Browsing Tag

royal enfield

ଖୁବ୍‌ଶୀଘ୍ର ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି Royal Enfield Himalayan 650, ମିଳିବ ଏସବୁ ଅତ୍ୟାଧୁନିକ ସୁବିଧା

ଭାରତରେ ୬୫୦ ସିସିର ନୂଆ ମଡେଲ୍‌ ମୋଟର ସାଇକେଲ୍‌ ଲଞ୍ଚ୍‌ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ରୟାଲ ଏନ୍‌ଫିଲ୍ଡ। ଏହି ନୂଆ ମଡେଲ ମୋଟର ସାଇକେଲର ନାଁ ରହିଛି ହିମାଳୟାନ୍‌ ୬୫୦। ଏହି ଦୁଇଚକିଆ ଗାଡ଼ି ୨୦୨୪ ମସିହା ଶେଷ ବେଳକୁ ବଜାର ପ୍ରବେଶ କରିବ। ରିପୋର୍ଟ ମୁତାବକ, ନୂଆ ମଡେଲ ଏକ ନୂଆ…

ଖୁବ ଶୀଘ୍ର ଲଞ୍ଚ ହେବ Royal Enfield କ୍ରୁଜର ବାଇକ, ଜାଣନ୍ତୁ କଣ ରହିଛି ଏହାର ସ୍ପେସିଫିକେସନ

ରୟାଲ ଏନଫିଲ୍ଡ ପ୍ରତି ୪ ମାସରେ ଦେଶରେ ଏକ ନୂତନ ମୋଟରସାଇକେଲ ଲଞ୍ଚ କରିବାକୁ ଘୋଷଣା କରିଥିଲା। ନିକଟରେ, କମ୍ପାନୀ ମେଟେର 350 କ୍ରୁଜର ଲଞ୍ଚ କରିଥିବା ବେଳେ ହିମାଲୟାନ ଏବଂ 650 ଅପଡେଟେଡ଼ ଏଡିସନ ମଧ୍ୟ ଲଞ୍ଚ କରିଥିଲା ​। ରୟାଲ୍ ଏନ୍ଫିଲ୍ଡ ୨୭ ଅଗଷ୍ଟ ୨୦୨୧ ରେ ବହୁ ପ୍ରତୀକ୍ଷିତ ନୂତନ…

ନୂଆ ରେକର୍ଡ ରଚିଲା ରୟାଲ ଏନ୍‌ଫିଲ୍ଡ, ଗୋଟିଏ ଦିନରେ ବିକ୍ରି କଲା ୧୦୦୦ ବାଇକ୍‌

କରୋନା ଯୋଗୁ ତଳମୁହାଁ ହୋଇଥିବା ଗାଡ଼ି ବେପାର ପୁଣିଥରେ ଉପରକୁ ଉଠିଛି। ଓନମ୍‌ ଅବସରରେ କେରଳରେ ଗୋଟିଏ ଦିନରେ ରୟାଲ ଏନ୍‌ଫିଲ୍ଡର ୧୦୦୦ ବାଇକ୍‌ ଡେଲିଭରି ହୋଇଛି। ଏଥିରେ କମ୍ପାନୀର ଲୋକପ୍ରିୟ ବାଇକ୍‌ ଯଥା- କ୍ଲାସିକ୍‌ ୩୫୦, ବୁଲେଟ୍‌, ହିମାଲୟାନ୍‌ ଓ ୬୫୦ ଟ୍ଵିନ୍ସ ଆଦି ସାମିଲ ଅଛି। କେରଳରେ…

ଲଞ୍ଚ୍‌ ହେଲା ବୁଲେଟ୍‌ରୁ ଅଧିକ ପାଓ୍ଵାରଫୁଲ୍‌ BS-VI Jawa Perak, ଜାଣନ୍ତୁ କେତେ ରହିଛି ଦାମ୍‌

