Browsing Tag

shimla

ଶିମଲା ଓ କୁଲୁରେ ବାଦଲ ଫଟା ବର୍ଷା : ୮ ମୃତ, ୫୩ରୁ ଅଧିକ ନିଖୋଜ

ପ୍ରବଳ ବର୍ଷା ଯୋଗୁ ହିମାଚଳ ପ୍ରଦେଶରେ ବିପଦ ସୃଷ୍ଟି ହୋଇଛି । ରାଜ୍ୟର ଅନେକ ଜିଲ୍ଲାରେ ବାଦଲ ଫଟା ବର୍ଷା ହେବା ଯୋଗୁ ୮ ଜଣଙ୍କର ମୃତ୍ୟୁ ଘଟିଛି । ୫୦ ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏନେଇ…

ଶିମ୍‌ଲାରେ ୨୦୦ ମିଟର ଗଭୀର ଖାଇକୁ ଖସିଲା କାର୍‌; ୨ ଯୁବକ ମୃତ, ୩ ଆହତ

ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲା ନିକଟରେ ଏକ କାର୍‌ ୨୦୦ ମିଟର ଗଭୀର ଖାଇକୁ ଖସିପଡ଼ିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ମଙ୍ଗଳବାର ରାତିରେ ସମରକୋଟ-ସୁଙ୍ଗରୀ ଲିଙ୍କ୍‌ ରୋଡ୍‌ରେ ଘଟିଛି । କାର୍‌ ରୋହଡୁରୁ ଶିମ୍‌ଲା ଯାଉଥିଲା ।…

ସିମଲା ଶିବ ମନ୍ଦିରରେ ଭୂସ୍ଖଳନ, ୫୦ରୁ ଅଧିକ ଲୋକ ଦବିଥିବା ସୂଚନା

ହିମାଚଳ ପ୍ରଦେଶ ସିମଲାରେ ଭୂସ୍ଖଳନ । ଏଠାରେ ଥିବା ଶିବ ମନ୍ଦିରରେ ଭୂସ୍ଖଳନ ଯୋଗୁଁ ୫୦ ଲୋକ ତଳେ ଦବିଥିବା ଅନୁମାନ କରାଯାଉଛି । ସକାଳ ୭ ଟା ସମୟରେ ଏଭଳି ଘଟଣା ଘଟିଛି । ଖବର ମୁତାବକ, ହମାଚଳ ସିମଲାରେ ଥିବା ଶିବ ମନ୍ଦିରକୁ ସୋମବାର ଯୋଗୁଁ ଲୋକଙ୍କ ଭିଡ଼ ରହିଥିଲା । ଆଉ ଏହି ସମୟରେ…

ଶିମଲାର ଆଇଜିଏମ୍‌ସି ହସ୍ପିଟାଲ କ୍ୟାଣ୍ଟିନ୍‌ରେ ପ୍ରଚଣ୍ଡ ଶବ୍ଦ କରି ଫାଟିଲା ସିଲିଣ୍ଡର, ନିଆଁକୁ ଆୟତ୍ତ କରିବା ପାଇଁ…

ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ଥିବା ଆଇଜିଏମ୍‌ସି(IGMC) ହସ୍ପିଟାଲରେ ବଡ଼ ଧରଣର ସିଲିଣ୍ଡର ବିସ୍ଫୋରଣ ହୋଇଛି। ହସ୍ପିଟାଲର ଉପର ମହଲରେ ଥିବା କ୍ୟାଣ୍ଟିନ୍‌ରେ ଏହି ବିସ୍ଫୋରଣ ଘଟିଛି। ଗ୍ୟାସ୍‌ ସିଲିଣ୍ଡର ଫାଟିଯିବାରୁ ପ୍ରଚଣ୍ଡ ଶବ୍ଦ କରି ନିଆଁ ଉପରକୁ ଉଠିଥିଲା। ଖବର ପାଇ ଅଗ୍ନିଶମ…

