Below header
Browsing Tag

snake rescued

ଏକ ବଡ ଜନ୍ତୁକୁ ଗିଳି ଦେଲା ବିଶାଳ ଅଜଗର, ତାପରେ ହେଲା କିଛି ଏମିତି

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ସିନ୍ଦୁରିଆ ଗାଁରୁ ବିଶାଳ ଆହତ ଅଜଗର ଉଦ୍ଧାର । ସାପଟିର ଲମ୍ବ ୧୨ଫୁଟ ଏବଂ ଓଜନ ୫୦ କିଲୋ ହୋଇଥିବା ଜଣାପଡିଛି । ଅଜଗରଟି ଏକ ବନ୍ୟଜନ୍ତୁ ଗିଳି ଦେବା ଫଳରେ ଯାଇପାରି ନଥିଲା । କେହି ଦୁର୍ବୃତ୍ତ ଅଜଗରକୁ ଆଘାତ କରିଥିବା ମଧ୍ୟ…

୬ ଫୁଟର ନାଗ ସାପ ଉଦ୍ଧାର, ପଶି ରହିଥିଲା ମୂଷା ଗାଡରେ

ଚୌଦ୍ୱାର(କେନ୍ଯୁଜ୍) : କଟକ ଜିଲ୍ଲା ଟାଙ୍ଗୀ ଥାନା ସ୍ଥିତ ଜରିପଡା ପଚାଂୟତର ଅଷ୍ଟପାରୀ ଗ୍ରାମର କିଶୋର ଦାସ୍ ଙ୍କ ଘରୁ ଏକ ୬ ଫୁଟର ନାଗ ସାପ ଉଦ୍ଧାର ହୋଇଛି । ଗତ ସନ୍ଧ୍ୟା ବେଳେ କିଶୋରଙ୍କ ଝିଅ ରୋଷେଇ ଘରେ ଥିବା ଜାଳେଣି କାଠ ଆଣି ଚୁଲି ଲଗାଇବା ସମୟରେ  ସାପଟି ଗର୍ଜନ କରି ଚୋଟ ମାରିଥିଲା ।…

ଯାଜପୁର ଦେବୀଗଡା ଘାଟ ନିକଟରୁ ୭ଫୁଟ ଲମ୍ବର ବିଶାଳକାୟ ଅଜଗର ସାପ ଉଦ୍ଧାର

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁରରୁ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର କରାଯାଇଛି। ସହରର ଦେବୀଗଡା ଘାଟ ନିକଟରୁ ସାପଟିକୁ ଉଦ୍ଧାର କରାଯାଇଛି। ସହର ଅଂଚଳରେ ସାଧାରଣତ ଅଜଗର ସାପ ଦେଖାଦେଇନଥିବା ବେଳେ ଏହି ସାପ ବୈତରଣୀ ବନ୍ୟା ରେ ଚାଲି ଆସିଥିବା ଅନୁମାନ କରାଯାଉଛି। ତେବେ ସାପଟି ନଦୀରୁ…

ପାଇଖାନା ପ୍ୟାନରେ ୪ଫୁଟ ଲମ୍ବର ନାଗ !

ବାଙ୍କୀ(କେନ୍ଯୁଜ୍): ପାଇଖାନା ପ୍ୟାନରେ ନାଗ। କଟକ ଜିଲ୍ଲା ବାଙ୍କୀ ଥାନା ଚର୍ଚ୍ଚିକା ଗାଁର ପ୍ରକାଶ ମିଶ୍ରଙ୍କ ପାଇଖାନା ଭିତରେ ଏକ ନାଗ ସାପ ଲୁଚି ରହିଥିଲା। ଖବର ପାଇ ସ୍ନେକ ହେଲ୍‌ପ ଲାଇନ୍‌ ସଦସ୍ୟ ପ୍ୟାନକୁ ଭାଙ୍ଗି ସାପକୁ ଉଦ୍ଧାର କରିଥିଲେ। ୪ଫୁଟ ଲମ୍ବର ସାପକୁ ପାଇଖାନା ପ୍ୟାନରୁ…

