Below header
Browsing Tag

special story

ଦୁନିଆର ବଡ଼ ଭୂତ ଗାଁ, ଯେଉଁଠାରେ ମଣିଷ ନୁହେଁ ରୁହନ୍ତି ଭୟଙ୍କର କଣ୍ଢେଇ

ଗାଁ ତ ଅନେକ ଥାଏ । ପ୍ରତ୍ୟେକ ଗାଁର ସୌନ୍ଦର୍ଯ୍ୟ ବି ଭିନ୍ନ ଥାଏ । ଗାଁର ସୁନ୍ଦରତା ପାଇଁ ହିଁ ଦୂର ଦୂରାନ୍ତରରୁ ଲୋକମାନେ ଏଠାକୁ ବୁଲିବାକୁ ଆସିଥାନ୍ତି । କିନ୍ତୁ କିଛି ଗାଁ ଅଭିଶପ୍ତ ମଧ୍ୟ ଥାଏ । ଏବଂ ଏହି ଗାଁକୁ ଯିବାକୁ ସାଧାରଣ ଲୋକମାନେ ଭୟ କରନ୍ତି । ଏହି ଗାଁ ମାନଙ୍କରେ ସୁନ୍ଦରତା…

ଭାରତର ରହସ୍ୟମୟୀ ହ୍ରଦ ଭିତରେ ପଡ଼ି ରହିଛି ଶହ ଶହ କଙ୍କାଳ, ୧୦୦୦ ବର୍ଷରୁ ଅଧିକ ପୁରୁଣା

ଭାରତରେ ଏପରି ଅନେକ ଭୟାନକ ଏବଂ ହଣ୍ଟେଡ୍ ପ୍ଲେସ୍ ଅଛି ଯାହା ବିଷୟରେ ଲୋକମାନେ ଖୁବ୍‌ କମ୍ ଜାଣିଛନ୍ତି । ଆପଣ ଦେଶର ଅନେକ ଭଙ୍ଗା ଦୁର୍ଗ ଏବଂ ପଶ୍ଚିମବଙ୍ଗର ହଣ୍ଟେଡ ରେଳ ଷ୍ଟେସନ ବିଷୟରେ ତ ନିଶ୍ଚିତ ଶୁଣିଥିବେ । ଠିକ ସମାନ ଭାବେ ଏଭଳି ଏକ ହ୍ରଦ ମଧ୍ୟ ଅଛି ଯାହା ବହୁତ ସୁନ୍ଦର ଦେଖାଯାଏ…

ଟଙ୍କା ରୋଜଗାର ପାଇଁ ଘରେ ପାଳୁଛନ୍ତି ବିଛା, ବିଷର ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୁନିଆରେ ଏପରି ଅନେକ ବ୍ୟବସାୟ ଅଛି ଯେଉଁଥିରେ ବହୁତ ଲାଭ ମିଳିଥାଏ । ଲୋକମାନେ ଟଙ୍କା ପାଇଁ ବିପଜ୍ଜନକ କାର୍ଯ୍ୟ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଭଗବାନ ଅନେକ ଜୀବଙ୍କୁ ନିଜ ସୁରକ୍ଷା ପାଇଁ ସେମାନଙ୍କୁୁ ବିଷ ଦେଇଛନ୍ତି । ସାପ ଓ ବିଛା ସବୁଠାରୁ ବିଷାକ୍ତ ବୋଲି କୁହାଯାଏ । ଏମାନେ ବିଷ…

ପ୍ରଥମ ଦେଖାରେ ଭଲ ପାଇ ବସିଥିଲେ ଭୂତକୁ, ବିବାହ ପରେ ଦେଲେ ଛାଡ଼ପତ୍ର

ଆପଣମାନେ ଭୂତର ଅନେକ କାହାଣୀ ନିଶ୍ଚିତ ଶୁଣିଥିବେ । କିଛି ଲୋକ କୁହନ୍ତି ଯେ ସେମାନେ ଭୂତ ଦେଖିଛନ୍ତି ଏବଂ ଭୂତ ସହ କଥାବାର୍ତ୍ତା ମଧ୍ୟ କରିଛନ୍ତି । କିନ୍ତୁ ଆପଣ କେବେ ଶୁଣିଛନ୍ତି କି, କୌଣସି ବ୍ୟକ୍ତି ଭୂତକୁ ଭଲ ପାଇବା ପରେ ଭୂତକୁ ହିଁ ବିବାହ କରିବା କଥା । ଏଭଳି କଥା ହୁଏତ ଆପଣ କେବେ…

