Browsing Tag

rishabh pant

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ଖେଳିବେନି କୋହଲି ଏବଂ ପନ୍ତ, BCCI ଦେଲା ବ୍ରେକ୍‌

ଭାରତ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚ ଆସନ୍ତାକାଲି ହେବ। ଏହା ପୂର୍ବରୁ ବିସିସିଆଇ ବିରାଟ କୋହଲିଙ୍କୁ ବାୟୋ ବବଲ୍‌ରୁ ୧୦ ଦିନ ପାଇଁ ବ୍ରେକ ଦେଇଛି। ରିପୋର୍ଟ ଅନୁସାରେ, କୋହଲି ଏବେ ଘରକୁ ଫେରିବେ । ବିରାଟ କେବଳ ତୃତୀୟ ଟି-୨୦ ନୁହେଁ ବରଂ ଶ୍ରୀଲଙ୍କା ବିପକ୍ଷରେ ହେବାକୁ…

ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ: କାହିଁକି ଋଷଭ ପନ୍ତ କରିଥିଲେ ଓପନିଂ, ଉତ୍ତର ଦେଲେ ରୋହିତ ଶର୍ମା

ଗତକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଖେଳାଯାଇଥିବା ଭାରତ ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଦିନିକିଆକୁ ଟିମ୍‌ ଇଣ୍ଡିଆ ୪୪ ରନରେ ଜିତିଥିଲା। ଏହା ସହିତ ୨-୦ ରେ ସିରିଜ ଉପରେ କବଜା କରିଛି ଟିମ୍‌ ଇଣ୍ଡିଆ। ଏହି ମ୍ୟାଚରେ ଋଷଭ ପନ୍ତ ଏବଂ ରୋହିତ ଶର୍ମା ଓପନିଂ କରିବାକୁ ଆସିଥିଲେ। ଫଳରେ…

ଶୂନରେ ଆଉଟ ହୋଇ ମଧ୍ୟ ଡ୍ରେସିଂ ରୁମରେ ମସ୍ତି କରୁଥିବା ନଜର ଆସିଲେ କୋହଲି, ଭିଡିଓ ଭାଇରଲ

ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ଭାରତ ହାରିବା ପରେ ଫ୍ୟାନ୍ସ ଟେନସନରେ ରହିଥିଲେ। କିନ୍ତୁ ଏହି ମ୍ୟାଚ ବେଳର ଏକ ମଜାଦାର ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସଙ୍କ ମନ ଟିକେ ଖୁସି ରହିଛି। ଭାଇରଲ ହେଉଥିବା ଭିଡିଓରେ ବିରାଟଙ୍କ କୋହଲିଙ୍କୁ ଦେଖି ଫ୍ୟାନ୍ସ ଟିକେ ଆଶ୍ୱସ୍ତି ଅନୁଭବ…

ରିଷଭ ପନ୍ତ ହେଲେ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର; ଟ୍ଵିଟ୍‌ କରି କହିଲେ, ‘ବହୁତ ଖୁସି ଲାଗୁଛି, ଖେଳକୁ ଆଗକୁ…

ଭାରତୀୟ କ୍ରିକେଟ୍ ଦଳର ୱିକେଟକିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର କରାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ରବିବାର ଏହା ଘୋଷଣା କରିଛନ୍ତି। ସିଏମ୍ ଧାମୀ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ସୂଚନାଥାଉ କି, ଗତ ଏକ ବର୍ଷ…

ନାମିବ୍ୟା ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍‌କୁ ମୁଣ୍ଡରେ ଛୁଇଁଲେ ଋଷଭ ପନ୍ତ, ଭାଇରଲ ହେଉଛି ଭିଡିଓ

