଷ୍ଟିୟରିଂକୁ କିସ୍ କଲେ । ଇଂଜିନକୁ ଧରି ଭୋ ଭୋ କାନ୍ଦିଲେ । ଟାୟରକୁ ମୁଣ୍ଡିଆ ମାରି ନେଲେ ଶେଷ ବିଦାୟ । କନ୍ଦାଇଲା ଡ୍ରାଇଭରଙ୍କ ଅବସର ଭିଡିଓ । ସେ ବସ୍ କେବଳ ଗୋଟିଏ ଗାଡ଼ି ନୁହେଁ। ଏହା ଥିଲା ତାଙ୍କ ୩୦ ବର୍ଷର ସମ୍ପର୍କ ଆଉ ୮ ବର୍ଷର ଚାକିରିର ସାଥୀ। ତାଙ୍କ ଜୀବନର ବଡ଼…

Ajinkya Rahane Retirement : କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଆଇପିଏଲ ବି ଖେଳିବେନି

ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ଟିମ୍ ଇଣ୍ଡିଆର ଖେଳାଳି ଅଜିଙ୍କ୍ୟ ରାହାଣେ । କ୍ରିକେଟକୁ ବାଏ ବାଏ କହିଥିବା ଅଜିଙ୍କ୍ୟ ଏକ ଭିଡିଓ ସେୟାର କରି ଏହାର ସୂଚନା ଦେଇଛନ୍ତି । ସେ କ୍ରିକେଟର ସମସ୍ତ ଫର୍ମାଟକୁ ବାଏବାଏ କରିଛନ୍ତି । ଏହାସହ ନିଜର ଅବସର ଘୋଷଣା କରିଛନ୍ତି । ବିଗତ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ବେନ୍ ଷ୍ଟୋକ୍ସ, ଟ୍ରେଣ୍ଡ ବ୍ରିଜ୍ ହେବ ଶେଷ ମ୍ୟାଚ୍

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ (ଟ୍ରେଣ୍ଟ ବ୍ରିଜ୍) ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହେବ ବୋଲି ବେନ ଷ୍ଟୋକ୍ସ କହିଛନ୍ତି । ବେନ୍ ଷ୍ଟୋକ୍ସଙ୍କ ଏଭଳି ନିଷ୍ପତ୍ତି ଫ୍ୟାନ୍ସଙ୍କୁ…

ସନ୍ନ୍ୟାସ ଘୋଷଣା କଲେ କେନ୍ ୱିଲିୟମସନ୍, ଇଣ୍ଟରନ୍ୟାସନାଲ କ୍ରିକେଟରୁ ନେଲେ ବିଦାୟ

ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବ୍ୟାଟର କେନ୍ ୱିଲିୟମସନ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୧୬ ବର୍ଷ ଧରି ନ୍ୟୁଜିଲାଣ୍ଡ ପାଇଁ ମ୍ୟାଚ ଖେଳିଥିବା ଷ୍ଟାର ଖେଳାଳି ସନ୍ନ୍ୟାସ ଘୋଷଣା କରିଛନ୍ତି । ୱିଲିୟମସନଙ୍କ ନାମରେ ଇଣ୍ଟରନ୍ୟାସନାଲ କ୍ରିକେଟରେ…

ଆଫଗାନିସ୍ତାନ ଟେଷ୍ଟ ପୂର୍ବରୁ ଅବସର ନେଲେ କେଏସ ଭରତ, କୋହଲି ଏବଂ ରୋହିତଙ୍କୁ ଜଣାଇଲେ ଧନ୍ୟବାଦ

ଅବସର ଘୋଷଣା କଲେ ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟର କେ. ଏସ୍. ଭରତ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସୋସିଆଲ ମିଡିଆ ସୂଚନା ଦେଇଛନ୍ତି । କ୍ରିକେଟକୁ ସନ୍ନ୍ୟାସ ନେବା ସହ ନିଜ କ୍ୟାରିୟରର ଦୁଇ ପ୍ରମୁଖ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେ.…

ଅନ୍ତର୍ଜାତୀୟ କ୍ୟାରିୟରରୁ ଅବସର ଘୋଷଣା କଲେ ସାଇନା ନେହୱାଲ, ଆଣ୍ଠୁରେ ଆଘାତ ସମସ୍ୟା ଯୋଗୁଁ ନିଷ୍ପତ୍ତି

ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଅନ୍ତର୍ଜାତୀୟ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି । ସାଇନା ନିଜ ଶେଷ ମ୍ୟାଚ୍ ୨୦୨୩ରେ ଶେଷ ଥର ପାଇଁ ଖେଳିଥିଲେ । ଆଣ୍ଠୁରେ ଆଘାତ ଯୋଗୁ ସାଇନା ସଂପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି । ବାରମ୍ବାର ଅସ୍ତ୍ରୋପଚାର କରାଇ କିଛି ସୁଫଳ ମିଳିନାହିଁ । ସେ…

ଅବସର ଘୋଷଣା କଲେ ଟେନିସ ଖେଳାଳି ରୋହନ ବୋପାନ୍ନା, ସୋସିଆଲ ମିଡିଆରେ କଲେ ଭାବବିହ୍ବଳ ପୋଷ୍ଟ

ଭାରତର ତାରକା ଟେନିସ ଖେଳାଳି ରୋହନ ବୋପାନ୍ନା ଅବସର ଘୋଷଣା କରିଛନ୍ତି । ସୋସିଆଲ ମଡିଆରେ ଏକ ଭାବବିହ୍ବଳପୂର୍ଣ୍ଣ ପୋଷ୍ଟ କରି ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି । ବୋପାନ୍ନା ନିଜ ପୋଷ୍ଟରେ ଲେଖିଛନ୍ତି, ‘ଏକ ବିଦାୟ, କିନ୍ତୁ ଶେଷ ନୁହେଁ । ଏଭଳି ସମୟରେ ବିଦାୟ ନେବା ବହୁତ କଷ୍ଟକର…