ହଠାତ୍‌ ମାଡିଆସିଲା ବର୍ଷା ପାଣି, ଟ୍ରାକ୍ଟର ସହିତ ଭାସିଗଲେ ଯୁବକ

ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଲାଗିରହିଛି। ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ଭଳି ରାଜ୍ୟରେ ସ୍ଥିତି ଜଟିଳ। ସେହିଭଳି ହିମାଚଳ ପ୍ରଦେଶରେ ବିଭିନ୍ନ ଜିଲ୍ଲାର ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳର ବର୍ଷା ପାଣିରେ ଉବୁଟୁବୁ ହୋଇଛି। ଚାରିଆଡେ ବନ୍ୟା ଜଳର ଦୃଶ୍ୟ ଦେଖିବାକୁ ମିଳିଛି। ଏଥି…

ବର୍ଷା ତାଣ୍ଡବ: ଭୂସ୍ଖଳନ ଯୋଗୁ ସିମ୍‌ଲାରେ ଭୁଶୁଡ଼ିଲା ୮ ତାଲା କୋଠା; ଦେଖନ୍ତୁ ଭିଡିଓ

ପ୍ରବଳ ବର୍ଷା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଖାସ୍‌ କରି ପାହାଡ଼ିଆ ଅଞ୍ଚଳରେ ସ୍ଥିତି ଅଧିକ ଖରାପ ହୋଇଛି। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ଏକାଧିକ ବହୁତଳ ପ୍ରାସାଦ ମାଟିରେ…

ଶିମଲାର ଡେଣ୍ଟାଲ କଲେଜରେ ରୋଗୀଙ୍କ ପାଇଁ ଆରମ୍ଭ ହେବ 3D ଚିକିତ୍ସା, ଖର୍ଚ୍ଚ ହେବ ୩ କୋଟି ୮୦ ଲକ୍ଷ ଟଙ୍କା

ହିମାଚଳପ୍ରଦେଶର ରାଜଧାନୀ ଶିମଲାର ଡେଣ୍ଟାଲ କଲେଜରେ ଏବେ 3D ଟେକନିକରେ ରୋଗୀ ମାନଙ୍କର ଉପଚାର କରାଯିବ। ଏହାକୁ ନେଇ ଶୁକ୍ରବାର ଏକ ବୈଠକ ବସିଥିଲ।। ଶୁକ୍ରବାର ଆରକେଏସ୍‌ ଗର୍ଭନିଂ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ରାଜିବ ସେଜଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ…

ଭାଇଦୂଜରେ ଘଟିଗଲା ବଡ ଦୁର୍ଘଟଣା: ଅନ୍ଧକାର ରାତିରେ ଚାରିଆଡେ ବିଛେଇ ହୋଇ ପଡିଥିଲା ଶବ, ଚାଲିଗଲା ୭ ଜୀବନ

ଭାଇଦୂଜ ଅବସରରେ ହିମାଚଳ ପ୍ରଦେଶରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଯାହା ଆପଣଙ୍କ ଛାତି ଥରାଇଦେବ। ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ନିକଟରେ ଥିବା ମାଣ୍ଡି ନଦୀରେ ଏକ ପିକଅପ୍ ଭ୍ଯାନ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପିକଅପ୍ ଡ୍ରାଇଭର ଆହତ ହୋଇଛନ୍ତି।…

ଜନ୍ମସ୍ଥାନ ସିମ୍‌ଲାରେ ପହଞ୍ଚିଲେ ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା, ଦେଖନ୍ତୁ ଭିଡିଓରେ ତାଙ୍କୁ କିଏ କଲା କିସ୍‌

ଯିଏ ଥରେ ସିମ୍‌ଲା ଭ୍ରମଣ କରିଛି ସେ ହିଁ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରକୃତ ଅର୍ଥ ବୁଝିଛି। ସିମ୍‌ଲା ବୁଲିବା ଅବସରରେ ବଲିଉଡ୍‌ର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ନିଜର କିଛି ଫଟୋ ସେୟାର କରିଛନ୍ତି। ସେ ସିମ୍‌ଲାର ଭିଡକୁ ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ କହିଛନ୍ତି ଯେ…