ଉଲକାପିଣ୍ଡ ଖଣ୍ଡରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଘଣ୍ଟା, ଜାଣନ୍ତୁ କେତେ ରହିଛି ମୂଲ୍ୟ

ଆକାଶରୁ ଉଲକାପିଣ୍ଡ ଖସିବା ତ ସାଧାରଣ କଥା। ଆପଣ ମଧ୍ୟ ଏହିପରି ଅନେକ ଘଟଣା ନିଶ୍ଚୟ ଦେଖିଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ଆକାଶରୁ ଖସୁଥିବା ଏହି ଉଲକାପିଣ୍ଡଗୁଡିକରୁ ମଧ୍ୟ ଘଣ୍ଟା ତିଆରି କରାଯାଇ ପାରିବ । ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । ଉଲକା ପିଣ୍ଡରୁ ପୁଣି ଘଣ୍ଟା.. ଏହା…

୩୭୫ ବର୍ଷ ପରେ ମିଳିଲା ଅଷ୍ଟମ ମହାଦେଶ, ପ୍ରଶାନ୍ତ ମହାସାଗର ତଳେ ଲୁଚି ରହିଥିଲା

ପୃଥିବୀରେ ୭ଟି ମହାଦେଶ ଅଛି ଏହା ତ ସମସ୍ତେ ଜାଣନ୍ତି । କିନ୍ତୁ ବୈଜ୍ଞାନିକମାନେ ପୃଥିବୀର ଅଷ୍ଟମ ମହାଦେଶ ଆବିଷ୍କାର କରିଛନ୍ତି । ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ପୃଥିବୀର ଅଷ୍ଟମ ମହାଦେଶ ବର୍ତ୍ତମାନ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ଦୁନିଆର ଅଷ୍ଟମ ମହାଦେଶର…

ବୁର୍ଜ ଖଲିଫା ଟପ୍‌ ଫ୍ଲୋରକୁ ସାଧାରଣ ଲୋକଙ୍କୁ ଯିବାକୁ ମନା, ଜାଣନ୍ତୁ କଣ ରହିଛି କାରଣ

ଦୁବାଇରେ ଥିବା ବୁର୍ଜ ଖଲିଫା କାହିଁକି ଏତେ ପ୍ରସିଦ୍ଧ ଏବଂ ବିଶ୍ୱରେ ଏହାକୁ ନେଇ କାହିଁକି ଏତେ ଆଲୋଚନା କରାଯାଏ ଜାଣିଛନ୍ତି କି ? ଆଜି ଆମେ ଏହି ବୁର୍ଜ ଖଲିଫା ବିଷୟରେ କିଛି ଭିନ୍ନ ରହସ୍ୟ ଜଣାଇବୁ । ଆପଣମାନଙ୍କ ମଧ୍ୟରୁ ଅନେକ ଏହା ବିଷୟରେ ଜାଣିଥିବେ ନିଶ୍ଚିତ । ଏହି ବୁର୍ଜ ଖଲିଫାରେ…

ବ୍ରହ୍ମାଣ୍ଡ ବିସ୍ଫୋରଣ ପରେ ହିଁ ତିଆରି ହେଇଥିଲା ସବୁକିଛି, ଜାଣନ୍ତୁ କିପରି ହୋଇଥିଲା ଏହା

ବ୍ରହ୍ମାଣ୍ଡ ଏଭଳି ଏକ ଶବ୍ଦ ଯେଉଁଥିରେ ସମ୍ପୂର୍ଣ୍ଣ ଦୁନିଆ ସାମିଲ । ତେବେ ଏହାର ଥିଓରି କଣ ? କଣ ବୈଜ୍ଞାନିକମାନେ ଏ ବିଷୟରେ ସବୁ କିଛି ସନ୍ଧାନ କରି ସାରିଛନ୍ତି ? ସମାନ ଭାବେ ଏଭଳି କିଛି ଦୁନିଆ ଅଛି କି ? ଏଭଳି କିଛି ପ୍ରଶ୍ନ ମଣିଷ ମନରେ ସର୍ବଦା ଆସିଥାଏ । ଏପରି ପରିସ୍ଥିତିରେ ପୃଥିବୀର…

