ଧରାପଡିଲା ଏମିତି ଜଣେ ସିରିୟଲ କିଲର ଯିଏ ଜୀବନ ନେବା ପରେ ମୃତଦେହକୁ ମାଗୁଥିଲା କ୍ଷମା
ପଞ୍ଜାବ: ଧରାପଡ଼ିଗଲା ଜଣେ ସିରିୟଲ କିଲର । ତିନି ଜାରି ଜଣ ନୁହେଁ ଦଶ ଦଶ ଜଣଙ୍କୁ ନିଜ ହାତରେ ହତ୍ୟା କରିଛି ଏହି ସିରିୟଲ କିଲର । ଯାହାକୁ ଧରିଛି ପଞ୍ଜାବ ପୋଲିସ୍ । ତାର କାରନାମା ଶୁଣିଲେ ଦେହ ଶିହରି ଉଠିବ । ଗତ ଡିସେମ୍ବର ୨୩ ତାରିଖ ଦିନ ପଞ୍ଜାବ ପୋଲିସ୍ ତାକୁ ଗିରଫ କରିବା ପରେ ୧୦…