Browsing Tag

social media viral

ଯୋଗ କରୁ କରୁ ହାତୀ ଉପରୁ ତଳକୁ ଖସିପଡ଼ିଲେ ବାବା ରାମଦେବ, କିନ୍ତୁ ତାପରେ ବାବା…ଦେଖନ୍ତୁ ଭିଡିଓ

ଯୋଗଗୁରୁ ବାବା ରାମଦେବଙ୍କୁ କିଏ ବା ନଜାଣେ । ନିଜର ଯୋଗ ଏବଂ ଫିଟନେସକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କିନ୍ତୁ ନିକଟରେ ବାବା ଏକ ଅନ୍ୟ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ତେବେ କଣ ଏହି କାରଣ ? ଏହି କାରଣ ଜାଣିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ଏହି ଭିଡ଼ିଓଟିକୁ ଦେଖିବାକୁ…

୫ ଲକ୍ଷ ଟଙ୍କା ଦେଇ କିଣିଥିଲେ ବିଲେଇ ଛୁଆ କିନ୍ତୁ ପରେ ଜଣାପଡିଲା ତାହା ଥିଲା ବାଘଛୁଆ

ବିଲେଇ ଛୁଆ..ସେ ପୁଣି ପାଞ୍ଚ ଲକ୍ଷ ଟଙ୍କାର। ଘଟଣାଟି ହେଉଛି ଫ୍ରାନ୍ସର। ସେଠାରେ ରହୁଥିବା ଏକ ଦମ୍ପତି ଗୋଟିଏ ସ୍ୱତନ୍ତ୍ର ପ୍ରଜାତିର ବିଲେଇ ଛୁଆ ମଗାଇଥିଲେ ଆଉ ସେଥିପାଇଁ ତାଙ୍କୁ ଦେବାକୁ ପଡିଥିଲା ୫ ଲକ୍ଷ ଟଙ୍କା କିନ୍ତୁ ପରେ ଜଣାପଡିଥିଲା ଯେ ଏହା ଏକ ବିଲେଇ ଛୁଆ ନୁହେଁ ବରଂ ଏକ ବାଘ ଛୁଆ…

ସୀମାକୁ ନେଇ ନିଜ ନିଜ ଭିତରେ ଲାଗିଗଲେ ଦୁଇବାଘ, ଲଢେ଼ଇ ଏତେ ହିଂସ୍ର ଯେ ଦେଖିଲେ ସ୍ତବ୍ଧ ହୋଇଯିବେ ଆପଣ; ଦେଖନ୍ତୁ…

କେବଳ ମଣିଷ ମଣିଷ ମଧ୍ୟରେ ନିଜ ସୀମାକୁ ନେଇ ଝଗଡା ହୁଏ ତା ନୁହେଁ । ପଶୁମାନଙ୍କ ମଧ୍ୟରେ ବି ନିଜ ନିଜର ସୀମାକୁ ଅନେକ ଝଗଡା ହୋଇଥାଏ । ଖାସକରି ବାଘ ଆଉ ସିଂହମାନଙ୍କ ମଧ୍ୟରେ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି ଯାହାକୁ ଦେଖିଲେ ଆପଣ ବୁଝିପାରିବେ କି ଯେତେବେଳେ ପଶୁମାନଙ୍କ…

ପୁରୁଣା ଟାଇପରାଇଟରରେ ବନାନ୍ତି ଏତେ ସୁନ୍ଦର ଚିତ୍ର ଯାହା ଦେଖିଲେ ଆପଣ ବି ବିଶ୍ୱାସ କରିପାରିବେନି, ଥରେ ଦେଖନ୍ତୁ ଏହି…

ଆଜିର ଡେଟରେ ଟାଇପରାଇଟର କଥା କହିଲେ ଆପଣ ବି ଏହାର ବ୍ୟବହାର ଜାଣିନଥିବେ ବୋଲି କହିବେ । କାରଣ ଆଜିକା ଯୁଗରେ ଟାଇପରାଇଟର କିଏ ୟୁଜ କରୁଛି ? ଏହା ଅଧିକାଂଶ ଲୋକଙ୍କ ଘରେ ଦେଖିବାକୁ ବି ମିଳେନାହିଁ କାରଣ ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ଅଛନ୍ତି ଯିଏ ଏହାର ବ୍ୟବହାର ଜାଣିନାହାନ୍ତି । ସାଧାରଣତଃ…

