Browsing Tag

saudi arabia

ସାଉଦି ଆରବ ମରୁଭୂମିରେ ଭୀଷଣ ତୁଷାରପାତ, ଓଟ ପିଠିରେ ବିଛେଇ ହେଲା ବରଫର ଧଳା ଚାଦର, ଭାଙ୍ଗିଲା ୫୦ ବର୍ଷର ରେକର୍ଡ

ସାଉଦି ଆରବରେ ଯଦି ଭୀଷଣ ତୁଷାରପାତ ଖବର ସାମ୍ନାକୁ ଆସିବ, ତ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଲୋକେ ଭାବିବାକୁ ଲାଗିବେ ଯେ ମରୁଭୂମି ଭଳି ଏକ ଗରମ ଅଞ୍ଚଳରେ ଏହା କିପରି ସମ୍ଭବ? କିନ୍ତୁ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ନିକଟରେ ସୋସିଆଲ ମିଡିଆରେ କିଛି ଫଟୋ ଏବଂ ଭିଡିଓ ଶେୟାର କରାଯାଇଛି,…

ଚଳିତବର୍ଷ ହଜ୍‌ରେ ଯିବାକୁ ଥିବା ଯାତ୍ରୀଙ୍କର ମଉଳି ଯାଇପାରେ ଆଶା, ସାଉଦି ଆରବରେ ୨୦ ଦେଶର ନାଗରିକଙ୍କୁ ୧୭ ମେ’…

ସାଉଦି ଆରବ ୨୦ ଦେଶର ନାଗରିକଙ୍କୁ ୧୭ ମେ’ ପର୍ଯ୍ୟନ୍ତ ନିଜ ଦେଶକୁ ପ୍ରବେଶ ଦେବା ଉପରେ ବ୍ୟାନ୍‌ ଲଗାଇ ଦେଇଛି। ଏହି ୨୦ ଦେଶରେ ଭାରତ ମଧ୍ୟ ସାମିଲ ଅଛି। ଏଭଳି ସ୍ଥିତିରେ ଚଳିତବର୍ଷ ହଜ୍‌ ଯାତ୍ରା କରିବାକୁ ଥିବା ଭାରତୀୟ ଯାତ୍ରୀଙ୍କୁ ବି ନିରାଶର ସ୍ୱାଦ ଚାଖିବାକୁ ପଡ଼ିପାରେ। ୨୦୨୦ରେ କରୋନା…

ସାଉଦି ଆରବରେ ଏକ ବଡ଼ ସନ୍ଧାନ ! ମିଳିଲା ୧,୨୦,୦୦୦ ବର୍ଷର ପୁରୁଣା ମନୁଷ୍ୟ ପାଦଚିହ୍ନ

ଉତ୍ତର ସାଉଦି ଆରବର ଏକ ଅଗଭୀର ହ୍ରଦ ନିକଟରୁ ପାଖାପାଖି ୧ ଲକ୍ଷ ୨୦ ହଜାର ବର୍ଷର ପୁରୁଣା ମାନବ ପାଦଚିହ୍ନ ମିଳିଛି। ଏଥିରୁ ଅନୁମାନ କରାଯାଉଛି, ହୋମୋ ସେପିଏନ୍ସର ଏକ ସମୂହ ଖାଦ୍ୟ ଏବଂ ପାଣି ଅନ୍ୱେଷଣରେ ଏଠାରେ ଅଟକିଥିବେ। ଓଟ, ମଇଁଷି, ହାତୀ ଭଳି ବଡ଼ ପ୍ରାଣୀ ମଧ୍ୟ ଏହି ହ୍ରଦ ନିକଟକୁ ପାଣି…

ପାକିସ୍ତାନ ସହ ତେଲ କାରବାର ବନ୍ଦ କଲା ସାଉଦି ଆରବ, ଜାଣନ୍ତୁ କାହିଁକି?

ଗତ ମେ ମାସ ପରଠାରୁ ସାଉଦି ଆରବରୁ ପାକିସ୍ତାନ ତେଲ ପାଇନାହିଁ କାରଣ ପାକିସ୍ତାନ ୩.୨ ବିଲିୟନ ଡ଼ଲାରର ବକେୟା ଅର୍ଥ ଦେଇପାରି ନାହିଁ। ୨୦୧୮ ମସିହାରେ ପାକିସ୍ତାନ ସାଉଦି ଆରବରୁ ୬.୨ ବିଲିୟନ ଡ଼ଲାର କରଜ ନେଇଥିଲା। ଋଣ ପ୍ୟାକେଜ ଅଧୀନରେ ପାକିସ୍ତାନକୁ ୩.୨ ବିଲିୟନ ଡଲାର ତେଲ ଉଧାର ଦେବାର…

ସାଉଦି ଆରବରୁ ଦୁଇଦିନିଆ ଗସ୍ତ ସାରି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ୟୁଜ୍: ଦୁଇ ଦିନିଆ ଗସ୍ତ ସାରି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାଉଦି ଆରବରେ ଦୁଇଦିନିଆ ଗସ୍ତରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସହ ଐତିହାସିକ ସାଉଦୀ- ଆରବ କାଉନସିଲ ଗଠନ ପାଇଁ ନିଷ୍ପତ୍ତି ହୋଇଛି। କାଉନସିଲ ଗଠନ ଦ୍ୱାରା ଦୁଇଦେଶ ମଧ୍ୟରେ ରଣନୀତି ପ୍ରସଙ୍ଗରେ…

ଆତଙ୍କବାଦୀଙ୍କ ଅଭିନବ ଆକ୍ରମଣ, ତୈଳ କଂପାନୀ ଉପରେ ଡ୍ରୋନ ବ୍ୟବହାର କରି କଲେ ହମଲା୍

କେନ୍ୟୁଜ୍: ଆତଙ୍କବାଦୀଙ୍କ ଅଭିନବ ଆକ୍ରମଣ। ସାଉଦୀ ଆରବର ତୈଳ କଂପାନୀ ସାଉଦୀ ଆରାମକୋର ୨ଟି ୟୁନିଟ ଉପରେ ଡ୍ରୋନ ବ୍ୟବହାର କରି ଆକ୍ରମଣ କରାଯାଇଛି। ପୂର୍ବ ସାଉଦୀ ଆରବର ଆବାକ୍ୱେକ ଓ ଖୁରାଇସ ପ୍ଲାଣ୍ଟ ଉପରେ ଆକ୍ରମଣ ହୋଇଥିବା ସାଉଦୀ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି।…