କେନ୍ଦୁଝର କୁନ୍ଦୁରୁନାଲା ଅଞ୍ଚଳରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର

କେନ୍ଦୁଝର(କେନ୍ୟୁଜ):୧୨ ଫୁଟର ଅଜଗର ସାପ ଉଦ୍ଧାର । କେନ୍ଦୁଝର ଜିଲ୍ଲା ବଡବିଲ ରେଞ୍ଜ ଅନ୍ତର୍ଗତ ଯୋଡା କୁନ୍ଦୁରୁନାଲା ଅଞ୍ଚଳରୁ ସାପଟିକୁ ଉଦ୍ଧାର କରିଛି ବନବିଭାଗ । ସୁନା ନଦୀ କୂଳରେ ଥିବା ରାଜୁ କାରୁଆଙ୍କ ପାରିବା ବାଡିକୁ ଗତରାତିରେ ଅଜଗରଟି ପଶି ଆସିଥିଲା । ପରିବା ବାଡରେ ଥିବା ଏକ…

କୋରାପୁଟ ସ୍ଥିତ ଓଏସଏପି ୩ ବାଟାଲିୟନ ପରିସରରୁ ୭ଫୁଟ ଲମ୍ବ ଅଜଗର ଉଦ୍ଧାର

କୋରାପୁଟ(କେନ୍ଯୁଜ୍): ୭ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର। କୋରାପୁଟ ସ୍ଥିତ ଓଏସଏପି ୩ ବାଟାଲିୟନ ପରିସରରୁ ଉଦ୍ଧାର କରାଯାଇଛି। ଓଡ୍ରାଫର ନବ ନିର୍ମିତ କୋଠାର କାମ ଦେଖିବାକୁ ଯାଇଥିବାବେଳେ ଯବାନମାନେ ସାପଟିକୁ ଠାବ କରିଥିଲେ। ସ୍ନେକ ଲାଇନ୍‌ ହେଲପ୍‌ ଲାଇନ୍‌ ଆସି ସାପକୁ ଉଦ୍ଧାର କରିଛି।…

ବ୍ରହ୍ମଗିରି ବନବିଭାଗ ଅଧୀନ ନିଶି ଭଅଁର ଗାଁରୁ ଉଦ୍ଧାର ନାଗ ସାପ ଅଣ୍ଡାରୁ ଫୁଟିଲା ୯ ସୁସ୍ଥ ଛୁଆ

ବ୍ରହ୍ମଗିରି(କେନ୍ଯୁଜ୍): ଉଦ୍ଧାର ନାଗ ସାପ ଅଣ୍ଡାରୁ ଫୁଟିଲା ୯ ସୁସ୍ଥ ଛୁଆ। ସୂଚନା ଅନୁଯାୟୀ, ବ୍ରହ୍ମଗିରି ବନବିଭାଗ ଅଧୀନ ନିଶି ଭଅଁର ଗାଁରୁ ନବଘନ ନାୟକଙ୍କ ଘର ପଛପଟୁ ଚଳିତ ମାସ ୨ ତାରିଖରେ ଉଦ୍ଧାର ହୋଇଥିଲା ଏକ ନାଗ ସାପ ସହିତ ତାର ୧୦ ଟି ଅଣ୍ଡା। ଯାହା ବ୍ରହ୍ମଗିରି ସ୍ନେକ ହେଲ୍ପ…

ବିୟର କ୍ୟାନରୁ ଉଦ୍ଧାର ହେଲା ୫ ଫୁଟ ଲମ୍ବର ଢ଼ମଣା

ଅନୁଗୋଳ(କେ ନ୍ୟୁଜ): ବିୟର କ୍ୟାନରେ ଫସିଲା ଢମଣା । ସାଢ଼େ ୫ ଫୁଟ ଲମ୍ବର ଢ଼ମଣାକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ଅନୁଗୋଳ ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଗାଁର ଉମାକାନ୍ତ ବେହେରାଙ୍କ ବାଡ଼ିରେ ଏକ ଢମଣା ସାପ ପରିତ୍ୟକ୍ତ ବିୟର କେନ ଭିତରେ ମୁଣ୍ଡ ପୁରାଇ ଛଟପଟ ହେଉଥିଲା ଖବର ପାଇ ସ୍ନେକ…