ଏକ ଲମ୍ବା ସମୟର ବ୍ୟବଧାନ ପରେ ଜାଓ୍ଵା ଶେଷରେ ଲଞ୍ଚ୍‌ କରିଛି ନିଜ ବୋବର୍‌ ବାଇକ୍‌ ‘Perak’। କମ୍ପାନୀ ଏହି ବାଇକ୍‌କୁ ୧.୯୫ ଲକ୍ଷ ଟଙ୍କାରେ ଏକ୍ସ-ଶୋ’ରୁମ୍‌ ମୂଲ୍ୟରେ ବଜାର ପ୍ରବେଶ କରାଇଛି। କମ୍ପାନୀ ପୂର୍ବରୁ ଘୋଷଣା କରିଥିଲା, Perakକୁ ଭାରତରେ ୧.୮୯ ଲକ୍ଷ ଟଙ୍କା ମୂଲ୍ୟରେ ଲଞ୍ଚ୍‌…

ଆସନ୍ତୁ-ଦେଖନ୍ତୁ-କିଣନ୍ତୁ, ମାତ୍ର ୪୫,୦୦୦ ଟଙ୍କାରେ ମିଳୁଛି Royal Enfield

Royal Enfield ଚଳାଇବା ସବୁ ପୁଅଙ୍କ ସ୍ୱପ୍ନ କହିଲେ ଚଳେ। ରୟାଲ ଏନ୍‌ଫିଲ୍ଡର ନାଁ ଯେମିତି ରାଜକୀୟ ତାହାକୁ ଚଳାଇବା ବେଳେ ମଧ୍ୟ ସେହିପରି ରାଜକୀୟ ଅନୁଭବ ଆସିଥାଏ। ଏଣୁ ସମସ୍ତେ ଗାଡ଼ି କିଣିବା ବେଳେ ପ୍ରଥମେ ରୟାଲ ଏନ୍‌ଫିଲ୍ଡ କଥା ଚିନ୍ତା କରିଥାନ୍ତି। ମାତ୍ର ଏହାର ମୂଲ୍ୟ ଅଧିକ ଥିବାରୁ…

ରୟାଲ ଏନଫିଲ୍ଡ କ୍ଳାସିକର ନୂଆ ଭର୍ସନ ହେଲା ସ୍ପଟ୍ ! ନୂଆ BS-6 ଇଞ୍ଜିନ ସହ ଦେବ ଅଧିକ ମାଇଲେଜ୍

ନୂଆଦିଲ୍ଲୀ : ରୟାଲ ଏନଫିଲ୍ଡ ବହୁତ ଜଲଦି ନିଜର ପ୍ରସିଦ୍ଧ ମଡେଲ କ୍ଳାସିକର ନୂଆ ଜେନେରେସନକୁ ବଜାରରେ ଲଞ୍ଚ କରିବାକୁ ଯାଉଛି। ନିକଟରେ ନୂଆ ଜେନେରେସନ୍ କ୍ଳାସିକର ଟେଷ୍ଟିଂ ସମୟରେ ତାହାକୁ ସ୍ପଟ୍ କରାଯାଇଛି। ବିଗତ କିଛି ଦିନ ହେବ କମ୍ପାନୀ ତାହାର କିଛି ମଡେଲ ମାନଙ୍କରେ କସମେଟିକ୍…

ABS ସହ ଲଞ୍ଚ କଲା ରୟାଲ ଏନଫ୍ଳିଲ୍ଡର ବୁଲେଟ ୩୫୦ ଏବଂ ୩୫୦ଇଏସ୍, ପ୍ରାରମ୍ଭିକ ମୂଲ୍ୟ ରହିଛି ୧,୨୧ ଲକ୍ଷ

ଭୁବନେଶ୍ବର : ରୟାଲ ଏନଫ୍ଳିଲ୍ଡ କମ୍ପାନୀ ନିଜର ସିଙ୍ଗଲ ଏବିଏସ ଏବଂ ରିୟର ଲିଫ୍ଟ ପ୍ରୋଟେକସନ୍ ସହ ବୁଲେଟ ୩୫୦ ଏବଂ ବୁଲେଟ ୩୫୦ଇଏସ୍ ଲଞ୍ଚ କରିଛି। ଏବିଏସ ସହ ଲଞ୍ଚ ହୋଇଥିବା ରୟାଲ ଏନଫ୍ଳିଲ୍ଡ ବୁଲେଟ ୩୫୦ର ଦିଲ୍ଲୀରେ ଏକ୍ସ ଶୋରୁମ୍ ମୂଲ୍ୟ ୧.୨୧ ଲକ୍ଷ ରହିଛି। ସେହିପରି ବୁଲେଟ ୩୫୦ଇଏସର…