Browsing Tag

snake rescued

ମୋହନା: ନାଳ ଭିତରୁ ୧୩ଫୁଟର ଏକ ବିରଳ ପ୍ରଜାତିର ଅହିରାଜ ସାପ ଉଦ୍ଧାର

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳ ଅଧିନସ୍ଥ ଚାନ୍ଦିପୁଟ ଫରେଷ୍ଟ ବିଟ ହାଉସରୁ ମାତ୍ର ୨୦ ମିଟର ଦୂରରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ନାଳରୁ ଏକ ୧୩ଫୁଟର ବିରଳ ପ୍ରଜାତିର ଅହିରାଜ ସାପ ଉଦ୍ଧାର କରାଯାଇଛି l ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, ଉକ୍ତ…

ବାଙ୍କୀ ସାହାଡାପଦା ଗ୍ରାମରୁ ଆଠ ଫୁଟର ଅଜଗର ସାପ ଉଦ୍ଧାର, ଚାଲଣକାରୀ ଗିରଫ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ସାହାଡାପଦା ଗ୍ରାମରୁ ଜଣେ ବ୍ୟକ୍ତି ଏକ ଆଠ ଫୁଟିଆ ଅଜଗର ସାପକୁ ଧରି ବ୍ୟାଗରେ ଭର୍ତ୍ତି କରି ଯାଉଥିବା ସ୍ଥାନୀୟ ଲୋକ ଜାଣିବାକୁ ପାଇଥିଲେ । ଏହା ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଏନେଇ ଖବର ଦିଆଯାଇଥିଲା। ସାପ ଧରିଥିବା ବ୍ୟକ୍ତି ଜଣକ କାଳେ ସ୍ନେକ…

ବାଲେଶ୍ଵର ପସରବିନ୍ଧା ଗ୍ରାମରୁ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଜଳେଶ୍ବର: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ପସରବିନ୍ଧା ଗ୍ରାମରେ ୧୨ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର। ଯାହାର ଓଜନ ୨୦ କିଲୋଗ୍ରାମରୁ ଅଧିକ ହେବ ବୋଲି ବନବିଭାଗ ସୂଚନା ଦେଇଛି। ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ ପସରବିନ୍ଧା ଗ୍ରାମର କିଛି ଲୋକେ ଆଜି ସକାଳୁ ବିଲକୁ କାମ କରିବା…

ଢେଙ୍ଗାନାଳ କୋରିଆଁ ବାଇପାସ୍‌ ଛକ ନିକଟରୁ ୧୫ଫୁଟର ଅଜଗର ସାପ ଉଦ୍ଧାର

ଢେଙ୍ଗାନାଳ: ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ କୋରିଆଁ ବାଇପାସ ଛକ ନିକଟରୁ ଏକ ବିରାଟକାୟ ଅଜଗର ଉଦ୍ଧାର କରାଯାଇଛି। ଯାହାର ଲମ୍ବ ପ୍ରାୟ ୧୫ ଫୁଟରୁ ଅଧିକ ହେବ । ଅଜଗରଟି ନିକଟସ୍ଥ ଜଂଗଲରୁ NH କୁ ପାର ହୋଉଥିବାର ସ୍ଥାନୀୟ ଅଞ୍ଚଳବାସୀ ଦେଖି ସାପ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ ।…

ବାଙ୍କୀ: ଘର ଭିତରୁ ଉଦ୍ଧାର ହେଲା ପାଞ୍ଚ ଫୁଟର ନାଗ ସାପ, ବନ୍ଯାପାଣି ମାଡି ଆସିବାରୁ ଆତଙ୍କିତ ସ୍ଥାନୀୟ ଲୋକେ