ଅବସର ନେଇ ଗାଁକୁ ଫେରିଲେ ଯବାନ, ପାଦ ଧୋଇଦେଲେ ଗାଁ ଲୋକେ

ବରଗଡ: କାର୍ଯ୍ୟକ୍ଷେତ୍ରରୁ ଅବସର ନେଇ ଫେରିଲେ ଯବାନ । ଆଉ ଏ ଅବସରରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛନ୍ତି ଗାଁ ଲୋକେ । ଗାଁର ସୁନାପୁଅ ଆଜି ଗାଁକୁ ଫେରିଛି । ଏନେଇ ଗାଁ ଆଉ ପରିବାରରେ ନାହିଁ ନଥିବା ଖୁସି । ହଁ ଦର୍ଶକବନ୍ଧୁ, ଅବସରପ୍ରାପ୍ତ ଯବାନଙ୍କୁ ଜନ୍ମମାଟି ବ୍ରହ୍ମଚାରୀ ଗାଁରେ…

ଅବସର ନେଲେ ୮୦ ରୁ ଅଧିକ ଗ୍ୟାଙ୍ଗଷ୍ଟରଙ୍କୁ ଏନକାଉଣ୍ଟର କରିଥିବା ମହାରାଷ୍ଟ୍ର ପୋଲିସର ଦୟା ନାୟକ

ଅବସର ନେଲେ ୮୦ ରୁ ଅଧିକ ଏନକାଉଣ୍ଟର କରିଥିବା ବରିଷ୍ଠ ପୋଲିସ ଅଫିସର । ଆଉ ସବୁଠୁ ଖାସ କଥା କଣ ଜାଣିଛନ୍ତି ? ଅବସର ନେବାର ୪୮ ଘଣ୍ଟା ପୂର୍ବରୁ ପଦୋନ୍ନତି ପାଇଲେ ମୁମ୍ବାଇର ଅଣ୍ଡରୱାର୍ଲ୍ଡକୁ ଥରାଇ ଦେଇଥିବା ଏସିପି ଦୟା ନାୟକ । ହଁ ଆଜ୍ଞା ଏ ଅଫିସର କିଛି ଖାସ ଥିଲେ । ୯୦ ଦଶକରେ ଯେତେବେଳେ…

ମାତ୍ର ୨୯ ବର୍ଷ ବୟସରେ କ୍ରିକେଟରୁ ଅବସର ନେଲେ ନିକୋଲସ ପୂରନ, ସେୟାର କଲେ ଭାବୁକ ପୋଷ୍ଟ

ୱେଷ୍ଟଇଣ୍ଡିଜ ଷ୍ଟାର କ୍ରିକେଟର ତଥା ୱିକେଟକିପର ନିକୋଲସ ପୂରନ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ମାତ୍ର ୨୯ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି ପୂରନ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ଅବସର ନେଇ ଘୋଷଣା କରିଛନ୍ତି…

ସାଉଥ ଆଫ୍ରିକା କ୍ରିକେଟ ଫ୍ୟାନ୍ସଙ୍କୁ ଝଟକା, ଇଣ୍ଟରନ୍ୟାସନାଲ୍ କ୍ରିକେଟରରୁ ସନ୍ନ୍ୟାସ ନେଲେ ହେନରିକ୍ କ୍ଲାସେନ

ଦକ୍ଷିଣ ଆଫ୍ରିକାର ଷ୍ଟାର୍ ୱିକେଟ୍ କିପର ବ୍ୟାଟର ହେନରିକ୍ କ୍ଲାସେନ ଇଣ୍ଟରନ୍ୟାସନାଲ୍ କ୍ରିକେଟରରୁ ସନ୍ନ୍ୟାସ ନେଇଛନ୍ତି । କ୍ଲାସେନ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହି ଘୋଷଣା କରିଛନ୍ତି । ୩୩ ବର୍ଷୀୟ ହେନରିକ୍ କ୍ଲାସେନ ଇନଷ୍ଟାଗ୍ରାମରେ ନିଜ ପରିବାର ସହିତ ଫଟୋ ସେୟାର କରି…

BCCIକୁ ନାମୀଦାମୀ ବ୍ୟାଟ୍ସମ୍ୟାନଙ୍କ ସୂଚନା, ଟେଷ୍ଟ୍ ମ୍ୟାଚରୁ ସନ୍ୟାସ ନେବେ କି ବିରାଟ କୋହଲି?  

ଭାରତୀୟ କ୍ରିକେଟ ଟିମର ନାମିଦାମୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନେଇ ଆସିଲା ବଡ ଅପଡେଟ୍ । ଯାହା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଦୁଃଖପୂର୍ଣ୍ଣ ଖବର । ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଚାହୁଁଛନ୍ତି ବୋଲି BCCIକୁ କହିଛନ୍ତି ବିରାଟ କୋହଲି । ଏହି ବାବଦରେ ପୁଣି ଚିନ୍ତା କରିବାକୁ BCCIର…