ଟିମ୍‌ ଇଣ୍ଡିଆର ଓ୍ଵିକେଟକିପର ତଥା ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ନାମିବ୍ୟା ବିପକ୍ଷ ମ୍ୟାଚରେ ବ୍ୟାଟକୁ ନେଇ ଏମିତି ସମ୍ମାନ ଦେଖାଇଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ନାମିବ୍ୟା ବ୍ୟାଟ୍ସମ୍ୟାନ ରନ ନେବା ବେଳେ ବ୍ୟାଟକୁ ଡାଇଭ ମାରିବା ସମୟରେ ବ୍ୟାଟିଟି ପନ୍ତଙ୍କ ଗୋଡ ତଳେ…

ଟି-୨୦ ବିଶ୍ୱକପ ପାଇଁ ଗୁରୁ ଆରମ୍ଭ କଲେ ଶିଷ୍ୟଙ୍କ ଟ୍ରେନିଂ, ଭିଡିଓ ଭାଇରଲ

ଟି-୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହୋଇସାରିଛି ଦଳ। ଆଉ ଖାସ୍‌ ଏଥିପାଇଁ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି ମେଣ୍ଟର ଧୋନୀ। ଧୋନୀ ଚଳିତ ବିଶ୍ୱକପରେ ମେଣ୍ଟର ଦାୟିତ୍ୱରେ ରହିଛନ୍ତି। ଆଉ ଏହି ଦାୟିତ୍ୱ ମିଳିବା ପରେ ଧୋନୀ ନିଜର କାମ ଆରମ୍ଭ କରିଦେଇଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ…

KKR ଠାରୁ ମ୍ଯାଚ ହାରିବା ପରେ କାନ୍ଦି ପକାଇଲେ ଋଷଭ ପନ୍ତ ଓ ପୃଥି ଶ’, ଭିଡିଓ ଭାଇରଲ

ଦିଲ୍ଲୀ କ୍ଯାପିଟାଲ୍ସକୁ ୩ ୱିକେଟରେ ହରାଇବା ପରେ ଆଇପିଏଲ୍ ଫାଇନାଲରେ ପହଞ୍ଚିଛି କୋଲକତା ନାଇଟ ରାଇଡର୍ସ। ୩ୟ ଥର ପାଇଁ ଆଇପିଏଲ ଫାଇନାଲରେ ପ୍ରବେଶ କରି କୋଲକତା। ଶେଷ ଓଭରରେ କେକେଆରକୁ ୭ ରନ୍ ଦରକାର ଥିଲା। ଅଶ୍ବିନ ଶେଷ ଓଭରରେ ୨ ୱିକେଟ ନେଇ କୋଲକତା ଠାରୁ ବିଜୟ ଛଡାଇ ଆଣିଥିଲେ କିନ୍ତୁ…

IPL ୨୦୨୧ରେ ରିଷଭ ପନ୍ଥ ହିଁ ରହିବେ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପ୍‌ଟେନ୍‌, ଖେଳିନପାରନ୍ତି ଶ୍ରେୟସ ଅୟର

ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌। ଏଥିପାଇଁ ସବୁ ଦଳର ଖେଳାଳି ନିଜକୁ ପ୍ରସ୍ତୁତ କରୁଛନ୍ତି। ତେବେ ଇତି ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦ୍ୱିତୀୟ ପର୍ଯ୍ୟାୟରେ ଭାରତୀୟ ଓ୍ଵିକେଟ୍‌ କିପର ରିଷଭ…

ଲଡର୍ସ ମଇଦାନରେ ବାଲକୋନୀରେ ବସି ପନ୍ତ-ଈଶାନ୍ତ ଉପରେ ନାରାଜ ହେଲେ ବିରାଟ, ପରେ ମଇଦାନରେ ମଧ୍ୟ ଦେଖିବାକୁ ମିଳିଲା…

ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ଲଡର୍ସ ଚତୁଥର୍ ଟେଷ୍ଟର ଶେଷ ଅଧ ଘଣ୍ଟା ଖେଳ ସମୟରେ ଋଷଭ ପନ୍ତ ଏବଂ ଈଶାନ୍ତ ଶର୍ମାଙ୍କ ଉପରେ ନାରାଜ ହୋଇଥିଲେ। ପନ୍ତ ଏବଂ ଈଶାନ୍ତ ଖରାପ ଲାଇଟ ସତ୍ତ୍ବେ ବୋଲିଂ କରିଥିଲେ। ଯେଉଁଥିରେ ବିରାଟ କୋହଲି ଡ୍ରେସିଂ ରୁମରେ ବସି ଅସନ୍ତୋଷ ପ୍ରକାଶ କରିଥିଲେ।…

ନିଜକୁ ଫିଟ୍ ରଖିବାକୁ ଘାସ କଟା ମେସିନକୁ ଏମିତି ବ୍ୟବହାର କଲେ ଋଷଭ ପନ୍ଥ, ଦେଖନ୍ତୁ ଭିଡିଓ

କରୋନା ଭାଇରସ ମହାମାରୀ ଯୋଗୁ ଆଇପିଏଲ ସିଜନ ୧୪ କିଛିଦିନ ପାଇଁ ସ୍ଥଗିତ ରହିଛି। ଏଣୁ ଖେଳାଳିମାନେ ଯିଏ ଯାହା ଘରକୁ ଫେରିଯାଇଛନ୍ତି। କରୋନା କାଳରେ ନିଜକୁ ଫିଟ୍ ରଖିବାକୁ କ୍ରିକେଟରମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ନିକଟରେ ଟିମ୍ ଇଣ୍ଡିଆର ଖେଳାଳି ଋଷଭ ପନ୍ଥ ଟ୍ୱିଟରରେ ଏକ ଭିଡିଓ ସେୟାର…

ବିରାଟଙ୍କ ପରେ କରୋନା ପୀଡିତଙ୍କୁ ସହାୟତା ପାଇଁ ଆଗେଇ ଆସିଲେ ଋଷଭ ପନ୍ତ, ଏହି ଫାଉଣ୍ଡେସନ ସହିତ ମିଶି କରିବେ କାମ

କୋଭିଡ୍-୧୯ ମୁକାବିଲାରେ ଅନେକ ସେଲିବ୍ରିଟି ଆଗକୁ ଆସିଛନ୍ତି। ପୂର୍ବରୁ ବିରାଟ କୋହଲି ଏହି ଲଢେଇରେ ସାମିଲ ହୋଇଥିଲେ। ଏହି ତାଲିକାରେ ଏବେ ଯୋଡି ହୋଇ ଯାଇଛି ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ। ପନ୍ତ କରୋନା ସଂକ୍ରମିତଙ୍କ ପାଇଁ ଅକ୍ସିଜେନ୍ ସିଲିଣ୍ଡର, ଶଯ୍ୟା ଓ କୋଭିଡ୍-୧୯…

ଉତ୍ତରାଖଣ୍ଡ ହିମସ୍ଖଳନ ଉଦ୍ଧାର କାର୍ଯ୍ଯ ପାଇଁ ନିଜର ମ୍ଯାଚ ପାରିଶ୍ରମିକ ଦାନ କଲେ ଋଷଭ

ଭାରତୀୟ ଟିମର ୱିକେଟ କିପର ତଥା ବ୍ଯାଟସମ୍ଯାନ ଋଷଭ ପନ୍ତ ଦାନ କରିବେ ନିଜର ମ୍ଯାଚ ପାରିଶ୍ରମିକ। ଉତ୍ତରାଖଣ୍ଡ ଚମୋଲୀରେ ହୋଇଥିବା ଗ୍ଲେସିୟର ଫାଟିବା ପାଇଁ ହୋଇଥିବା ଉଦ୍ଧାର କାର୍ଯ୍ଯରେ ସହାୟତା କରିବା ପାଇଁ ଚେନ୍ନାଇରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ଯାଚର ଅର୍ଥକୁ ଦାନ…