ଚେତା ହରାଇ ପଡିଥିଲା ନାଗ, ପାଟିରେ ପାଇପ ପୁରାଇ ଏମିତି ଜୀବନ ବଞ୍ଚାଇଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ

ମାଲକାନଗିରି : ସାପର ଜୀବନ ବଞ୍ଚାଇଲେ ସ୍ନେକ ହେଲ୍‌ପ ଲାଇନ ସଦସ୍ୟ। ସାପଟି ଅଚେତ ହୋଇ ପଡିଥିଲା। ଛୋଟ ପାଇପକୁ ସାପର ପାଟିରେ ପୁରାଇ ଫୁଙ୍କିଥିଲେ ସ୍ନେକ ହେଲପ୍‌ ଲାଇନ ସଦସ୍ୟ। ବହୁ ସମୟ ଧରି ଫୁଙ୍କିବା ପରେ, ସାମାନ୍ୟ ହଲଚଲ ଦେଖିବାକୁ ମିଳିଥିଲା। ଏହାପରେ ସାପଟି ସଂପୂର୍ଣ୍ଣ ଠିକ…

ନୀଳଗିରି କଳାକାତର ଅସନବଣି ଗାଁରୁ ୧୪ ଫୁଟର ଅହିରାଜ ସାପ

ବାଲେଶ୍ୱର: ବାଲେଶ୍ୱର ନୀଳଗିରି ବ୍ଲକ କଳାକାତର ଅସନବଣି ଗାଁରୁ ବିରାଟ ଅହିରାଜ ସାପ ଉଦ୍ଧାର । ଉଦ୍ଧାର ସାପଟିର ଲମ୍ବ ୧୪ ଫୁଟ । ସାପଟି ଗାଁର ନାଉ ସିଂଙ୍କ ଘରେ ପଶି ଯାଇଥିଲା । ଖବର ପାଇ ସ୍ନେକ୍‌ ହେଲପ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଛନ୍ତି ।

ସାଇକେଲ ଚେନରେ ଗୁଡେଇ ଯାଇଥିଲା ନାଗ ସାପ, ଅଳ୍ପକେ ରକ୍ଷା ପାଇଗଲେ ଛାତ୍ରୀ

ଜଗତସିଂହପୁର(କେ ନ୍ୟୁଜ): ଆଉ ଟିକେ ହୋଇଥିଲେ ଚୋଟ ମାରିଥାନ୍ତା ନାଗ । ଅଳ୍ପକେ ଚାଲିଯାଇଥାନ୍ତା ଛାତ୍ରୀଙ୍କ ଜୀବନ । ଭଗବାନଙ୍କ ଦାଉରୁ ଟିକକରୁ ରକ୍ଷା ପାଇଗଲେ । ପ୍ରକୃତରେ ଘଟଣାଟି ଘଟିଥିଲା ଏହିପରି କୋଉଠି ଥିଲା କେଜାଣି ସାଇକେଲ ଚକା ଭିତରକୁ ପଶିଆସିଥିଲା ଏକ ବିରାଟ ନାଗସାପ । ସ୍ପକ ଭିତରେ…

ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲ୍ଲୀ ଗ୍ରାମବୈତରଣୀ ନଦୀ ପଠାରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲ୍ଲୀ ଗ୍ରାମବୈତରଣୀ ନଦୀ ପଠାରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ଗ୍ରାମବାସୀମାନେ ସନ୍ଧ୍ୟା ସମୟରେ ନଦୀକୁ ଯାଇଥିବା ସମୟରେ ଅଜଗରକୁ ଦେଖି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଜଙ୍ଗଲ ବିଭାଗ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ଅଜଗରଟିକୁ ଉଦ୍ଧାର…