Browsing Tag

shot dead

ରାଇରଙ୍ଗପୁର ହାଟବାଦଡା ସାପ୍ତାହିକ ଗୋରୁ ହାଟରେ ଗୁଳିକାଣ୍ଡ: ଲୁଟି ନେଲେ ୨୦ଲକ୍ଷ ଟଙ୍କା, ଜଣେ ମୃତ

ରାଇରଙ୍ଗପୁର(କେନ୍ୟୁଜ୍‌): ଗୁଳି କରି ୨୦ ଲକ୍ଷ ଲୁଟ୍‌, ଜଣେ ମୃତ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ସାପ୍ତାହିକ ଗୋରୁ ହାଟରେ ଏହି ଗୁଳିକାଣ୍ଡ ହୋଇଛି। ସକାଳୁ ସାପ୍ତାହିକ ଗୋରୁ ହାଟ ଚାଲିଥିବାବେଳେ ୪ଜଣ ଦୁର୍ବୃତ୍ତ ଆସି ହତାଠ୍‌ ଜଣେ ଗୋରୁ ବେପାରୀଙ୍କ ଉପରେ…

ବିହାର: ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା

କଟିହାର: ବିହାରରେ ବଢି ଚାଲିଛି ଅପରାଧ। ଅପରାଧୀମାନେ ଲଗାତାର ଭାବେ ପୋଲିସକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି। ଯାହାକି ପୋଲିସର ନିଦ ହଜାଇ ଦେଇଛି । ଏହାରି ମଧ୍ୟରେ କଟିହାର ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁବାର ରାତିରେ କିଛି ବାଇକ୍ ଆରୋହୀ ଶିବରାଜଙ୍କ ଅତି…

ବେଗୁନିଆପଡ଼ା ବ୍ଳକର ପୂର୍ବତନ ବ୍ଳକ ଚେୟାରମ୍ୟାନଙ୍କୁ ଗୁଳି ମାରି ହତ୍ଯା, ଚା ପିଉଥିବା ବେଳେ କାରରେ ୩ ଜଣ ଦୁର୍ବୃତ୍ତ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ପୂର୍ବତନ ବ୍ଳକ ଚେୟାରମ୍ୟାନଙ୍କୁ ଗୁଳିମାଡ। ଗୁଳିମାଡ ଫଳରେ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡିଛି। ବ୍ଳକ ଚେୟାରମ୍ୟାନ ଜଣଙ୍କ ହେଉଛନ୍ତି ଦେବରାଜ ସାହୁ। ସୂଚନା ଅନୁଯାୟୀ, ଆଜି ସକାଳେ ସୁମଣ୍ଡଳ ଛକ ନିକଟରେ ଚା ପିଉଥିବା ବେଳେ…

ଆଫଗାନୀ ମହିଳା ଅଧିକାର କର୍ମୀ ଫ୍ରେସ୍ତା କୋହିସ୍ତାନୀ ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ଯା

ନୂଆଦିଲ୍ଲୀ: ଆଫଗାନୀ ମହିଳା ଅଧିକାରକର୍ମୀ ଫ୍ରେସ୍ତା କୋହିସ୍ତାନୀ ଓ ତାଙ୍କ ଭାଇଙ୍କୁ କାପିସା ପ୍ରଦେଶ ଅନ୍ତର୍ଗତ କୋହିସ୍ତାନ ଜିଲ୍ଲାର ହେସ୍‌-ଏ-ଅଓ୍ଵଲ୍‌ ଅଞ୍ଚଳର ଦାହନୋ ଗାଁରେ ଅଜ୍ଞାତ ବନ୍ଧୁକଧାରୀ ବାଇକ୍‌ ଆରୋହୀ ମାନେ ଗୁଳିମାରି ହତ୍ୟା କରିଛନ୍ତି। ସୂଚନା ଥାଉକି, ଗତ ବୁଧବାର ଦିନ …

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସୁନା ଦୋକାନ କର୍ମଚାରୀ ମୃତ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍

ରାଉରକେଲା : ଅଶାନ୍ତ ରାଉରକେଲା । ସୁନା ଦୋକାନ କର୍ମଚାରୀଙ୍କୁ ଗୁଳିମାଡ଼ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ମୃତ । ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଦୋକାନ ମାଲିକ ସରୋଜ ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିଲେ । ଆରଜିଏଚ୍‌ ନିକଟ ଓଭରବ୍ରିଜ୍‌ ଚଢ଼ିବା…