ବାଙ୍କୀ: ଚାରିଆଡେ ଜଳମଗ୍ନ । ଘର ବାହାରେ ସବୁଠି ଖାଲି ପାଣି ପାଣି ଆଉ ପାଣି । ଏହାରି ଭିତରେ ଘର ଭିତରେ ଦେଖିବାକୁ ମିଳିଲା ୫ ଫୁଟିଆ ନାଗ। ନାଗକୁ ଦେଖି ଭୟଭିତ ସାରା ପରିବାର । ଘର ଭିତରେ ପାଣି ପଶିଯାଇଥିବାରୁ କିଛି ଉପାୟ ନଥିଲା । ବାଧ୍ଯ ହୋଇ ଗୋଟେ କଠୋରୀରେ ସାପ ଆଉ ଗୋଟେ କଠୋରୀରେ…

ଢେଙ୍କାନାଳ ରାସୋଳ ଗାଁ ନିକଟରୁ ୧୦ ଫୁଟ୍‌ ଲମ୍ବର ଅହିରାଜକୁ ଉଦ୍ଧାର

ଢେଙ୍କାନାଳ: ଏବେ ରାଜ୍ଯରେ ଲାଗି ରହିଛି ବର୍ଷା । ଯାହାଫଳରେ ବିଭିନ୍ନ ସ୍ଥାନ ଜଳମଗ୍ନ । ଏଭଳି ପରିସ୍ଥିତିରେ ସାଧାରଣତଃ ଜୀବ ଜନ୍ତୁଙ୍କ ଆକ୍ରମଣକୁ ନେଇ ଭୟ ଲାଗି ରହିଥାଏ । ବିଶେଷ କରି ସାପକୁ ନେଇ ସତର୍କ ରହିବାକୁ କୁହାଯାଇଥାଏ । ଏହି ଅବସରରେ ଏକ ୧୦ ଫୁଟ୍‌ ଲମ୍ବର ଅହିରାଜକୁ ଉଦ୍ଧାର…

ଘର ଭିତରେ ଥିବା ଟେବୁଲ୍ ତଳେ ଲୁଚି ରହିଥିବା ବିରାଟ ଅହିରାଜକୁ ଉଦ୍ଧାର କଲା ବନ ବିଭାଗ, ଥରେ ନଜର ପକାନ୍ତୁ ଏହି…

ଉତ୍ତରପ୍ରଦେଶ: ଘର ଭିତରୁ ଉଦ୍ଧାର ହେଲା ବିରାଟ ଅହିରାଜ । ଏଭଳି ଏକ ଛାତିଥରା ଘଟଣା ଘଟିଛି ଉତ୍ତରପ୍ରଦେଶରେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ନୈନିତାଲରେ ଜଣଙ୍କ ଘରୁ ଏହି ବିଷାକ୍ତ ଅହିରାଜ ସାପକୁ ବନ ବିଭାଗର ରାପିଡ୍ ରେସପନ୍ସ ଟିନ୍ ଉଦ୍ଧାର କରୁଥିବା ଦେଖିବାକୁ…

କୁଚିଣ୍ଡା ବନ ବିଭାଗ ପକ୍ଷରୁ ବିରାଟ ଅଜଗର ଉଦ୍ଧାର

କୁଚିଣ୍ଡା:  ବାମରା ବନ୍ୟ ପ୍ରାଣୀ ଡିଭିଜନର କୁଚିଣ୍ଡା ରେଞ୍ଜ ଅନ୍ତର୍ଗତ କୁନ୍ତରା (ଉର୍ଲୁମୁଣ୍ଡା)ଗାଁ ନିକଟକରୁ ଅଜଗର ସାପ ଉଦ୍ଧାର । ଜଣେ ଜନୈକ ବ୍ୟକ୍ତିଙ୍କ ବାଡ଼ି ପଛ ପଟରୁ ଏକ ପାହାଡ଼ି ଅଜଗର ସାପ ବାହାରିଥିଲା । ସାପ ଦେଖିବା ପାଇଁ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ…

ବାଙ୍କୀ : ମହିଳାଙ୍କ ସ୍କୁଟି ଭିତରୁ ସାପ ଉଦ୍ଧାର, ବର୍ଷା ଦିନ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଲେ…

