Below header
Browsing Tag

rhea chakraborty

ଡ୍ରଗ୍‌ସ ସେବନ କରୁଥିବା ନେଇ ନିଜେ ସ୍ୱୀକାର କଲେ ରିୟା, ହ୍ଵାଟ୍ସଆପ୍‌ ଚାଟ୍‌ରୁ ହେଲା ଖୁଲାସା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ଏବେ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡଙ୍କୁ ସୁଶାନ୍ତଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଜେରା କରୁଛି ଇଡି। ଇଡିର ଜେରା ବେଳେ ରିୟାଙ୍କ ପୁରୁଣା ହ୍ଵାଟ୍ସଆପ୍‌ ଚାଟ୍‌ ସାମ୍ନାକୁ ଆସିଛି। ଏଥିରୁ ଜଣାଯାଇଛି ଯେ…

ଡ୍ରଗସ୍ ବେପାରରେ ବି ସମ୍ପୃକ୍ତି ରହିଛି ରିୟାଙ୍କର, ଏଭଳି କିଛି ସନ୍ଦେହଜନକ ତଥ୍ୟ ମିଳିଛି ତାଙ୍କ ହ୍ଵାଟ୍‌ସଆପ୍…

ବୋଧହୁଏ ଜୀବନ ଥିବା ଭିତରେ ଯେତେ ଚର୍ଚ୍ଚାରେ ନଥିଲେ ତାଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ମୃତ୍ୟୁ ପରେ । ଆଉ ସେ ବ୍ୟକ୍ତି ହେଉଛନ୍ତି ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଗତ ଜୁନ୍ ୧୪ ତାରିଖରେ ତାଙ୍କ ମୃତ୍ୟୁ ପରଠାରୁ ଏମିତି ଗୋଟିଏ ଦିନ ନାହିଁ ଯେଉଁଦିନ ତାଙ୍କ ଖବର ଗଣମାଧ୍ୟମରେ ଆସିନାହିଁ…

ଯେଉଁ ପେଣ୍ଟିଂକୁ ଦେଖି ଡରିଯାଇଥିଲେ ସୁଶାନ୍ତ, ଜାଣନ୍ତୁ ସେହି ଚିତ୍ର ପଛର ରାଜ୍‌

ନିକଟରେ ରିୟା ଚକ୍ରବର୍ତ୍ତୀଙ୍କୁ ଇଡି ସୁଶାନ୍ତଙ୍କ ବିଷୟରେ ପଚରାଉଚରା କରିଛି। ଏ ଅବସରରେ ସେ କେତେକ ଆଶ୍ଚର୍ଯ୍ୟ କରି ଦେବା ଭଳି ଖୁଲାସା କରିଥିଲେ। ସେ ୨୦୧୯ରେ ସୁଶାନ୍ତଙ୍କ ସହ ୟୁରୋପ ଟ୍ରିପ୍‌ରେ ଯାଇଥିବା କଥାକୁ ସ୍ୱୀକାର କରିଥିଲେ। ସେଠାରୁ ଫେରିବା ପରେ ହିଁ ସୁଶାନ୍ତଙ୍କ ଦେହ ଖରାପ…

ସୁଶାନ୍ତଙ୍କ ବାପା ରିୟାଙ୍କୁ କରିଥିଲେ ଏକାଧିକ ମେସେଜ୍‌, ମାତ୍ର ମିଳିନଥିଲା ଗୋଟିଏ ବି ଜବାବ; ସାମ୍ନାକୁ ଆସିଲା ପୂରା…

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌କୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁଶାନ୍ତଙ୍କ ବାପା କେକେ ସିଂହ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ଅଭିଯୋଗ କରିବା ପରେ ଏବେ ସମସ୍ତଙ୍କ ନଜର ରିୟାଙ୍କ ଉପରେ। ଏବେ ଇଡି ରିୟା ଓ ତାଙ୍କ ପୂରା…

ରିୟା ଚକ୍ରବର୍ତ୍ତୀଙ୍କୁ ଆଉ ରକ୍ଷା ନାହିଁ, ସୋମବାର ପୁଣିଥରେ ପଚରାଉଚରା ପାଇଁ ଆସିବାକୁ ସମନ ପଠାଇଲା ଇଡି

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ ସମସ୍ତଙ୍କ ନଜର ତାଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ। ରିୟା ଏବେ ଆଇନ୍‌ ଜାଲରେ ଫସିଯାଇଛନ୍ତି। ଅଭିନେତ୍ରୀ ଓ ତାଙ୍କ ପରିବାର ନାଁରେ ମନି ଲଣ୍ଡ୍ରିଂ କେସ୍‌ ରୁଜୁ ହୋଇଛି। ଏହି ମାମଲାରେ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଆଜି ଇଡିରେ ହାଜର ହେବେନାହିଁ ରିୟା, ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାରୁ…

