Browsing Tag

shreemandira

ଖୋଲିବ କି ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ମନ୍ଦିର ? ଆଜି ହେବ ଜନସ୍ୱାର୍ଥ ମାମଲାର ଶୁଣାଣି

କେନ୍ୟୁଜ(ବ୍ୟୁରୋ): ଖୋଲିବ କି ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଦେବଦେବୀ ମନ୍ଦିର । ମନ୍ଦିର ଖୋଲିବା ନେଇ ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହେବ । ମୁଖ୍ୟ ବିଚାରପତି ଓ ଜଷ୍ଟିସ୍‌ ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କ ୨ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି କରାଯିବ ।…

ଶ୍ରୀମନ୍ଦିରର ଭିତରେ ଓଡ଼ିଆ ଫିଲ୍ମ ହିରୋଇନ୍‌ ଦିବ୍ୟାଙ୍କ ଫଟୋ ହେଲା ଭାଇରାଲ, ଏତେ କଟକଣା ସତ୍ତ୍ୱେ ଭିତରକୁ ମୋବାଇଲ୍‌…

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ । ଫଟୋରେ ଅଛନ୍ତି ଓଡ଼ିଆ ଫିଲ୍ମ ହିରୋଇନ୍‌ ଦିବ୍ୟା । ସେ ସପରିବାର ସହ ଆନନ୍ଦବଜାରରେ ବସି ମହାପ୍ରସାଦ ଖାଉଛନ୍ତି । ଏହି ଫଟୋ ଭାଇରାଲ ହୋଇଛି । ହେଲେ ଏହି ଫଟୋକୁ କିଏ ଭାରରାଲ କରିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏତେ କଟକଣା…

ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ, ଦୁର୍ଲଭ ବେଶକୁ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ

ପୁରୀ (କେନ୍ୟୁଜ୍) : ମହାପ୍ରଭୁଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥ ଉପରେ ମହଣ ମହଣ ମୋତି, ମାଣିକ୍ୟ, ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଝଟକୁଛନ୍ତି ମହାପ୍ରଭୁ । ରାଜଧିରାଜ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଆଜି ରଥରେ…

ଆଜି ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ

ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣ ଲୀଳା ଅବସରରେ ଆଜି ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେଉଛି। ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥି ଅବସରରେ ଏହି ବେଶ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ପୁଷ୍କାଳକ ସେବୟତମାନେ ଏହି ବେଶ କରିଥାନ୍ତି କିମ୍ବଦନ୍ତୀ ଅନୁଯାୟୀ ଆଜିର ତିଥିରେ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : କମିଶନଙ୍କ କାର୍ଯ୍ୟକାଳ ଆଉ ୩ ମାସ ବୃଦ୍ଧି ପାଇଁ ସରକାରଙ୍କୁ…

ପୁରୀ (କେନ୍ଯୁଜ୍) : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ। ଏହି ଘଟଣାରେ ଗଠିତ ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି । କାର୍ଯ୍ୟକାଳ ଅବଧି ଆଉ ତିନି ମାସ ବୃଦ୍ଧି କରିବା ପାଇଁ ସରକାରଙ୍କୁ ସୁପାରିଶ କରିଛନ୍ତି କମିଶନ ଜଷ୍ଟିସ୍ ରଘୁବୀର ଦାସ ।…

ଆଜି ହେବନି ଶ୍ରୀମନ୍ଦିର ଶୁଣାଣି

ପୁରୀ (କେନ୍ୟୁଜ୍) : ଆଜି ହେବନି ଶ୍ରୀମନ୍ଦିର ଶୁଣାଣି। ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ସୁପ୍ରିମକୋର୍ଟଙ୍କୁ ଆଉ ୪ ସପ୍ତାହ ସମୟ ମାଗିଲେ ଆମିକସ୍ୟୁରୀ। ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଏନେଇ ସମୟ ମାଗିଛନ୍ତି। ଶ୍ରୀମନ୍ଦିର ଯାଞ୍ଚ…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ୯ଟି ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରାଯିବ

ପୁରୀ(କେନ୍ୟୁଜ୍) : ପୁରୀ ଶ୍ରୀମନ୍ଦିର ସଂସ୍କାର ଓ ପରିଚାଳନା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରାଯିବ । ୧୨ଟି ନିର୍ଦ୍ଦେଶ ମଧ୍ୟରୁ ୯ଟି ପାଳନ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ପୂର୍ବରୁ ଏନେଇ ଛତିଶାନିଯୋଗ ବୈଠକରେ ସହମତି ପ୍ରକାଶ…

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶରୁ ୯ଟି ପାଳନ କରିବାକୁ ସହମତି

ପୁରୀ : ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶରୁ ୯ଟି ପାଳନ କରିବାକୁ ସହମତି ପ୍ରକାଶ ପାଇଛି । ଏଣିକି ହୋର୍ଡିଂରେ ଲେଖାଯିବ ମହାପ୍ରସାଦ ମୂଲ୍ୟ । ମହାପ୍ରସାଦର ମାନରକ୍ଷା ସହ ରେଟଚାର୍ଟ ପ୍ରସ୍ତୁତ କରିବା ଓ ରୋଷଘର ଚୁଲା ପ୍ରଶାସନ ହାତକୁ ନେବା ସଂକ୍ରାନ୍ତ…

ଶ୍ରୀମନ୍ଦିର ଓ ସେବାୟତଙ୍କ ବଂଶ ପରମ୍ପରା ସେବା ନେଇ ସୁପ୍ରିମକୋର୍ଟରେ ପକ୍ଷ ରଖିବେ ସେବାୟତ

ପୁରୀ: ଶ୍ରୀମନ୍ଦିର ଓ ସେବାୟତଙ୍କ ବଂଶ ପରମ୍ପରା ସେବା ସଂପର୍କରେ ସୁପ୍ରିମକୋର୍ଟ ଓ ଆମିକସ୍ କ୍ୟୁରୀଙ୍କ ନିକଟରେ ପକ୍ଷ ରଖିବେ ସେବାୟତ। ଆଇନଗତ ଦିଗକୁ ଠିକ୍ ଭାବରେ ଉପସ୍ଥାପିତ କରାଯିବ। ଅଭିଜ୍ଞ ସେବାୟତଙ୍କୁ ନେଇ ଏକ କମିଟି ଗଠନ ହେବ। ଶ୍ରୀମନ୍ଦିର ସଂପର୍କରେ ସୁପ୍ରିମକୋର୍ଟଙ୍କ…