Browsing Tag

rhea chakraborty

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପଛର ପ୍ରକୃତ ରହସ୍ଯର କେବେ ହେବ ପର୍ଦାଫାଶ ? ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ…

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କଲା (ED) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମୃତ୍ୟୁ ପଛରେ କୌଣସି ଅର୍ଥନୈତିକ ହେରଫେର ହୋଇଛି କି, ସେନେଇ ତଦନ୍ତ କରିବ ଇଡି । ସୁଶାନ୍ତ ସିଂହଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥ ହେରଫେର ନେଇ…

“ସୁଶାନ୍ତଙ୍କୁ ହାରାସ କରୁଥିଲେ ରିୟା” ବିହାର ପୋଲିସକୁ ହ୍ଵାଟ୍ସଆପ ଚାଟ ଦେଖାଇଲେ ଅଙ୍କିତା

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ତାଙ୍କ ପରିବାରର ଅତି ନିକଟତର ହୋଇଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ତାଙ୍କ ପରିବାରକୁ ମଧ୍ୟ ଭେଟିଥିଲେ । ଏହା ମଧ୍ୟ କୁହାଯାଉଛି ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ସେ ଦୁଇଥର ପାଟନା ଯାଇଥିଲେ ଏବଂ ରିୟା…

ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହେବା ମାତ୍ରେ ଆସିଲା ଅଙ୍କିତା ଲୋଖଣ୍ଡେଙ୍କ ରିଆକ୍ସନ, ସୋସିଆଲ ମିଡିଆରେ…

ସୁଶାନ୍ତଙ୍କ ମୃତୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । ଅଭିନେତାଙ୍କ ମୃତ୍ୟୁର ଏକମାସ ପରେ ତାଙ୍କ ପିତା ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ନିଜ ପୁଅର ମୃତ୍ୟୁ ପାଇଁ ସେ ସିଧାସଳଖ ଭାବେ ରିୟାଙ୍କୁ ଦାୟୀ କରିବା ସହିତ ତାଙ୍କ ବିରୋଧରେ ଅନେକ…

ସୁଶାନ୍ତଙ୍କ ବ୍ୟାଙ୍କ ଖାତାରୁ ୧୫ କୋଟି ନେଲା କିଏ? ରିୟା ଚକ୍ରବର୍ତ୍ତୀ ନୁହେଁ ତ!

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ପାଟନା ଥାନାରେ ମାମଲା ରୁଜୁ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ସୁଶାନ୍ତଙ୍କ ବ୍ୟାଙ୍କ ଖାତାରୁ ୧୫ କୋଟି ଟଙ୍କା ବାହାର କରାଯାଇଛି। ଏହା ପଛରେ ରିୟାଙ୍କ ହାତ ଥିବା…

ସୁଶାନ୍ତଙ୍କ ସୁଇସାଇଡ୍‌ ମାମଲା: ଫେରାର ହେଲେ ରିୟା ଚକ୍ରବର୍ତ୍ତୀ, ଖାଲି ହାତରେ ଫେରିଲା ପୋଲିସ

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ଏବେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୁଶାନ୍ତଙ୍କ ବାପା ନିଜେ ରିୟାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସୁଶାନ୍ତଙ୍କ ବାପା କେକେ ସିଂହ ବିବାହର ପାଟନା ଥାନାରେ ଅଭିଯୋଗ କରିଛନ୍ତି…

ରିୟା ଚକ୍ରବର୍ତ୍ତୀଙ୍କ ନାଁରେ FIR ଦେଲେ ସୁଶାନ୍ତଙ୍କ ବାପା, କହିଲେ ‘ସେ ହିଁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଛି’

ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ପାଟନାର ରାଜୀବ ନଗର ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ। ସେ ଅଭିଯୋଗ କରିଛନ୍ତି ଯେ ରିୟା ସୁଶାନ୍ତଙ୍କ ଠାରୁ ରୀତିମତ ଟଙ୍କା ନେବା ସହ ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉଥିଲେ। ସୁଶାନ୍ତ ଓ ରିୟା…

ସୁଶାନ୍ତଙ୍କ କେସ୍‌ରେ ବଡ଼ ଖୁଲାସା, ରିୟା କରୁଥିଲେ ସୁଶାନ୍ତଙ୍କ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର ବ୍ୟବହାର

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏବେ ଯାଏଁ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ମୁମ୍ବାଇ ପୋଲିସ ଲଗାତାର ଏନେଇ ତଦନ୍ତ ଜାରି ରଖିଛି। ତଥାପି କୌଣସି ସୁରାକ ହାତରେ ଲାଗିନାହିଁ। ଇତିମଧ୍ୟରେ କେସ୍‌ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଶୁକ୍ରବାର…