ମହାକାଶଚାରୀମାନେ କେତେ ଘଣ୍ଟା କାମ କରନ୍ତି ଜାଣିଛନ୍ତି କି ? ପ୍ରକାଶ ପାଇଲା ରିପୋର୍ଟ

ମହାକାଶରେ ଅନେକ ରହସ୍ୟମୟୀ ଜିନିଷ ରହିଛି । ଏନେଇ ବୈଜ୍ଞାନିକ ମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ଏହି ଅନୁସନ୍ଧାନ ପାଇଁ ଦିନ ରାତି ଏକ କରି ଦିଅନ୍ତି ବୈଜ୍ଞାନିକ । ତେବେ ବୈଜ୍ଞାନିକମାନେ କେତେ ସମୟ ପର୍ଯ୍ୟନ୍ତ କାମ କରନ୍ତି ? ସେମାନଙ୍କ କାମ କରିବାର କିଛି ସିଡ୍ୟୁଲ ଥାଏ କି ? ଆପଣ ହୁଏତ…

କଇଁଛକୁ ଆକ୍ରମଣ କରୁଥିଲା କୁକୁର, ପାଲଟା ଆକ୍ରମଣରେ ଗଲା କୁକୁର ଜିଭ

ପ୍ରତ୍ୟେକ ଦିନ ଜୀବ ଯନ୍ତୁଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିଛି ଭିଡିଓରେ ଜୀବ ଯନ୍ତୁଙ୍କ ଲଢ଼େଇର ଭିଡିଓ ମଧ୍ୟ ସାମ୍ନାକୁ ଆସିଥାଏ । ଜୀବମାନଙ୍କର ବୁଝିବା ଶକ୍ତି ବହୁତ କମ ଥାଏ । ଏନେଇ ସେମାନେ କିଛି ନବୁଝି ଅନ୍ୟ ଜୀବମାନଙ୍କୁ ଆକ୍ରମଣ କରିଥାନ୍ତି । ପରେ ନିଜେ ହିଁ…

ସୂର୍ଯ୍ୟ କିରଣର ଗଭୀର ପ୍ରଭାବ ଜାଣିବା ପାଇଁ ମହାକାଶକୁ ଗଲା ଆଦିତ୍ୟ L1, ଜାଣନ୍ତୁ ଅଧ୍ୟୟନର କିଛି ରୋଚକ ତଥ୍ୟ

ଭାରତ ପୁଣି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଲଞ୍ଚ ହୋଇଯାଇଛି ଆଦିତ୍ୟ L1 । ଚନ୍ଦ୍ର ପରେ ସୂର୍ଯ୍ୟ ଉପରେ ଇସ୍ରୋର ରହିଛି ନଜର । ଆଜି ୧୧.୫୦ ମିନିଟ ସମୟରେ ଶ୍ରୀହରିକୋଟାର ଲଞ୍ଚିଂ ପ୍ୟାଡରୁ ଆଦିତ୍ୟ L-1 ମିଶନର ସଫଳ ଲଞ୍ଚିଂ କରାଯାଇଛି । ଏହି ମିଶନର ଲକ୍ଷ୍ୟ ହେଉଛି ସୂର୍ଯ୍ୟ ନିକଟରେ…

ବିରିୟାନିରେ ମଟନ ନମିଳିବାରୁ ବିବାହ ଭୋଜିରେ ହେଲା ମହାଭାରତ

ବିରିୟାନିରେ ମିଳିଲାନି ମଟନ । ଆଉ ମଟନ ନମିଳିବାରୁ ହେଲା ଭୟଙ୍କର ଗଣ୍ଡଗୋଳ । ବିବାହ ଭୋଜି ଖାଇବା ସମୟରେ ଖାଇବାରେ ମଟନ ନମିଳିବାରୁ ଅତିଥିଙ୍କର ରାଗ ମୁଣ୍ଡକୁ ଚଢ଼ିଗଲା । ଆଉ ପରେ ଏପରି କିଛି ହୋଇଥିଲା ଯାହା ଆପଣ ବିଶ୍ୱାସ କରି ପାରିବେନି । ବିବାହ ଭୋଜିରେ ଅତିଥିମାନଙ୍କ ପାଇଁ ସ୍ୱାଦିଷ୍ଟ…