ବିବାହର ଏହି ବିଜ୍ଞାପନ ହେଉଛି ଇଣ୍ଟରନେଟରେ ଭାଇରଲ, ଲୋକେ କହିଲେ ସିଙ୍ଗଲ ରହିପାରେ ବର

ବିବାହର ଅନେକ ପ୍ରକାର ବିଜ୍ଞାପନ ଆପଣ ଖବରକାଗଜରେ ଦେଖିଥିବେ କିନ୍ତୁ ସୋସିଆଲ ମିଡିଆରେ ଏବେ ଏମିତି ଏକ ବିଜ୍ଞାପନ ଭାଇରଲ ହେଉଛି। ଯାହା ଦେଖିଲେ ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ। ବର ଘର ଲୋକଙ୍କ ପାଇଁ ହୁଏତ ଏହା ବହୁତ ଗମ୍ଭୀର ମାମଲା ହୋଇପାରେ କିନ୍ତୁ ଜଣେ ସାଧାରଣ ଲୋକ ପାଇଁ…

ନିଶାରେ ଚୁର ହୋଇ ୱାସିଂ ମେସିନ ଭିତରେ ପଶିଗଲେ ମହିଳା କିନ୍ତୁ ଜାଣିନଥିଲେ ତାଙ୍କ ସହ କିଛି ଏମିତି ଘଟିବ, ଦେଖନ୍ତୁ…

କିଛି ଲୋକ ମଦ ପିଇବା ପରେ ଏମିତି କିଛି କାମ କରି ବସନ୍ତି ଯାହାକୁ ବିଶ୍ୱାସ କରିବା ଅସମ୍ଭବ ହୋଇପଡେ । ଠିକ ସେହିପରି କିଛି ଘଟିଛି ଏହି ମହିଳା ଜଣଙ୍କ ସହିତ । ନିଜ ବନ୍ଧୁମାନଙ୍କ ସହିତ ପାର୍ଟି କରୁଥିବା ସମୟରେ ଏତେ ମଦ ପିଇ ଦେଇଥିଲେ ଯେ ସେ ୱାସିଂ ମେସିନ ଭିତରେ ପଶିବା ପାଇଁ ନିଷ୍ପତ୍ତି…

ଜନ୍ମ ହେଉ ହେଉ ବାଛୁରୀକୁ ଗିଳିଦେଲା ଅଜଗର, ଆଉ ତାପରେ..

ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି, ଏଠାରେ ଏକ ଅଜଗର 18 ଫୁଟ ଉଚ୍ଚତା ବିଶିଷ୍ଟ ନବଜାତ ବାଛୁରୀକୁ ଗିଳି ଦେଇଛି । ତେବେ ରବିବାର ସନ୍ଧ୍ୟାରେ ଏହି ଅଜଗରଟି ନବଜାତ ବାଛୁରୀକୁ ଗିଳିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ଏହି ଦୃଶ୍ୟକୁ ଦେଖିଥିଲେ । ଏହାପରେ ତୁରନ୍ତ…

ଭୋକରେ ଆଉଟୁ ପାଉଟୁ, ଗୋଟିଏ କଦଳୀ ପାଇଁ ରାସ୍ତାରେ ଦୌଡୁଛନ୍ତି ହଜାର ହଜାର ମାଙ୍କଡ଼, ଦେଖନ୍ତୁ ଭିଡିଓ

ଅଜବ ଦୁନିଆରେ ପ୍ରତିଦିନ କିଛିନା କିଛି ଘଟଣା ଘଟେ । ପଶୁମାନଙ୍କ ବିଷୟରେ ଜାଣିବା ପାଇଁ ମଣିଷମାନଙ୍କ ମଧ୍ୟରେ ସର୍ବଦା ଏକ ଅଦ୍ଭୁତ କୌତୁହଳ ରହିଥାଏ ଏବଂ ସୋସିଆଲ ମିଡିଆ ହେତୁ ଆଜିକାଲି ଆମେ ସେମାନଙ୍କ ସହ ଜଡିତ ଅଜବ ଘଟଣା ବିଷୟରେ ଜାଣିପାରୁଛୁ । ତେବେ ଆଜି ଯେଉଁ ଘଟଣା ବିଷୟରେ ଆମେ ଆପଣଙ୍କୁ…

