Browsing Tag

sanitizer

ନିଶା ଖାଇବା ଚକ୍କରରେ ୧୨ କଏଦୀ ପିଇଲେ ସାନିଟାଇଜର, ୨ ମୃତ

ଶ୍ରୀଲଙ୍କା: କରୋନାକୁ ମାତ୍ ଦେବା ପାଇଁ ସାନିଟାଇଜର ଏବଂ ମାସ୍କ ପ୍ରମୁଖ ଅସ୍ତ୍ର। କିନ୍ତୁ ଏହି ସୁରକ୍ଷା ଅସ୍ତ୍ର ଯୋଗୁଁ କାହା ଜୀବନ ଯାଇପାରେ ତାହା ହୁଏତ କେହି ଭାବିନଥିବେ। ଏମିତି ଏକ ଘଟଣା ଶ୍ରୀଲଙ୍କାର ଏକ ଜେଲରେ ଦେଖିବାକୁ ମିଳିଛି। ଜେଲରେ କରୋନା ସହିତ ଲଢେଇ କରିବା ପାଇଁ ଯେଉଁ…

ପୁନେର ଏକ ସାନିଟାଇଜର ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ, ୧୮ରୁ ଅଧିକଙ୍କ ମୃତ୍ୟୁ ସୂଚନା

କେନ୍ୟୁଜ୍(ବ୍ୟୁରୋ):  ମହାରାଷ୍ଟ୍ର ପୁନେର ଏକ କେମିକାଲ ଫାକ୍‌ଟ୍ରିରେ ଭୟାବହ ବିସ୍ପୋରଣ। ୧୮ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟାରେ ନିଖୋଜ ଅଛନ୍ତି। ଘୋଟେୱାଡ଼ା ଫଟା ଶିଳ୍ପାଞ୍ଚଳର ଏକ ସାନିଟାଇଜର ଫାକ୍‌ଟ୍ରିରେ ହଠାତ ବିସ୍ଫୋରଣ ହୋଇଥିଲ। ଫାକ୍‌ଟ୍ରି ପରିସରରୁ ପ୍ରବଳ ଧୁଆଁ…

ଏସବୁ ଜିନିଷକୁ ଛୁଇଁବା ପରେ ହାତ ନ ଧୋଇଲେ ହୋଇପାରନ୍ତି କରୋନାର ଶିକାର, ନିଶ୍ଚୟ ମାନନ୍ତୁ

ଏବେ ସାରା ଦେଶ କରୋନାର ଦ୍ୱିତୀୟ ଲହରୀ ସହ ଲଢ଼ୁଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ହେଉଛନ୍ତି ଓ ଅନେକଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଏଭଳି ସ୍ଥିତିରେ କରୋନା ସଂକ୍ରମଣରୁ ମୁକ୍ତି ପାଇବାକୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପାଳନ କରିବା ଜରୁରୀ। ସେହିପରି ବାରମ୍ବାର ହାତ ମଧ୍ୟ…

ସାନିଟାଇଜର ବ୍ୟବହାର ପାଲଟିପାରେ ବିପଜ୍ଜନକ, ୪୪ଟି ସାନିଟାଇଜରରେ କ୍ୟାନସର ସୃଷ୍ଟି ଆଶଙ୍କା

କେନ୍ୟୁଜ୍(ବ୍ୟୁରୋ):  କରୋନା ମୁକାବିଲା ପାଇଁ ସାନିଟାଇଜର ବ୍ୟବହାର ପାଲଟିପାରେ ବିପଦଜନକ। ସାନିଟାଇଜର ବ୍ୟବହାର କ୍ୟାନସର ସୃଷ୍ଟି କରିପାରେ ବୋଲି ଜଣାପଡ଼ିଛି। ୪୪ଟି ସାନିଟାଇଜରରେ କ୍ୟାନସର ସୃଷ୍ଟି କରିପାରୁଥିବା ରସାୟନ ବ୍ୟବହାର ହେଉଥିବା ଜଣାପଡ଼ିବା ପରେ ଚିନ୍ତା ବଢିଛି। ୧୬୮ ପ୍ରକାର…

ଆନ୍ଧ୍ରପ୍ରଦେଶ: ଲକଡାଉନରେ ଡହଳ ବିକଳ ଅଭ୍ୟାସଗତ ମଦୁଆ, ମଦ ନମିଳିବାରୁ ସାନିଟାଇଜର ପିଇ ଚାଲିଗଲା ୯ଜଣଙ୍କ ଜୀବନ

କେନ୍ୟୁଜ୍(ବ୍ୟୁରୋ):  ଅଭ୍ୟାସଗତ  ମଦୁଆଙ୍କୁ ପାଗଳ କରିଦେଇଛି ଲକଡାଉନ। ମଦ ଟିକିଏ ପିଇବା ପାଇଁ ଡହଳ ବିକଳ ହୋଇ ଚେରାମଦ କିମ୍ବା ମଦର ବିକଳ୍ପ ପଦର୍ଥକୁ ଖାଇବାକୁ ଚେଷ୍ଟା କରୁଛନ୍ତି। ଯାହା ଫଳରେ ଅନେକଙ୍କର ପ୍ରାଣହାନୀ ହେବାର ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ…

କରୋନା ନେଇ ବଜାରରେ ସାନିଟାଇଜରର ଘୋର ଅଭାବ, WHO ଗାଇଡଲାଇନ ଅନୁଯାୟୀ ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ…

କଟକ: କରୋନା ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଥିବାବେଳେ ବଜାରରେ ସାନିଟାଇଜରର ଘୋର ଅଭାବ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି ସାନିଟାଇଜର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଦତ୍ତ ଗାଇଡଲାଇନ…

ସରକାରଙ୍କ ବଡ ଘୋଷଣା: ମାସ୍କ ଏବଂ ସାନିଟାଇଜର୍‌ର ମୂଲ୍ୟ ବଢାଇଲେ ନିଆଯିବ ବଡ କାର୍ଯ୍ୟାନୁଷ୍ଠାନ

ଅଧିକାଂଶ ସମୟରେ ଦେଖାଯାଇଥାଏ ଯଦି କୌଣସି ଜିନିଷ ଅଧିକ ବିକ୍ରି ହୋଇଥାଏ ତେବେ ଲୋକମାନେ ତା’ର ମୂଲ୍ୟ ବୃଦ୍ଧି କରି ବିକ୍ରି କରିଥାନ୍ତି। ଏଭଳି କିଛି ବର୍ତ୍ତମାନ କରୋନାରୁ ଦୂରେଇ ରହିବା ପାଇଁ ଅଧିକାଂଶ ଦୋକାନୀ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କର ମୂଲ୍ୟ ବୃଦ୍ଧି କରି ବିକ୍ରି କରୁଛନ୍ତି।…