ବିଗ୍ ବସ୍ର ଝଟକା! ଅବ୍ଦୁ ରୋଜିକ୍ଙ୍କ ପରେ ଘରୁ ବିଦାୟ ନେଲେ ଏହି ପ୍ରତିଯୋଗୀ; କାନ୍ଦି କାନ୍ଦି ମାଗିଲେ କ୍ଷମା
ଅବ୍ଦୁ ରୋଜିକ୍ ବିଗ୍ ବସ୍ ୧୬ରୁ ବିଦାୟ ନେବା ପରେ ଏବେ ଶୋ’ର ନିର୍ମାତା ଆଉ ଏକ ଝଟ୍କା ଦେଇଛନ୍ତି। ବିଗ୍ ବସ୍ ଘରୁ ଏବେ ସାଜିଦ ଖାନ ବିଦାୟ ଦେବାକୁ ଯାଉଛନ୍ତି। ଫିନାଲେ ପୂର୍ବରୁ ସାଜିଦ୍ ଖାନ ଶୋ’କୁ ଅଲ୍ବିଦା କହିବେ। ଅପ୍କମିଂ ଏପିସୋଡରେ ବିଗ୍ ବସ୍ ନିଜେ ସାଜିଦ୍ ଖାନଙ୍କୁ ଏକ ସ୍ପେଶାଲ…