ବାଙ୍କୀ : ମହିଳାଙ୍କ ସ୍କୁଟିରୁ ବାହାରିଲା ସାପ । କଟକ ଜିଲ୍ଲା ବାଙ୍କୀ ଚର୍ଚ୍ଚିକା ସାହିର ଜଣେ ମହିଳାଙ୍କ ସ୍କୁଟିରୁ ସାପ ଉଦ୍ଧାର କରାଯାଇଛି। ମହିଳା ଜଣକ ସ୍କୁଟି ଷ୍ଟାଟ୍‌ କରୁଥିବା ସମୟରେ ସାପକୁ ଦେଖିବାକୁ ପାଇଥିଲେ । ପରେ ସ୍ନେକ ହେଲପ୍‌ ଲାଇନ ସଦସ୍ୟ ଗାଁରେ ପହଂଚି ସାପକୁ ଉଦ୍ଧାର…

କୋରାପୁଟ : ଟିଭି ପଛପଟୁ ବାହାରିଲା ୪ ଫୁଟ ଲମ୍ବର ନାଗସାପ

କୋରାପୁଟ : ଟିଭି ପଛପଟୁ ବାହାରିଲା ନାଗସାପ । କୋରାପୁଟ ସୁନାବେଡା ଥାନା ଥାଟପଦରଗୁଡା ଗାଁର ଜଗନ୍ନାଥ ନାୟକଙ୍କ ଘରୁ ସାପ ଉଦ୍ଧାର ହୋଇଛି । ଗତକାଲି ସନ୍ଧ୍ୟାରେ ଟିଭି ଅନ୍‌ କରିବାକୁ ଯିବା ବେଳେ ସାପକୁ ଦେଖିବାକୁ ପାଇଥିଲେ । ଖବର ପାଇ ସ୍ନେକ୍‌ ହେଲପ୍‌ ଲାଇନ ସଦସ୍ୟ ପହଞ୍ଚି ୪ ଫୁଟ ଲମ୍ବର…

ବାଲେଶ୍ୱର ରେମୁଣା ଓମ୍ଫେଡ ପ୍ଲାଣ୍ଟରୁ ୬ ଫୁଟ ଲମ୍ବର ସାପ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ରେମୁଣା ଓମ୍ଫେଡ ପ୍ଲାଣ୍ଟରୁ ଏକ ୬ ଫୁଟ ଲମ୍ବର ସାପ ଉଦ୍ଧାର କରାଯାଇଛି । ପ୍ଲାଣ୍ଟ ପରିସରରେ ସାପଟିକୁ ଦେଖିବା ପରେ କର୍ମଚାରୀ ଭୟଭୀତ ହୋଇଯାଇଥିଲେ । ପରେ ସ୍ନେକ ହେଲପ ଲାଇନର ସଦସ୍ୟ ଶ୍ୟାମଳେନ୍ଦୁ ଆଦିତ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟିର ସ୍ୱାସ୍ଥ୍ୟ…

ଢେଙ୍କାନାଳ ଫାଶିଗାଁରେ ୧୪ ଫୁଟ୍ ଲମ୍ବା ଏବଂ ୨୦ କେଜି ଓଜନର ଅହିରାଜ ସାପ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଓଡାପଡା ବ୍ଳକ୍ ଫାଶିଗାଁ ପୋଖରୀ ନିକଟରୁ ଗୋଟିଏ ଅହିରାଜ ସାପ ଉଦ୍ଧାର ହୋଇଛି । ବନ ବିଭାଗ ସହାୟତାରେ ସାପଟିକୁ ଉଦ୍ଧାର କରାଯାଇ ଜଙ୍ଗଲ ଭିତରକୁ ଛାଡିଦିଆଯାଇଛି । ଗତକାଲି ଫାଶିଗାଁ ଗ୍ରାମର ପୋଖରୀ ପାଖରେ ଦୁଇଟି ସାପ ଖେଳୁଥିବା ଦେଖି ଗ୍ରାମବାସୀ ବନ ବିଭାଗ ଏବଂ ସାପ…