Browsing Tag

snake rescued

ବାହାରିଲା ଲୋ ତମ୍ପ ଛୁଆ ! ୬୧ଦିନ ପରେ ଅଣ୍ଡାରୁ ୧୯ଟି ଶାବକ ଉଦ୍ଧାର

କାକଟପୁର(କେନ୍ୟୁଜ): ୬୧ଦିନ ପରେ ସାପ ଅଣ୍ଡାରୁ ବାହାରିଲେ ୧୯ଟି ସାପଛୁଆ। ଉଦ୍ଧାର ହୋଇଥିବା ତମ୍ପ ସାପ ଦେଇଥିଲା ୧୯ଟି ଅଣ୍ଡା। ସ୍ନେକ୍‌ ହେଲ୍ପଲାଇନ୍‌ ସଦସ୍ୟ ବ୍ରଜ କିଶୋର ସାହୁଙ୍କ ପାଖକୁ ଘରେ ସାପ ପଶିଯାଇଛି ବୋଲି ଦୁଇ ମାସ ତଳେ କୋଣାର୍କ ଅଞ୍ଚଳରୁ ଏକ ଫୋନ୍‌ କଲ୍‌ ଆସିଥିଲା । ଖବର…

ନଦୀବନ୍ଧ ରାସ୍ତାକଡରୁ ୧୦ଫୁଟ ଲମ୍ବର ଅଜଗର ଉଦ୍ଧାର

ଯାଜପୁର(କେନ୍ୟୁଜ): ରାସ୍ତାକଡରୁ ୧୦ଫୁଟ ଲମ୍ବର ଅଜଗର ଉଦ୍ଧାର । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଇକରାପୁର ଗାଁ ନଦୀ ବନ୍ଧ ରାସ୍ତା କଡ଼ରୁ ଅଜଗର ସାପ ଉଦ୍ଧାର କରାଯାଇଛି । ନଦୀ ବନ୍ଧ ରାସ୍ତାରେ ଆଜି ସକାଳେ ସାପ ବୁଲୁଥିବା ସ୍ଥାନୀୟ ଲୋକ ଦେଖି ଭୟଭୀତ ହୋଇଥିଲେ । ଅଜଗରଟି କୌଣସି ଏକ…

ବିଦ୍ୟାଳୟ ପରିସରରୁ ବିଶାଳକାୟ ଅହିରାଜ ସାପ ଉଦ୍ଧାର

ଭଞ୍ଜନଗର(କେନ୍ୟୁଜ): ବିଦ୍ୟାଳୟ ପରିସରରୁ ବିଶାଳକାୟ ଅହିରାଜ ସାପ ଉଦ୍ଧାର। ଗଂଜାମ ଜିଲ୍ଲା କବିସୂର୍ଯ୍ଯନଗର ବ୍ଳକ୍‌ ଅନ୍ତର୍ଗତ, ଦେଓଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରୁ ସାପଟିକୁ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ସ୍ନେକ୍‌ ହେଲ୍ପ ଲାଇନର ସଦସ୍ଯ ମାନେ ପହଞ୍ଚି, ପ୍ରାୟ…

ଚାଳ ଉପରେ ଜାଲରେ ଫସିରହିଥିବା ୪ ଫୁଟ ଲମ୍ବର ନାଗସାପ ଉଦ୍ଧାର

କାକଟପୁର(କେନ୍ୟୁଜ୍‌): ଅସ୍ତରଙ୍ଗ ନିକଟ ହୀରାଦେଇପୁର ଗ୍ରାମରୁ ୪ ଫୁଟ ଲମ୍ବର ନାଗସାପ ଉଦ୍ଧାର। ଏକ ଚାଳ ଛପର ଘର ଉପରେ ଲାଗିଥିବା ଜାଲରେ ଫସିରହିଥିବା ଏକ ୪ ଫୁଟ ଲମ୍ବର ନାଗସାପକୁ ଉଦ୍ଧାର କରିଛି ଅସ୍ତରଙ୍ଗ ବନ ବିଭାଗ। ନାଗସାପଟି ଗତରାତ୍ରୀରୁ ଜାଲରେ ଫସି ରହିଥିବା ବେଳେ ଗ୍ରାମର କିଛି…

