Browsing Tag

snake bite dead

ବିଷାକ୍ତ ସାପ କାମୁଡ଼ାରେ ଝିଅ ମୃତ ମା ଗୁରୁତର

କଣ୍ଟାବାଞ୍ଜି (କେନ୍ୟୁଜ): ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଷାକ୍ତ ସାପ କାମୁଡ଼ାରେ ୪ବର୍ଷ ଝିଅର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା’ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମା ଚାନ୍ଦିନୀ ବେନିଁଆ ଦୁଇ ପୁଅ ଓ ଝିଅଙ୍କ ସହ…

ହାତ ଧରି ବାହା ହେଇଥିଲା ସ୍ୱାମୀ, ସାପ ଚୋଟ ଦେଇ ସ୍ତ୍ରୀ ଓ ଛୁଆକୁ ମାରିଦେଲା

ପୋଲସରା (କେନ୍ୟୁଜ): କାନ୍ଥରୁ ଲିଭିନି ବାହାଘରର ସ୍ମୃତି । ଏବେବି କାନରେ ବାଜୁଛି ସେହି ବାପା ଡାକ । କିନ୍ତୁ ସବୁଦିନ ପାଇଁ ଚାଲିଯାଇଛି ଝିଅ । ମୋବାଇଲରେ ଅଲିଅଳି ଝିଅ ଆଉ ନାତୁଣୀର ଫଟୋକୁ ଦେଖି ଭୋ ଭୋ ହୋଇ କାନ୍ଦୁଛନ୍ତି ବାପା । କିନ୍ତୁ ନା ଆଉ ଝିଅ ଫେରିବ ନା ନାତୁଣୀ । କାହିଁକିନା…

ସ୍ତ୍ରୀ ଓ ଝିଅକୁ ସାପ ଚୋଟ ଦେଇ ମାରିଲା ବାପା

ସୁବର୍ଣ୍ଣପୁର (କେନ୍ୟୁଜ) : ଇଏ କଳିଯୁଗର ବାପା, ସେଥିପାଇଁ ତ ଘରେ ସାପକୁ ଛାଡି ନିଜ ସ୍ତ୍ରୀ ଓ ଛୁଆଙ୍କୁ ପୂରାଇ ବନ୍ଦ କରିଦେଲା କବାଟ । ତାପରେ ନିଜ ପ୍ଲାନ ଅନୁଯାୟୀ କରିଥିଲା ଭଲ ଅଭିନୟ । ଏ ଖବର ଆପଣଙ୍କୁ ପୂରା ସିନେମାର କାହାଣୀ ଭଳି ଲାଗୁନି? ଯେଉଁଠି ଆମେ ସିନେମାରେ ଦେଖିଛେ ସାପକୁ…

ଶୋଇଥିବାବେଳେ ଓଠକୁ କାମୁଡ଼ା ଦେଲା ସାପ, ୭ ମାସର ଶିଶୁ କନ୍ୟାର ମୃତ୍ୟୁ

ଆନନ୍ଦପୁର (କେନ୍ୟୁଜ): ମାଆ ପାଖରେ ଶୋଇଥିବାବେଳେ ଚାଲିଗଲା ଜୀବନ। ସାପ କାମୁଡ଼ାରେ ୭ ମାସର ଶିଶୁ କନ୍ୟାର ମୃତ୍ୟୁ। ଆନନ୍ଦପୁର ଜିଲ୍ଲା ଟମକା ଥାନା ଗୋପପୁର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ରଘୁନାଥ ଲୋହାରଙ୍କ ସ୍ତ୍ରୀ ଓ ୭ ମାସର ଝିଅ ଶୋଇଥିବାବେଳେ ଏକ ସାପ କୁନି ଝିଅର ଓଠକୁ କାମୁଡି…

ସାପ କାମୁଡାରେ ମହିଳା ମୃତ

ଟାଙ୍ଗୀ(କେନ୍ୟୁଜ୍): ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣ ଘଟିଛି ଟାଙ୍ଗି ଥାନା ଅନ୍ତର୍ଗତ କୁହୁଡି ହାଟ ନୁଆ ସାହିରେ। ମୃତକଙ୍କ ହେଲେ ଜଗନ୍ନାଥଙ୍କ ପତ୍ନୀ ରାମ ମଣି ଦେଇ । ନିଜ ଘର ବାରି ଅଗଣାରେ ବସିଥିବା ବେଳେ ଅଚାନକ ଏକ ବିରାଟ ନାଗ ସାପ କାମୁଡି ଦେଇଥିଲା ।…

ଯାଜପୁର: ସର୍ପାଘାତରେ ଦୃଷ୍ଟିହୀନ ଗର୍ଭବତୀ ମହିଳାଙ୍କ ମୃତ୍ୟୁ, ପରିବାରରେ ଶୋକର ଛାୟା

ଯାଜପୁର ଟାଉନ: ସର୍ପାଘାତରେ ଦୃଷ୍ଟିହୀନ ଗର୍ଭବତୀ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ହେଲେ ଯାଜପୁର ମଙ୍ଗଳପୁର ଥାନା ଚନ୍ଦକୁଡ଼ା ଗାଁ ର ଭାଗିରଥି ଦାସଙ୍କ ଝିଅ ମାନସୀ ଦାସ । ଗତକାଲି ବିଳମ୍ବିତ ରାତିରେ ମାନସୀ ଘରେ ଶୋଇଥିବା ବେଳେ ସାପ କାମୁଡି ଥିଲା । ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ…