Browsing Tag

sand art by sudarsan pattnaik

ବାଲୁକା କଳାରେ ପ୍ରଭୁ ଗଜାନନ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା ଚିତ୍ରକଳା

ପୁରୀ : ବାଲୁକା କଳାରେ ପ୍ରଭୁ ଗଜାନନ । ଆସନ୍ତାକାଲି ଗଣେଶ ପୂଜା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ପୁରୀ ନୀଳାଦ୍ରି ବିଚରେ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରିଛନ୍ତି ।  ସବୁଠୁ ଆକର୍ଷଣୀୟ କଥା…

ବାଲୁକା କଳାରେ ନିର୍ବାଚନୀ ସଚେତନତା, ନୂଆ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ବାଲୁକା କଳାରେ ନିର୍ବାଚନୀ ସଚେତନତା ।  ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ସୁନ୍ଦର ବାଲୁକା କଳାରେ ଲୋକଙ୍କୁ ସଚେତନତା ଓ ନୂଆ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଆଜି ଠାରୁ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହୋଇଛି…

ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ: ବାଲୁକା କଳାରେ ମହାବଳ ବାଘର ପ୍ରତିକୃତି ପ୍ରସ୍ତୁତ କରି ସୁରକ୍ଷା ବାର୍ତ୍ତା ଦେଲେ…

ପୁରୀ (କେନ୍ୟୁଜ): ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ। ମହାରାଷ୍ଟ୍ରର ଚନ୍ଦ୍ରପୁର ଟଡୋବା ଉତ୍ସବରେ ୫୦ ଫୁଟ୍ ଲମ୍ବ ବାଘର ଏକ ସୁନ୍ଦର ବାଲୁକାକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଟଡୋବା - ଅନ୍ଧେରୀ ବ୍ୟାଘ୍ର ଅଭୟାରଣ୍ୟରେ ଏହି ସୁନ୍ଦର…

ବାଲୁକାଶିଳ୍ପୀ ସୁଦର୍ଶନଙ୍କ ନିଖୁଣ କଳାକୃତି, ବାଲୁକାକଳାରେ ଶୋଭା ପାଇଲେ ତିନି ଠାକୁର

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏଥିପାଇଁ ଚଳଚଞ୍ଚଳ ସମଗ୍ର ଶ୍ରୀକ୍ଷେତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଜଜମାନ ଭାବେ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ । ଏଣୁ ଏହି ଦିନଟି ଏକ ଐତିହାସିକ ଦିନ ।…

୫୦୦୦ ଲେମ୍ବୁରେ ମାଆଙ୍କ ଦିବ୍ୟ ପ୍ରତିକୃତି ଗଢିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

(କେନ୍ୟୁଜ): ନବରାତ୍ରୀ ଚାଲିଥିବା ବେଳେ ଦେବୀ ଦୁର୍ଗା ମା'ଙ୍କ ଆରାଧନା ପାଇଁ ପୁରା ଦେଶ ଚଳଚଞ୍ଚଳ । ୫୦୦୦ ଲେମ୍ବୁ ବ୍ୟବହାର କରି ମାଆଙ୍କ ଦିବ୍ୟ ପ୍ରତିକୃତି କଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକାକଳାରେ ୫୦୦୦ ଲେମ୍ବୁ ବ୍ୟବହାର କରି ମାଆଙ୍କ ଦିବ୍ୟ ପ୍ରତିକୃତି…

ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଲୁକା କଳାରେ ଜନ୍ମଦିନ ଶୁଭେଛା। ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ କୋଣାର୍କ ଚକ୍ର ଭଳି ଅବିକଳ ଛୋଟଛୋଟ ୫୦ଟି ପ୍ରତିକୃତିକୁ ନିଜ ବାଲୁକାକଳାରେ ସ୍ଥାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। G20…

ଆଜି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି, ବାଲୁକାକଳା ମାଧ୍ୟମରେ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଆମେରିକା ରାଷ୍ଟ୍ରପତିଙ୍କୁ ବାଲୁକାକଳା ମାଧ୍ୟମରେ ସ୍ବାଗତ । ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି G-20 । ଏଥିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବହୁ ଡେଲିଗେଟ୍ସ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜୋ ବାଇଡେନଙ୍କ ଗସ୍ତ ନେଇ ପୁରୀ ବେଳାଭୂମିରେ ଏକ ଆକଷର୍ଣୀୟ…

ବିଶ୍ୱର ଟେଷ୍ଟ ମାନ୍ୟତାରେ ନଂ ୧ ସ୍ଥାନ ପାଇଲା ଟିମ୍‌ ଇଣ୍ଡିଆ, ବାଲୁକା କଳାରେ ଶୁଭେଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଟିମ୍‌ ଇଣ୍ଡିଆକୁ ବାଲୁକାକଳାରେ ଶୁଭେଚ୍ଛା । ଅଷ୍ଟ୍ରେଲିଆକୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ଟେଷ୍ଟ ମାନ୍ୟତା ପାଇଛି ଟିମ୍‌ ଇଣ୍ଡିଆ । ଏନେଇ ଟିମ୍‌ ଇଣ୍ଡିଆକୁ ବାଲୁକାକଳାରେ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ…

ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷର ଅବସରରେ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ପବିତ୍ର ହନୁମାନ ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା । ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଓଡ଼ିଆ ନବବର୍ଷ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହି ବାଲୁକା କଳା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଲାଗିଛି ।…

ବାଲୁକା କଳାରେ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ବେଳା ଭୂମିରେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ମହିଳା ଦିବସ ଅବସରରେ ମହିଳାଙ୍କୁ ସନ୍ନମାନ ଓ ସୁରକ୍ଷା ସହ ସମାଜ ପ୍ରତି ଥିବା ମହିଳାଙ୍କ ଅବଦାନକୁ ପ୍ରଣାମ କରିବା…

କଟକ ବାଲିଯାତ୍ରା ପଡିଆରେ ବାଲୁକା କଳା: ବୋଇତ ସହିତ ୨୫ହଜାର ୫୦୦ ଦୀପରେ ୩୦ ଫୁଟ୍‌ ଉଚ୍ଚର ବାଲୁକା କଳା

କଟକ(କେନ୍ୟୁଜ୍): କଟକ ବାଲିଯାତ୍ରା ପଡିଆରେ ବାଲୁକା କଳାର ଉଦଘାଟନ କରିଛନ୍ତି ଡିଜିପି ସୁନୀଲ କୁମାର ବଂଶଲ । ଚଳିତବର୍ଷର ଅନ୍ୟତମ ଆକର୍ଷଣ ରହିଛି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ‘କଟକ ଇନ୍‌ କଟକ’ ପାଭିଲିୟନ ମଧ୍ୟରେ ତିଆରି ହୋଇଛି ପ୍ରାୟ ୩୦ ଫୁଟ୍‌ ଉଚ୍ଚର…

ଆଜି ବିଶ୍ୱ ଏଡ଼ସ ଦିବସ: ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ(କେନ୍ଯୁଜ୍): ବିଶ୍ୱ ଏଡ଼ସ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା । ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ର୍ନିମାଣ କରି ଏଡ଼ସ ସଚେତନତା ର ବାର୍ତା ଦେଇଛନ୍ତି । ବିଶ୍ୱବାସୀ ଏଡ଼ସର ଭୟାବହତା ସମ୍ପର୍କରେ ଜାଣିବା ସହ ଏହି ରୋଗରୁ ମୁକ୍ତ ରହିବା ପାଇଁ ସେ ନିବେଦନ କରିଛନ୍ତି।…