Browsing Tag

Savitri brata

ଆଜି ସାବିତ୍ରୀ ବ୍ରତ: ଜାଣନ୍ତୁ, କ’ଣ ସେବନ କଲେ ମହିଳାଙ୍କୁ ମିଳିବ ଅଖଣ୍ଡ ସୌଭାଗ୍ୟବତୀ ହେବା ଆଶୀର୍ବାଦ

ଆଜି ସଧବାଙ୍କ ପର୍ବ ସାବିତ୍ରୀ ବ୍ରତ। ବିଶ୍ୱାସ ରହିଛି ଯେ ଆଜିର ଦିନରେ ଦେବୀ ସାବିତ୍ରୀ ସ୍ୱାମୀ ସତ୍ୟବାନ୍‌ଙ୍କ ଜୀବନ ବଞ୍ଚାଇବାକୁ ଯମରାଜଙ୍କ ସହ ଲଢ଼ି ଯାଇଥିଲେ। ସେ ନିଷ୍ଠା ଓ ଭକ୍ତି ବଳରେ ଯମରାଜଙ୍କ ଠାରୁ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ। ଏଣୁ ଏହି ଦିନକୁ ମନେ ପକାଇବାକୁ ସବୁ…

ସ୍ୱାମୀଙ୍କ ମଙ୍ଗଳ ସହ ଦୀର୍ଘାୟୁ କାମନା: ବିବାହିତ ମହିଳାମାନେ ରଖିଛନ୍ତି ସାବିତ୍ରୀ ବ୍ରତ

କେନ୍ୟୁଜ୍(ବ୍ୟୁରୋ):  ଆଜି ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ମଙ୍ଗଳ ସହ ଦୀର୍ଘାୟୁ କାମନା କରି ବିବାହିତ ମହିଳାମାନେ ଏହି ବ୍ରତ ରଖିଥାନ୍ତି। ସକାଳୁ ସକାଳୁ ସଧବା ମହିଳାମାନେ ନୂଆ ଲୁଗା ପିନ୍ଧି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ଗତ ଦୁଇ ବର୍ଷ ହେବ କୋଭିଡ୍‌ କଟକଣା ଯୋଗୁଁ ମନ୍ଦିରରେ…

ସାବିତ୍ରୀ ବ୍ରତ ପାଇଁ ସ୍ବାମୀ ଶାଢୀ ନକିଣିବାରୁ ମହିଳାଙ୍କ ଆତ୍ମହତ୍ୟା

ନୟାଗଡ(କେନ୍ୟୁଜ୍‌) : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସାବିତ୍ରୀ ବ୍ରତ ପାଇଁ ଶାଢ଼ି କିଣିବାକୁ କେନ୍ଦ୍ର କରି ଜଣେ ମହିଳା ଲୁଗାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ସୂଚନା ଅନୁଯାୟୀ , ଚକ୍ରଧରପୁର ଗ୍ରାମର ଦିବାକର…

ଦିନକ ପରେ ସାବିତ୍ରୀ ବ୍ରତ, ଫଳ ଦୋକାନରେ ହାତ ମାରିବା କଷ୍ଟ

ଭୁବନେଶ୍ବର: ଦିନକ ପରେ ସାବିତ୍ରୀ ବ୍ରତ। ସ୍ୱାମୀର ମଙ୍ଗଳ ମନାସି ଓ ଦୀର୍ଘାୟୁ କାମନା କରି ବ୍ରତ ରଖିବେ ସଧବା ନାରୀ। ଏପଟେ ଲକ୍‌ଡାଉନ୍‌ ଯୋଗୁଁ ବନ୍ଦ ରହିଛି ଫଳ ଦୋକାନ। ଆଉ ଯାହା କିଛି ବି ଫଳ ଦୋକାନ ଖୋଲିଛି ସେଠାରେ ହାତ ମାରିବା କଷ୍ଟକର। ପୂର୍ବ ଅପେକ୍ଷା ୫ ରୁ ୧୦ ଟଙ୍କା ବଢିଛି ଫଳ…

ସରପଂଚଙ୍କ ସହାୟତାରେ ସଂଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳିଲେ ମହିଳା

ଯାଜପୁର ଟାଉନ(କେନ୍ଯୁଜ୍): ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳିଲେ ମହିଳା । ଯାଜପୁର ବ୍ଲକ ସିମିଳିଆ ପଂଚାୟତର ସରପଂଚଙ୍କ ଉଦ୍ୟମ କ୍ରମେ ଏହା ସମ୍ଭବ ହୋଇପାରିଛି । ପଂଚାୟତର ମଇଦପୁର ସର୍ବମଂଗଳା ହାଇସ୍କୁଲ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୩ ଜଣ…