ନିଜ ଗୋଡ଼ରେ ସିଗାରେଟ ଧରି ଫୁଙ୍କ ମାରୁଛି କଙ୍କଡା, ଏହି ଦୃଶ୍ୟ ଦେଖିଲେ ଆପଣ ବି ବିଶ୍ୱାସ କରିପାରିବେନି

ସୋସିଆଲ ମିଡିଆରେ ଆମେ ଅନେକ ସମୟରେ ଅଜବ ପ୍ରକାରର ଭିଡିଓ ଭାଇରାଲ ହୋଇଥିବାର ଦେଖିଥାଉ । ଯାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ ନଚେତ ଆମକୁ କିଛି ଶିଖାଇଥାଏ । ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ କଙ୍କଡା ସିଗାରେଟ୍ ଟାଣୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ଆପଣ…

ନାଳ ସଫା କରୁ କର ଅଚାନକ ବାହାରିଲା ବିଶାଳକାୟ ମୂଷା, ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେନି ଆପଣ

ନିକଟରେ ମେକ୍ସିକୋରେ ପ୍ରବଳ ବର୍ଷା ପରେ ସଂଗୃହିତ 22 ଟନ୍ ବର୍ଜ୍ୟବସ୍ତୁରେ ଲୋକମାନେ ଏପରି ଏକ ଜିନିଷ ଦେଖିଥିଲେ ଯେ ଯାହାକୁ ଦେଖି ସେଠାରୁ ଲୋକମାନେ ଭୟରେ ଦୌଡିବା ଆରମ୍ଭ କରିଥିଲେ । ତେବେ ପରେ ଦେଖିଥିଲେ ଯେ ଏହା ଏକ ବିରାଟ ବଡ଼ ମୂଷା ଥିଲା । ଏହି ମୂଷା ଏତେ ବଡ ଥିଲା ଯେ ଲୋକମାନେ ଏହାକୁ…

କି ଅଦ୍ଭୁତ ଦୃଶ୍ୟ ! ନିଜ ଠାରୁ ଦୁଇଗୁଣା ବଡ଼ ଚଢେଇକୁ ଗିଳିଦେଲା ବୁଢିଆଣୀ

ମାଙ୍କଡସାକୁ ଆମେ ସାଧାରଣତଃ ନିଜ ଘର କାନ୍ଥରେ ବା  ଖାଲି ପଡିଥିବା ଘରେ ଜାଲ ବୁଣି ରହିଥିବାର ଦେଖିଥାଉ । ଏହି ଜାଲରେ ଫସି ରହିଥିବା ଛୋଟ ଛୋଟ କୀଟ ପତଙ୍ଗକୁ ଏମାନେ ନିଜ ଆହାର ଭାବେ ଗ୍ରହଣ କରିଥାନ୍ତି । କିନ୍ତୁ ଏହି ମାଙ୍କଡସାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ…

ଅତିଥିଙ୍କ ପାଇଁ ଅଜବ ନିୟମ, ଅଧିକ କ୍ୟାସ ଦେଲେ ଭଲ ଖାଇବା ମିଳିବ ବାହାଘର କାର୍ଡରେ ଲେଖି କଲେ ଦାବି

ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ବିବାହ କାର୍ଡ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏଥିରେ ଅତିଥିମାନଙ୍କ ଦ୍ୱାରା ଦିଆଯାଇଥିବା ନଗଦ ଉପହାରକୁ ଆଧାର କରି ସେମାନଙ୍କ ଖାଇବା ମେନୁ ତିଆରି କରାଯାଇଥିଲା । ଏହି ବିବାହ କାର୍ଡ ଭାଇରାଲ ହେବା ପରେ ଅନେକ…