Browsing Tag

simlipal fire

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ, ନିଆଁଲିଭା କାର୍ଯ୍ୟରେ ଓଡ୍ରାଫ ଓ ବନ କର୍ମଚାରୀ ମୁତୟନ

କରଞ୍ଜିଆ (କେନ୍ୟୁଜ): ଲିଭୁନି ଶିମିଳିପାଳର ନିଆଁ । ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି । ଗତକାଲି ଶିମିଳିପାଳରେ ନିଆଁ ଲାଗିନଥିଲା । ଆଜି ପୁଣି ସିମିଳିପାଳର ୮ ଟି ପଏଣ୍ଟରେ ଲାଗିଛି ନିଆଁ । ଦିନ ବେଳେ…

ଶିମିଳିପାଳ ପରିଦର୍ଶନ କରି ଫେରିଲେ କେନ୍ଦ୍ରୀୟ ଟିମ୍, ବନାଗ୍ନି ଦ୍ୱାରା କୌଣସି ବନ୍ୟପ୍ରାଣୀ ପ୍ରଭାବିତ ହୋଇ ନଥିବା…

କରଞ୍ଜିଆ: ଶିମିଳିପାଳ ପରିଦର୍ଶନ କରି ଫେରିଲେ କେନ୍ଦ୍ରୀୟ ଟିମ୍‌। ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ପରିଦର୍ଶନ କରି ଠାକୁରମୁଣ୍ଡା ଠାରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ପରେ ଗୁଡୁଗୁଡିଆ ଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହ ମଧ୍ୟ ଆଲୋଚନା କରିଛି ସେଣ୍ଟ୍ରାଲ ଟିମ୍‌।…

ଜଳୁଛି ଶିମିଳିପାଳର ପୋଡାଡିହା ଏବଂ ବୁଢାମରା, ୧୦ କିଲୋମିଟରରୁ ଅଧିକ ଅଞ୍ଚଳ ନିଆଁ ଆଁରେ

ମୟୁରଭଞ୍ଜ: ଶିମିଳିପାଳର ପୋଡାଡିହା ଏବଂ ବୁଢାମରାରେ ଜଳୁଛି ନିଆଁ। ପୋଡାଡିହା ରେଞ୍ଜ ଖଣ୍ଡାଚିରା, ଅନନ୍ତପୁର ଏବଂ ବୁଢାମରା ରେଞ୍ଜ ମାଣିକପୁର, ଦେବକୁଣ୍ଡ ଆଦି ଅଞ୍ଚଳରେ ନିଆଁ ଲାଗିଛି। ପୁରା ଅଞ୍ଚଳ ଏବେ ହୁ ହୁ ହୋଇ ଜଳୁଛି । ଗତ ପାଞ୍ଚ ଦିନ ଧରି ଏହି ରେଞ୍ଜରେ ନିଆଁ ଲାଗି ରହିଛି।…

ଲିଭୁନି ଶିମିଳିପାଳରେ ନିଆଁ, ପଠାଗଲା ଅଗ୍ନିଶମ ବିଭାଗର ଆଉ ୪ଟି ଟିମ୍‌

କରଞ୍ଜିଆ: ଏବେ ବି ଲିଭିନି ଶିମିଳିପାଳରେ ନିଆଁ । ଉତ୍ତର ଶିମିଳିପାଳର ୧୮ଟି ସ୍ଥାନରେ ଲାଗିଛି ନିଆଁ । ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ଏବଂ ବନ ବିଭାଗ କର୍ମଚାରୀ ନିୟୋଜିତ ଅଛନ୍ତି । କେନ୍ଦୁମୁଣ୍ଡି ରେଞ୍ଜର ୬ଟି ସ୍ଥାନ, ତାଳବନ୍ଧ ରେଞ୍ଜର ୪ଟି, ଗୁଡୁଗୁଡ଼ିଆ ରେଞ୍ଜର ୪ଟି,…

ଶିମିଳିପାଳରେ ପରିସ୍ଥିତି ଅଣାୟତ: ଆଜି ପୁଣି କୋର ଅଞ୍ଚଳର ୧୦ଟି ସ୍ଥାନରେ ପ୍ରବଳ ମାତ୍ରରେ ଲାଗିଛି ନିଆଁ

କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ ଅଣାୟତ ହେଲାଣି ନିଆଁ । ଗତକାଲି ଉତ୍ତର ଓ ଦକ୍ଷିଣ ଶିମିଳିପାଳର ୧୮ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଆଜି ଉତ୍ତର ଶିମିଳିପାଳର କୋର ଅଞ୍ଚଳର ୧୦ଟି ସ୍ଥାନରେ ପ୍ରବଳ ମାତ୍ରରେ ନିଆଁ ଲାଗିଛି । ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ନିଆଁ ଆୟତ୍ତ…