Browsing Tag

shahrukh khan

ପାଓ୍ଵାର କପଲ୍‌ ନୟନତାରା ଓ ଭିଗ୍ନେଶ ଶିବନଙ୍କ ବିବାହ, ସାମ୍ନାକୁ ଆସିଲା ପ୍ରଥମ ଫଟୋ; କୋଭିଡ୍‌କୁ ମାତ୍‌ ଦେଇ…

ସାଉଥ୍‌ର ପାଓ୍ଵାର କପଲ୍‌ ନୟନତାରା ଓ ଭିଗ୍ନେଶ ଶିବନଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି। କପଲ୍‌ ଆଜି ଚେନ୍ନାଇର ମହାବଲିପୁରମ୍‌ର ଏକ ବିଳାସପୂର୍ଣ୍ଣ ରିସର୍ଟରେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ବିବାହ ଉତ୍ସବରେ ସାମିଲ ହେବା ପାଇଁ ସେଲିବ୍ରିଟିମାନେ ମହାବଲିପୁରମ୍‌ରେ ପହଞ୍ଚିଛନ୍ତି।…

ବଲିଉଡ୍‌ରେ କରୋନା ବିସ୍ଫୋରଣ! ଶାହରୁଖ ଖାନ ଓ କ୍ୟାଟ୍ରିନା କୈଫ୍‌ଙ୍କ ରିପୋର୍ଟ ପିଜିଟିଭ…

ସାରା ଦେଶରେ ଏବେ ପୁଣିଥରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ବଲିଉଡ୍‌ ସେଲିବ୍ରିଟି ମଧ୍ୟ କରୋନା ଭାଇରସ୍‌ କବଳକୁ ଆସୁଛନ୍ତି। ନିକଟରେ ଆଦିତ୍ୟ ରୟ କପୁର କରୋନାରେ ସଂକ୍ରମିତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ବଲିଉଡ୍‌ର କିଙ୍ଗ୍‌ ଶାହରୁଖ ଖାନ ଓ ଅଭିନେତ୍ରୀ…

କ୍ଷତାକ୍ତ ଅବସ୍ଥାରେ ମୁଣ୍ଡରେ ପଟି, ‘ଯବାନ’ର ପ୍ରଥମ ପୋଷ୍ଟର ରିଲିଜ୍‌ କଲେ ଶାହାରୁଖ ଖାନ୍‌

ପୁଣିଥରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହୋଇଛନ୍ତି କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ୍‌। ଶାହାରୁଖ୍‌ ନିଜ ଅଗାମୀ ଫିଲ୍ମ ‘ଯବାନ’କୁ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହାର ଟିଜର ରିଲିଜ୍‌ କରିବାର ଦିନକ ପରେ ଶାହାରୁଖ ଫିଲ୍ମର ପ୍ରଥମ ପୋଷ୍ଟରକୁ ବି ଦର୍ଶକଙ୍କ ସହ…

ଦିନକୁ ୧୦୦ ସିଗାରେଟ୍, ୩୦ କପ କଫି ପିଅନ୍ତି ଶାହାରୁଖ, ଏମିତି ରହିଛି କିଙ୍ଗ ଖାନଙ୍କ ଜୀବନଶୈଳୀ

ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହାରୁଖ ଖାନଙ୍କୁ ଜାଣିବା ପାଇଁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ବଲିଉଡରେ ସେହି ସ୍ଥାନ ପାଇଛନ୍ତି, ଯାହା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । କିନ୍ତୁ ଏହି ଖ୍ୟାତି ପଛରେ ମଧ୍ୟ ଏକ ସତ୍ୟତା ଲୁଚି ରହିଛି, ଏହା ଜାଣି ଆପଣ ମଧ୍ୟ ଚକିତ ହେବେ। କୋଟି କୋଟି…

ଖୁସି ଖବର! ଦୀର୍ଘ ବର୍ଷ ପରେ ରୁପେଲି ପରଦାରେ ଏକାଠି ନଜର ଆସିବେ ସୁପରହିଟ୍‌ ଯୋଡ଼ି ଶାହାରୁଖ ଖାନ୍‌ ଓ କାଜଲ

