Browsing Tag

sambalpuri saree

‘ମନ କି ବାତ୍’ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

'ମନ କି ବାତ୍' କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି ।  'ମନ କି ବାତ୍' କାର୍ଯ୍ୟକ୍ରମରେ ପ୍ୟାରିସ ଅଲିମ୍ପିକ୍ସ, ହସ୍ତତନ୍ତ ବ୍ୟବସାୟ ସହ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ…

ବିଭିନ୍ନ ପ୍ରକାରର ଶାଢି ବୁଣୀ ଏବେ ସ୍ୱାବଲମ୍ବୀ ଏହି ଗାଁର ମହିଳାମାନେ, ଏବେ ମାସକୁ ରୋଜଗାର ୨୦ରୁ ୩୦ ହଜାର

ରେଢାଖୋଲ(କେନ୍ୟୁଜ) : ମହିଳା ସଶକ୍ତିଙ୍କୁ ଅଗ୍ରାଧିକାର, ଗାଁଗାଁରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱୟଂସହାୟକ ଗ୍ରୁପ ଗଠନ କରାଯାଉଛି । ସେମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର । ଏହି ପରିପେକ୍ଷୀରେ ଓଡିଶା ଜିବୀକା ମିଶନ ଜରିଆରେ ରେଢାଖୋଲର…

ବରଗଡ଼ରେ ଖୋଲିଲା ଏସିଆର ସର୍ବବୃହତ ଖୋଲା ସମ୍ବଲପୁରୀ ବଜାର, ମନ୍ତ୍ରୀ ସୁଶାନ୍ତ ସିଂହ କଲେ ଉଦ୍‌ଘାଟନ

ବରଗଡ଼ରେ ସର୍ବବୃହତ୍‌ ଖୋଲା ସମ୍ବଲପୁରୀ ବଜାର ଉଦ୍‌ଘାଟିତ। ସଦର ବ୍ଲକ ବେହେରା ଠାରେ ଏହି ବଜାର ଉଦ୍‌ଘାଟନ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। ୧.୬୭ ଏକର ଜମିରେ ନିର୍ମିତ ହୋଇଛି ଏହି ବଜାର। ଏଥିପାଇଁ ୯.୩୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହସ୍ତତନ୍ତ ବିଭାଗ ଅଧୀନରେ ଏହି ବଜାର ପରିଚାଳିତ…

ସମ୍ବଲପୁରୀ ଶାଢୀକୁ ପ୍ରଶଂସା କଲେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ, ଫିଲ୍ମ ଶକୁନ୍ତଳା ଦେବୀରେ ପିନ୍ଧିବା ପରେ…

ମୁମ୍ବାଇ: ସମ୍ବଲପୁରୀ ଶାଢୀର ପ୍ରଶଂସା କଲେ ବଲିଉଡର ଶକୁନ୍ତଳା ଦେବୀ । ନିଜର ଫିଲ୍ମ ଶକୁନ୍ତଳା ଦେବୀରେ ସମ୍ବଲପୁରୀ ଶଢୀ ପିନ୍ଧିଛନ୍ତି ବିଦ୍ୟା ବାଲାନ । ଏହାକୁ ପ୍ରୋତ୍ସାହନ ପାଇଁ ସେ ମାଥମେଟିକ ଇକ୍ୟୁଏସନ ଶାଢୀ ବୋଲି କହିଛନ୍ତି । ଏହାସହ ସେ ବୁଣାକାରମାଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।…

ସୁକାନ୍ତଙ୍କ ଡବଲ ହ୍ଵିପ୍ ଡ୍ରେସର ସ୍ୱତନ୍ତ୍ର ଚାହିଦା, ସମ୍ବଲପୁରୀ ପୋଷାକର ନୂଆ ଡିଜାଇନ୍ ପାଇଁ ପରିଚୟ ପାଇଛି ମହଲାକଟା…

ବରଗଡ(କେନ୍ଯୁଜ୍) : ସମ୍ବଲପୁର ବସ୍ତ୍ରର ମାନ୍ୟତା ସାରା ବିଶ୍ୱରେ ରହିଛି । ନିଜସ୍ୱ ଡିଜାଇନ୍‌ ଓ ରଙ୍ଗ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବସ୍ତ୍ରର ଉଭୟ ପାର୍ଶ୍ୱରେ ଭିନ୍ନ ଡିଜାଇନ୍‌ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ବରଗଡ ଜିଲ୍ଲା ମହଲାକଟା ଗାଁର ସୁକାନ୍ତ…