ସୁଶାନ୍ତଙ୍କ ମୃତ୍ୟୁ ପରେ ଭୀଷଣ ରାଗିଯାଇଛନ୍ତି ଫ୍ୟାନ୍‌, ରିଆ ଚକ୍ରବର୍ତ୍ତୀଙ୍କୁ ରେପ୍‌ ଓ ଜୀବନରୁ ମାରି ଦେବାକୁ ଧମକ

ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ସୋସିଆଲ ମିଡିଆରେ ଲଗାତାର ଟ୍ରୋଲ କରାଯାଉଛି। ତେବେ ବର୍ତ୍ତମାନ ରିଆ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ ତାଙ୍କୁ ରେପ୍‌ ଓ ଜୀବନରୁ ମାରି…

ମୃତ୍ୟୁର ମାସେ ପରେ ସୁଶାନ୍ତଙ୍କୁ ମନେ ପକାଇଲେ ରିୟା ଚକ୍ରବର୍ତ୍ତୀ, ଫଟୋ ସେୟାର କରି କହିଲେ- ‘ତୁମେ ମୋତେ ପ୍ରେମ…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏବେ ବି ଲୋକମାନେ ତାଙ୍କୁ ମନେ ପକାଉଛନ୍ତି। ଜୁନ୍‌ ୧୪ ତାରିଖ ଆଜିର ଦିନରେ ସୁଶାନ୍ତ ଦୁନିଆକୁ ଅଲ୍‌ବିଦା କହିଥିଲେ। ସୁଶାନ୍ତଙ୍କୁ ମନେ ପକାଇ ତାଙ୍କ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଆଜି ଏକ ଇମୋସନାଲ ପୋଷ୍ଟ ସେୟାର…

ସୁଶାନ୍ତଙ୍କ ମୃତ୍ୟୁର ୧୪ ଦିନ ପରେ ବଡ଼ ପଦକ୍ଷେପ ନେଲେ ରିୟା ଚକ୍ରବର୍ତ୍ତୀ, ହଠାତ୍‌ କଲେ ଏହି କାମ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୂରା ବଲିଉଡ୍‌ ସ୍ତବ୍ଧ ହୋଇଯାଇଛି। ଲୋକମାନେ ତାଙ୍କୁ ନ୍ୟାୟ ଦେବାକୁ ଦାବି କରୁଛନ୍ତି। ଏଥିସହ ନେପୋଟିଜମ୍‌କୁ ନେଇ ମଧ୍ୟ କେତେକ ସେଲିବ୍ରିଟିଙ୍କୁ ଟାର୍ଗେଟ୍‌ କରାଯାଉଛି। ଫଳରେ ବଡ଼ ବଡ଼ ଷ୍ଟାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରି ଦେଇଛନ୍ତି।…

ଜେରା ବେଳେ ରିୟା ଚକ୍ରବର୍ତ୍ତୀଙ୍କ ଖୁଲାସା- ‘ସୁଶାନ୍ତଙ୍କ ପୂର୍ବ ଘର ଥିଲା ହଣ୍ଟେଡ୍‌’

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ନେଇ ଲଗାତାର ପୋଷ୍ଟ କରାଯାଉଛି। ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ସୁଇସାଇଡ୍‌ କରିଥିବା ଘଟଣାକୁ ତାଙ୍କ ଫ୍ୟାନ୍‌ମାନେ ଗ୍ରହଣ କରିପାରୁନାହାନ୍ତି। ତେବେ ଏବେ…

ଭାଇରାଲ ହେଉଛି ମହେଶ ଭଟ୍ଟଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ଫଟୋ, ଉଭୟଙ୍କ ସମ୍ପର୍କ ନୁହେଁ ତ ସୁଶାନ୍ତ ସିଂହ ରାଜପୁତଙ୍କ…

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ଏବେ ଯାଏଁ ପ୍ରାୟ ୧୩ ଜଣଙ୍କୁ ପୋଲିସ ଜେରା କରିସାରିଲାଣି। ତଦନ୍ତକୁ ଆଉ ଟିକେ ଆଗେଇ ନେଇ ପୋଲିସ ଏବେ ସୁଶାନ୍ତଙ୍କ ବନ୍ଧୁବାନ୍ଧବ, ଚାକର ଓ ସାଙ୍ଗସାଥୀ ତଥା ତାଙ୍କ ସହ କାମ କରୁଥିବା ଲୋକ ଓ ପ୍ରଡକ୍ସନ୍‌ ହାଉସ୍‌କୁ ମଧ୍ୟ…