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ତନାଘନା ଆରମ୍ଭ କରିଛି ଇଡି । ତାଙ୍କ ନିକଟତମ ବ୍ୟକ୍ତି ବିଶେଷ ମାନଙ୍କୁ ପଚରାଉଚରା କରୁଥିବା ବେଳେ ରିୟା ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍‌ସଆପ୍‌ ଚାଟ୍‌କୁ ଯାଞ୍ଚ କରିଛି । ତେବେ ଯାଞ୍ଚ ବେଳେ ଇଡି ଜାଣିବାକୁ ପାଇଛି ଖୁବ୍‌…

ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଟେନ୍‌ସନ୍‌, ବିହାରରେ ରୁଜୁ ହୋଇଥିବା ମାମଲାକୁ ପୁନଃରେଜିଷ୍ଟର କରିବ ସିବିଆଇ

ବିହାର ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ବୁଧବାର ଦିନ ସିବିଆଇକୁ ଦେଇଛନ୍ତି। ଏହି ମାମଲାର ତଦନ୍ତ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ସିବିଆଇ ତରଫରୁ କୁହାଯାଇଛି। ତେବେ ସୁଶାନ୍ତଙ୍କ ବାପା କେକେ ସିଂହ ଅଭିନେତ୍ରୀ ରିୟା…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା, ରିୟାଙ୍କ ପିଟିସନ୍‌ର ଶୁଣାଣି କରି ଏହି ରାୟ ଦେଲେ ସୁପ୍ରିମ୍‌କୋର୍ଟ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ପିଟିସନ୍‌ର ଶୁଣାଣି କରିବା ଅବସରରେ ସୁପ୍ରିମ୍‌କୋର୍ଟ ଆଜି ନିଜ ରାୟ ଶୁଣାଇଛନ୍ତି। ପାଟନାରେ ଦାୟର ହୋଇଥିବା ମାମଲାକୁ ମୁମ୍ବାଇ ସ୍ଥାନାନ୍ତରିତ କରିବା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପିଟିସନ୍‌ ଦାଖଲ କରିଥିଲେ।…

ମୁମ୍ବାଇ ପୋଲିସ ଜାଣିଶୁଣି ସବୁ ପ୍ରମାଣକୁ ନଷ୍ଟ କରି ଦେଉଛି: ସୁଶାନ୍ତ ସିଂହ ରାଜପୁତଙ୍କ ଓକିଲ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ବିହାର ଓ ମୁମ୍ବାଇ ପୋଲିସ ତାଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରୁଥିବା ବେଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସିବିଆଇ…

ସିବିଆଇ ଯାଞ୍ଚ ନାଁ ଶୁଣି ଡରିଗଲେଣି ରିୟା ଚକ୍ରବର୍ତ୍ତୀ, ଓକିଲ ମାଧ୍ୟମରେ କହିଲେ ‘ସିବିଆଇ ଯାଞ୍ଚ ଦରକାର ନାହିଁ’

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଏଯାଏଁ ଫିଟିପାରୁନାହିଁ। ଏବେ ମାମଲାର ତଦନ୍ତ ମୁମ୍ବାଇ ପୋଲିସ ସହ ବିହାର ପୋଲିସ ମଧ୍ୟ କରୁଛି। ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଅଭିଯୋଗ ହେବା ପରେ ଏବେ ପୋଲିସ ରିୟାଙ୍କୁ ଖୋଜୁଛି। ଏହି ମାମଲାରେ ଏବେ ରିୟାଙ୍କ ଓକିଲ କହିଛନ୍ତି…

ସୁଶାନ୍ତଙ୍କ ରୋଷେୟା କଲେ ବଡ଼ ଖୁଲାସା, କହିଲେ-‘ରିୟା କହିବାରୁ ମୋତେ ଚାକିରିକୁ ବାହାର କରି ଦିଆଯାଇଥିଲା’

ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଇତି ମଧ୍ୟରେ ସୁଶାନ୍ତଙ୍କ ରୋଷେୟା ଏକ ନୂଆ କଥା କହିଛନ୍ତି। ୨୦୧୬ରୁ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ସୁଶାନ୍ତ ସିଂହ ରାଜପୁତଙ୍କର ରୋଷେୟା ଭାବେ କାମ କରୁଥିବା ଅଶୋକ କୁମାର ଖାସୁକୁ ୨୦୧୯ ମସିହାରେ କାମରୁ…