କପିଳାସ ସନ୍ନିକଟ ଦତାତ୍ରେୟ ସାଇ ମନ୍ଦିର ପରିସରରୁ ୨ଟି ଅହିରାଜ ସାପ ଉଦ୍ଧାର

ଢେଙ୍କାନାଳ(କେନ୍ୟୁଜ୍): ଆଜି ଢେଙ୍କାନାଳ କପିଳାସ ସନ୍ନିକଟ ଦତାତ୍ରେୟ ସାଇ ମନ୍ଦିର ପରିସର ଭିତରୁ ଦୁଇଟି ଅହିରାଜ ସାପ ଉଦ୍ଧାର ହୋଇଛି। ଗୋଟିଏ ଅହିରାଜ ସାପ ୧୬ ଫୁଟ ଏବଂ ଅନ୍ୟଟି ୧୪ ଫୁଟ ଲମ୍ବର ବୋଲି ଜଣାପଡିଛି । ଉଦ୍ଧାର ପରେ ସାପ ଦୁଇଟିକୁ ରେକ୍ୟୁ ଟିମର ସଦସ୍ୟ ମାନେ ସାପ ଦୁଇଟିକୁ…

ଆନନ୍ଦପୁର: ଗଡଚଣ୍ଡି ମନ୍ଦିର ପରିସରରୁ ୧୩ଫୁଟ ଲମ୍ବର ଅଜଗର ଉଦ୍ଧାର

ଆନନ୍ଦପୁର(କେନ୍ୟୁଜ୍): ୧୩ଫୁଟ ଲମ୍ବର ଅଜଗର ଉଦ୍ଧାର । ଆନନ୍ଦପୁର ଉପଖଣ୍ଡ ହଦଗଡ ବନଖଣ୍ଡ ଗଡଚଣ୍ଡି ମନ୍ଦିର ପରିସରରୁ ଅଜଗର ଉଦ୍ଧାର କରାଯାଇଛି । ମନ୍ଦିର ପରିସରରେ ଅଜଗରକୁ ଦେଖି ମନ୍ଦିର କମିଟି ଜଙ୍ଗଲ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ଜଙ୍ଗଲ ବିଭାଗ ପହଞ୍ଚି ସାପଟିକୁ ଉଦ୍ଧାର କରି…

ଶୋଇବା ଘରୁ ବାହାରିଲା ୩ଟି କୋଲଥିଆ ତମ୍ପ ସାପ, ଭୟରେ ପରିବାର

ପୁରୀ(କେନ୍ୟୁଜ୍): ଶୋଇବା ଘରୁ ସାପ ଉଦ୍ଧାର । ପୁରୀ ସତ୍ୟବାଦି ନିକଟ ବନମାଳୀ ଢିପ ଗ୍ରାମର ବ୍ରଜବନ୍ଧୁ ମଲିକଙ୍କ ଶୋଇବା ଘରୁ ୩ଟି କୋଲଥିଆ ତମ୍ପ ସାପ ଉଦ୍ଧାର କରାଯାଇଛି । ଖବର ପାଇ ସ୍ନେକ୍‌ ହେଲପ ଲାଇନ ସଦସ୍ୟ ଘରେ ପହଞ୍ଚି ସାପ ଗୁଡିକ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ମୁତାବକ,…

ଢେଙ୍କାନାଳ: ୧୬ ଫୁଟର ବିଶାଳକାୟ ଅହିରାଜ ସାପ ଉଦ୍ଧାର

ଢେଙ୍କାନାଳ (କେନ୍ଯୁଜ୍): ୧୬ ଫୁଟର ଅହିରାଜ ସାପ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଭୁବନପୁରରୁ ଏହି ବିଶାଳକାୟ ଅହିରାଜ ଉଦ୍ଧାର ହୋଇଛି । ଗାଁର ଅଜୟ ବେହେରାଙ୍କ ଘରୁ ସାପଟିକୁ ଉଦ୍ଧାର କରିଛନ୍ତି ସାପ ଉଦ୍ଧାର କାରୀ ଦଳର ସଦସ୍ୟ ସୌମ୍ୟଜିତ ରଥ ଓ ତାଙ୍କ ଦୁଇ ସହଯୋଗୀ । ଉଦ୍ଧାର ପରେ…