ବଲିଉଡ୍‌ ଷ୍ଟାର ଶାହାରୁଖ ଖାନ୍‌ ଓ କାଜଲଙ୍କ ଯୋଡ଼ି ୯୦ ଦଶକର ସବୁଠୁ ସୁପର ଡୁପର ହିଟ୍‌ ଯୋଡ଼ି। ଏବେ ବି ଏହି ଦୁଇ ଜଣଙ୍କୁ ଏକାଠି ଦେଖିବାକୁ ଫ୍ୟାନ୍‌ମାନେ ଚାହିଁ ବସିଥାନ୍ତି। ଶାହାରୁଖ ଖାନ୍‌ ଅନ୍ୟ ଅଭିନେତ୍ରୀଙ୍କ ସହ ଅଭିନୟ କରୁଥିଲେ ମଧ୍ୟ କାଜଲଙ୍କ ସହ ତାଙ୍କ ବଣ୍ଡିଂ କିନ୍ତୁ ସବୁଠୁ ଅଲଗା…

ପୁଣି ଏକାଠି ନଜର ଆସିବେ ଶାହରୁଖ ଏବଂ ଜୁହି ଚାଓ୍ଵଲା ! ଅଭିନେତ୍ରୀ କଲେ ଖୁଲାସା

ଶାହରୁଖ ଖାନ ଏବଂ ଜୁହି ଚାଓ୍ଵଲାଙ୍କ ଯୋଡି ବଲିଉଡରେ ବେଶ୍‌ ଧମାଲ୍‌ କରିଥିଲା। ୯୦ ଦଶକରେ ଏହି ଦୁହିଁଙ୍କ ଯୋଡିକୁ ରୋମାଣ୍ଟିକ ଯୋଡି ବୋଲି କୁହାଯାଉଥିଲା। ଜୁହି ଏବଂ ଶାହରୁଖ ବଲିଉଡରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ‘ରାଜୁ ବନ୍‌ ଗେୟା ଜେଣ୍ଟଲମ୍ୟାନ, ୟସ ବସ୍‌, ଡ୍ୟୁପ୍ଲିକେଟ, ଫିର ଭି…

ଛାତ୍ରଙ୍କୁ ଏମିତି ଉତ୍ତର ଦେଇ ମନ ଜିତିଲେ ଶାହରୁଖ

ବଲିଉଡ଼ ବାଦଶାହ ରୋମାନ୍ସ କିଙ୍ଗ ଶାହରୁଖଙ୍କ ପରିଚୟ କାହାକୁ ଦରକାର ନାହିଁ। କାରଣ ସେ କେବଳ ଭରତ ନୁହେଁ ସାରା ବିଶ୍ବରେ ପରିଚିତ। ରୋମାନ୍ସ କିଙ୍ଗଙ୍କ ପ୍ରଶଂସକ କିଛି କମ୍ ନାହାନ୍ତି। ସେ ଯୁଆଡେ ବି ଯାଆନ୍ତି ନିଜ ଫ୍ୟାନ୍ସଙ୍କ ମନରେ ଜାଗା ତିଆରି କରିଦିଅନ୍ତି। ତେବେ ବର୍ତ୍ତମାନ ଅନେକ ଦିନ…

ଏହି ସବୁ ମାରାତ୍ମକ ରୋଗ ସହିତ ସଂଘର୍ଷ କରୁଛନ୍ତି ବଲିଉଡ ର ୧୪ ସୁପରଷ୍ଟାର, ଜଣେ ପିଲାବେଳୁ ଆକ୍ରାନ୍ତ

ବଲିଉଡ ପାଇଁ ସମସ୍ତେ ପାଗଳ । ସେଥିପାଇଁ ତ ନିଜର ମନ ପସନ୍ଦ ର ସୁପର ଷ୍ଟାରଙ୍କ ଫିଲ୍ମ ଯେତେବେଳେ ରିଲିିଜ ହେବାର ଥାଏ, ସେହି ଫିଲ୍ମ ପାଇଁ ଆଗରୁ ହିଁ ଟିକେଟ ବୁକ କରନ୍ତି ଫ୍ୟାନ୍ସ । ଏମିତିକି ସେମାନଙ୍କୁ କିଏ ନିଜର ଭଗବାନ ମଧ୍ୟ ମାନି ନିଅନ୍ତି କିନ୍ତୁ ଏହି ବଲିଉଡ ଷ୍ଟାରମାନଙ୍କ ଜୀବନ…

ଶୁଟିଂକୁ ଫେରିବେ ଶାହରୁଖ ଖାନ, ଆଉଟଡୋର୍‌ ଶେଡ୍ୟୁଲ୍‌ ଛୋଟ ରଖିବାକୁ ସର୍ତ୍ତ; ପ୍ରତି ସପ୍ତାହରେ ପରିବାରକୁ ଭେଟିବା…

ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ କେସ୍‌ରେ ଫସିବା ପରଠାରୁ ହିଁ ଶାହରୁଖ ଖାନ ନିଜର ସମସ୍ତ ଅପକମିଙ୍ଗ୍‌ ଫିଲ୍ମର ଶୁଟିଙ୍ଗ୍‌କୁ ରୋକି ଦେଇଥିଲେ। ଏବେ ଶାହରୁଖ ପୁଣି ଥରେ ଶୁଟିଙ୍ଗ୍‌ ଆରମ୍ଭ କରିବାକୁ ଯାଉଛନ୍ତି। ଯଦିଓ ଏଥିପାଇଁ ସେ ଡାଇରେକ୍ଟରଙ୍କ ସାମ୍ନାରେ ଏକ ଖାସ୍‌ ସର୍ତ୍ତ ରଖିଛନ୍ତି। ରିପୋର୍ଟ…

ଦିନେ ସମୁଦ୍ରକୁ ଡେଇଁ ଜୀବନ ହାରିବାକୁ ଚାହୁଁଥିଲେ କମେଡିଆନ୍‌ କପିଲ ଶର୍ମା

କମେଡି ଦୁନିଆର ଏବେ ବେତାଜ୍‌ ବାଦଶାହ ହେଉଛନ୍ତି କପିଲ ଶର୍ମା। କପିଲ ଶର୍ମାଙ୍କ ଲୋକପ୍ରିୟତା ଏତେ ଯେ କେବଳ ଦେଶ ନୁହେଁ, ବିଦେଶରେ ବି ତାଙ୍କର ଅନେକ ଫ୍ୟାନ୍‌ ଅଛନ୍ତି। ଷ୍ଟାଣ୍ଡ୍‌ ଅପ୍‌ କମେଡି ଯୋଗୁ ପ୍ରଚୁର ଲୋକପ୍ରିୟତା ହାସଲ କରିଛନ୍ତି ଏହି ସ୍ମଲ ଟାଉନ୍‌ ଯୁବକ। ଗୋଟିଏ ସ୍ଥାନରେ ଠିଆ…

ଜେଲ୍‌ ବାହାରେ ଆର୍ଯ୍ୟନ ଖାନଙ୍କୁ ଦେଖିବା ବେଳେ ଏପଟେ ପକେଟ୍‌ମାର, ୧୦ ମୋବାଇଲ ଫୋନ୍‌ ନେଇଗଲେ ଚୋର

ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ ଡ୍ରଗ୍ସ ମାମଲାରେ ଜାମିନ୍‌ ପାଇବା ପରେ ଆର୍ଥର ରୋଡ୍‌ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଜେଲ୍‌ରୁ ବାହାରିବା ସମୟରେ ଆର୍ଯ୍ୟନ୍‌ଙ୍କୁ ଦେଖିବା ପାଇଁ ଅନେକ ପ୍ରଶଂସକ ସେଠାରେ ଭିଡ଼ ଜମାଇଥିଲେ। କିନ୍ତୁ କିଛି ଲୋକଙ୍କୁ ଆର୍ଥର ରୋଡ୍‌ ଜେଲ୍‌…

ଶାହରୁଖ-ଗୌରୀଙ୍କ ବିବାହକୁ ପୂରିଲା ୩୦ ବର୍ଷ: ନ ଥିଲା ପଇସା, ପ୍ୟାରିସ୍‌ ବୁଲାଇ ନେବାକୁ କହି ଗୌରୀଙ୍କୁ ଦେଇଥିଲେ ମିଛ…

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଯଦି କେଉଁ ଯୋଡ଼ିକୁ ସବୁଠାରୁ ସଫଳତମ ଯୋଡ଼ିର ଟ୍ୟାଗ୍‌ ଦିଆଯାଏ, ତ ପ୍ରଥମେ ଶାହରୁଖ ଖାନ ଓ ଗୌରୀ ଖାନ୍‌ଙ୍କ ନାଁ ହିଁ ଆସିବ। ଏହାରି ଭିତରେ ସୁପରଷ୍ଟାର୍‌ ଶାହରୁଖ ଓ ଗୌରୀ ଖାନ୍‌ ନିଜ ବିବାହର ୩୦ ବର୍ଷ ପୂରଣ କରି ନେଇଛନ୍ତି। ଶାହରୁଖ, ଗୌରୀଙ୍କୁ ସେହି ସମୟରେ ବିବାହ…