ଉତ୍ତରପ୍ରଦେଶ କାନପୁରରେ ଅପରାଧୀଙ୍କ ଗୁଳିରେ ୮ ପୋଲିସ କର୍ମଚାରୀ ସହିଦ୍

ଉତ୍ତରପ୍ରଦେଶ: ଅପରାଧୀଙ୍କ ଗୁଳିରେ ୮ ପୋଲିସ କର୍ମଚାରୀ ସହିଦ। ଉତ୍ତରପ୍ରଦେଶ କାନପୁର ବେକରୁ ଗାଁରେ ଘଟିଛି ଏହି ଅଘଟଣ। ୮ ସହିଦଙ୍କ ମଧ୍ୟରେ କାନପୁର DSP ଦେବେନ୍ଦ୍ର ମିଶ୍ର ଅଛନ୍ତି। ଅନ୍ୟ ପୋଲିସ କର୍ମଚାରୀଙ୍କୁ ଆହତ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଗାଁରେ…

ଢେଙ୍କାନାଳ ଚାଉଳିଆ ଗାଁରେ ଆଇଆରବି କନ୍‌ଷ୍ଟେବଳଙ୍କୁ ଗୁଳି କରି ହତ୍ୟା, ସାମାନ୍ୟ ବଚସାକୁ ନେଇ ହେଲା ଏଭଳି ହତ୍ୟାକାଣ୍ଡ

ଢେଙ୍କାନାଳ: ଆଇଆରବି କନ୍‌ଷ୍ଟେବଳଙ୍କୁ ଗୁଳି କରି ହତ୍ୟା ଅଭିଯୋଗ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଗାଁରେ ଗୁଳିମାଡ । ଆଇ.ଆର.ବି ପୋଲିସ କନେଷ୍ଟବଳ ରାମ ସାହୁଙ୍କ ମୃତ ହୋଇଛି । ରାମଙ୍କ ଡାହାଣ ପଟ ଛାତିରେ ଉପର ଭାଗରେ ଗୁଳି ବାଜିଥିଲା । ଗତକାଲି ବିଳମ୍ବିତ ରାତିରେ ଚାଉଳିଆ…

ନିର୍ବାଚନ ଫଳାଫଳ ଆସିବା ପରେ ବିଜୟ ଶୋଭାଯାତ୍ରରେ ଯାଉଥିବା ଆପ ବିଧାୟକ ନରେଶ ଯାଦବଙ୍କ ସମର୍ଥକଙ୍କୁ ଗୁଳିମାଡ, ଜଣେ…

ନୂଆଦିଲ୍ଲୀ(କେନ୍ୟୁଜ୍): ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀରେ ଗୁଳିମାଡ । ବିଜୟ ଶୋଭାଯାତ୍ରରେ ଯାଉଥିବା ମହରେଲୀର ନବ ନିଯୁକ୍ତ ଆପ ବିଧାୟକ ନରେଶ ଯାଦବଙ୍କ ସମର୍ଥକଙ୍କୁ ଟାର୍ଗେଟ କରି କିଛି ଦୁବୃତ୍ତ ଗୁଳି ଚଳାଇଥିଲେ । ଏଥିରେ ଜଣେ ଆପ କର୍ମକର୍ତ୍ତାଙ୍କ ମୃତ୍ୟୁ ହୋଇଛି । ଗୁଳିମାଡରେ…

ଅନର କିଲିଂ: ଭଉଣୀ ଏବଂ ତାଙ୍କ ପ୍ରେମିକକୁ ଗୁଳିକରି ହତ୍ୟା କଲା ସମ୍ପର୍କୀୟ ଭାଇ

ଭଉଣୀର ଅବୈଧ ପ୍ରେମ ସମ୍ପର୍କକୁ ସହି ନପାରି ସେମାନଙ୍କୁ ହତ୍ୟା କରିଛନ୍ତି ଜଣେ ସମ୍ପର୍କୀୟ ଭାଇ। ମୁଜ୍ଜାଫରନଗରର ନୂଆବସ୍ତିରେ ରହୁଥିବା ଭଉଣୀ ଏବଂ ତାଙ୍କ ପ୍ରେମିକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଜଣେ ସମ୍ପର୍କୀୟ ଭାଇ। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ପରେ ତାକୁ…