ବିୟର କ୍ୟାନରେ ଫସିଲା ନାଗ, ୨୦ମିନିଟର ଅପରେସନ୍ ପରେ କରାଗଲା ଉଦ୍ଧାର

ପୁରୀ(କେନ୍ଯୁଜ୍): ବିୟର କ୍ୟାନରେ ଫସିଲା ନାଗ । ଖବର ପାଇ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ମିଳିଥିବା ଖବର ମୁତାବକ, ପୁରୀ ଜିଲ୍ଲା ବଳଙ୍ଗା ଅନ୍ତର୍ଗତ ମାଧିପୂର ଗ୍ରାମର ଜିତେନ୍ଦ୍ର ମହାପାତ୍ରଙ୍କ ବାଡ଼ି ପଟେ  ଅସ୍ୱାଭାବିକ ଭାବେ ଏକ ଖଡ଼ ଖଡ଼ ଶବ୍ଦ ଶୁଣିବାକୁ ମିଳିଥିଲା । ଏମିତି କି…

ଭଣ୍ଡା ଗଛରେ ଚଢ଼ିଥିଲା ନାଗ, ଚାହୁଁ ଚାହୁଁ ଜମିଲା ଦେଖଣାହାରୀଙ୍କ ଭିଡ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ଭୀମପୁର ଅଞ୍ଚଳରେ ଆଜି ସକାଳୁ ସକାଳୁ ଏକ ପ୍ରକାର ଚହଳ ପଡିଗଲା । ଆଜି ସକାଳୁ ସକାଳୁ ଫୁଲ ତୋଳିବାକୁ ଯାଇ କିଛି ଲୋକ ଏକ ଅମୃତଭଣ୍ଡା ଗଛରେ ଏକ ସାପ ଚଢିଥିବା ଦେଖିବାକୁ ପାଇଥିଲେ । ଧୀରେ ଧୀରେ ଏହି ଦୃଶ୍ୟ ଦେଖିବା ପାଇଁ ସେଠାରେ ଦେଖଣାହାରୀଙ୍କ ଭିଡ଼ ମଧ୍ୟ…

ଆଠଗଡ଼: ମାଛ ଜାଲରେ ଫସିଲା ୫ଫୁଟର ନାଗ ସାପ

ଆଠଗଡ଼(କେନ୍ଯୁଜ୍): ଆଠଗଡ଼ ମାଛ ଜାଲରେ ଫସିଗଲା ୫ଫୁଟର ନାଗ ସାପ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ ବ୍ଳକ୍ ଅନ୍ତର୍ଗତ ବେତଖୋଲି ଗାଁରେ । ଗାଁର ପ୍ରଶାନ୍ତ ନାୟକଙ୍କ ବଗିଚାରେ ଘେରା ଯାଇଥିବା ମାଛ ଜାଲରେ ଏକ ନାଗସାପ ଫସି ଯାଇଥିବା ସେ ଦେଖିବାକୁ ପାଇଥିଲେ । ସେ ଭୟଭିତ ହୋଇ ଆଠଗଡ଼…

କେନ୍ଦୁଝର ତେନ୍ତୁଳିପୋଷି ଗାଁ ନିକଟରେ ୧୦ ଫୁଟର ଅଜଗର ସାପ ଉଦ୍ଧାର

ଘଟଗାଁ(କେନ୍ଯୁଜ୍): ସାପ ନାଁ ଶୁଣିଲେ ମଣିଷ ଅତର୍କିତ ଭାବେ କେଉଁଆଡେ ଧାଇଁବାକୁ ଲାଗେ। ଆଉ ବେଳେ ବେଳେ ଭୟଙ୍କର ସାପ ସାମ୍ନାରେ ପଡିଗଲେ କଥା ସରିଲା। ଆମ ଚାରି ପାଖରେ ଏମିତି ଅନେକ ପ୍ରକାର ବିଷାକ୍ତ ସାପ ଦେଖିବାକୁ ମିଳିଥାଏ। କେତେବେଳେ ନିଜ ବାଡି ଭିତରେ କିମ୍ବା ଘରେ। ଅନେକ ପ୍ରକାର ସାପ…